Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଭାରତରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ
ଅହମ୍ମଦାବାଦ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ଆଜି ଗୁଜରାଟର ଅହମ୍ମଦାବାଦ୍ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ୍ତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ତାଙ୍କୁ ସ୍ୱାଗତ!-->…
ଜମ୍ମୁ-କଶ୍ମରୀରେ : ହାଇଡ୍ରୋଇଲେକ୍ଟ୍ରିକ ପାୱାର ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି
ନୂଆଦିଲ୍ଲୀ: ଜମ୍ମୁ-କଶ୍ମରୀରେ ଚାଲିଥିବା ହାଇଡ୍ରୋଇଲେକ୍ଟ୍ରିକ ପାୱାର ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଛି। ସେହିପରି ଗୋଟିଏ ବୀମା ଯୋଜନାରେ ହେରଫେର କରାଯାଇଥିବା ଅଭିଯୋଗ ଆସିବା ପରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏହି ଦୁଇ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା!-->…
ଅବୁ ସାଲେମର ଆବେଦନ ପ୍ରସଙ୍ଗରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଅବୁ ସାଲେମ ୨୫ ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ବିରୋଧରେ କରିଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ ଉକ୍ତ ଆବେଦନକୁ କେନ୍ଦ୍ର ସରକାର ଅସାମାନ୍ୟ ବୋଲି କହିଛନ୍ତି। ଏଥିସହ ଏହି ଘଟଣାର ନିଷ୍ପତ୍ତି କେନ୍ଦ୍ର ସରକାର ସମୟ ଆସିଲେ ନେବେ ବୋଲି!-->…
ମସଜିଦରେ ଭୟଙ୍କର ବିସ୍ଫୋରଣ: ୧୧ ମୃତ, ୪୦ରୁ ଅଧିକ ଆହତ
କାବୁଲ: ପବିତ୍ର ରମଜାନ ମାସ ଚାଲିଥିବା ବେଳେ ଆଫଗାନିସ୍ତାନର ମଜାର-ଇ-ଶରିଫରେ ଥିବା ଗୋଟିଏ ମସଜିଦରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର!-->…
ବିଜେପି ମୁଖ୍ୟାଳୟରେ ବୁଲଡୋଜର ଚଲାଇଦିଅ : AAP
ନୂଆଦିଲ୍ଲୀ : ହନୁମାନ ଜୟନ୍ତୀ ସମୟରେ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହିଂସାକାଣ୍ଡ ହୋଇଥିଲା । ଯେଉଁଥିରେ ଦୁଇଟି ସମ୍ପ୍ରଦାୟ ପରସ୍ପର ଉପରେ ଆକ୍ରମଣ କରିବା ସହ ପଥର ଫିଙ୍ଗିଥିଲେ । ଏହି ଘଟଣାରେ ଏପର୍ଯ୍ୟନ୍ତ ଦୁଇ ଡଜନରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ହିଂସା ପରେ ବିଜେପି ଶାସିତ!-->…
ଡବ୍ଲୁଏଚଓ ମୁଖ୍ୟ ଟେଡ୍ରସ୍ଙ୍କ ନାଁ ‘ତୁଳସୀ ଭାଇ’ ଦେଲେ ମୋଦି
ନୂଆଦିଲ୍ଲୀ,୨୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ଗାନ୍ଧି ନଗରରେ ତିନି ଦିବସୀୟ ଗ୍ଲୋବାଲ ଆୟୁଷ ଆଣ୍ଡ ଇନୋଭେସନ୍ ସମ୍ମିଳନୀର ଉଦଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଡବ୍ଲୁଏଚଓର ନିର୍ଦେଶକ ଡା. ଟେଡ୍ରସ୍ ଗେବ୍ରେୟେସସ୍ଙ୍କ ଗୁଜରାଟୀ ନାମକରଣ କରିଛନ୍ତି।!-->…
ଦିଲ୍ଲୀ ଜାହାଙ୍ଗୀପୁରୀରେ ପ୍ରଶାସନ ଦ୍ୱାରା ଅବୈଧ ଘର ଭାଙ୍ଗିବା ଘଟଣା, ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
ଦିଲ୍ଲୀ ଏମସିଡି ଜାହାଙ୍ଗୀରପୁରରେ ଅବୈଧ ଘର, ଦୋକନ ବଜାର ଆଦି ଭାଙ୍ଗୁଥିଲା । ସୁପ୍ରିମକୋର୍ଟ ଏବେ ଏହି ଘର ଭଙ୍ଗା ଉପରେ ରୋକ୍ ଲଗାଇଛନ୍ତି । ଶନିବାର ଏହି ସ୍ଥାନରେ ହନୁମାନ ଜୟନ୍ତୀ ଅବସରରେ ଧାର୍ମିକ ଶୋଭାଯାତ୍ରା ହୋଇଥିଲା । ଏହି ସମୟରେ ଢେଲା ପଥର ମାଡ ହୋଇଥିଲା । ଏଥିରେ ଅନେକ ପୁଲିସ!-->…
ଦିଲ୍ଲୀରେ ବାଧ୍ୟତାମୂଳକ ହେଲା ମାସ୍କ୍; ଉଲ୍ଲଘଂନ କଲେ ୫୦୦ ଟଙ୍କା ଜରିମାନା
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପୁଣି କୋଭିଡ୍ ମାସ୍କ୍ ପରିଧାନ ବାଧ୍ୟତାମୂଳକ କରାଯିବ ଏବଂ ମାସ୍କ୍ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଆଜି ଆୟୋଜିତ ବୈଠକରେ 'ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ' ନିଷ୍ପତ୍ତି ନେଇଛନ୍ତି। ଜାତୀୟ ରାଜଧାନୀରେ ଦୈନିକ କୋଭିଡ୍-୧୯!-->…
ଶାହବାଜଙ୍କ ମନ୍ତ୍ରିମଣ୍ଡଳରେ ମହିଳାମାନଙ୍କୁ ଦିଆଗଲା ବଡ଼ ପଦବୀ, ହିନା ରବ୍ବାନୀ ହେଲେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ
ଇସଲାମାବାଦ: ଇମ୍ରାନ ସରକାରର ପତନ ଘଟିବା ପରେ ଏବେ ନୂଆ ମନ୍ତ୍ରିମଣ୍ଡଳ ଗଢ଼ିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ୍। କ୍ଷମତାକୁ ଆସିବା ପରେ ଆଜି ଶାହବାଜଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଥିବା ଜଣାପଡ଼ିଛି। ପାକିସ୍ତାନ ସଂସଦର ଅଧ୍ୟକ୍ଷ ସାଦିକ ସଞ୍ଜାରାଣୀ ସମସ୍ତଙ୍କୁ ଶପଥ!-->…
ରୁଷ ସ୍ଥିତି ଅସମ୍ଭାଳ, ଭାରତକୁ ମାଗିଲା ମେଡିକାଲ ସାମଗ୍ରୀ
ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ସ୍ଥିତି ଏବେ ଅସମ୍ଭାଳ ହେବାକୁ ଲାଗିଲାଣି। ଆମେରିକା ସମେତ ବିଭିନ୍ନ ପଶ୍ଚିମ ଦେଶଗୁଡ଼ିକ ରୁଷ ଉପରେ କଟକଣା ଲଗାଇଥିବାରୁ ମସ୍କୋରେ ବିଭିନ୍ନ ସାମଗ୍ରୀର ଅଭାବ ଦେଖାଗଲାଣି। ବିଶେଷ କରି ମେଡିକାଲ ଇକ୍ୟୁପମେଣ୍ଟ ବା ଚିକିତ୍ସା ସଂଶାଧନର ଅଭାବ ରୁଷ!-->…