Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ XE
ନୂଆଦିଲ୍ଲୀ: ଭାରତରେ ପଶିଲା କରୋନାର ଆଉ ଏକ ନୂଆ ଭାରିଏଣ୍ଟ XE। ଦେଶରେ ମୁମ୍ବାଇରୁ ପ୍ରଥମ ମାମଲା ସାମ୍ନାକୁ ଆସିଛି। ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଠାରେ ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ଓମିକ୍ରନର ଏହି XE ଭାରିଏଣ୍ଟ ବେଶ୍ ଭୟଙ୍କର। ପ୍ରଥମେ ଏହା ବ୍ରିଟେନ୍ରେ ଚିହ୍ନଟ!-->…
ଇଡି କାର୍ଯ୍ୟାନୁଷ୍ଠାନ ‘ମରାଠୀ ମାନୁସ୍’ ଉପରେ ଆକ୍ରମଣ: ରାଓ୍ଵତ୍
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଶିବସେନା ସାଂସଦ ସଞ୍ଜୟ ରାଓ୍ଵତ୍ ଓ ତାଙ୍କ ସଂପର୍କୀୟଙ୍କ ସମ୍ପତ୍ତିକୁ ଜବତ କଲାପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାଂସଦ ରାଓ୍ଵତ୍। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏପ୍ରକାର କାର୍ଯ୍ୟାନୁଷ୍ଠାନକୁ ମଧ୍ୟବିତ୍ତ ‘ମରାଠୀ!-->…
ଗୋରଖନାଥ ମନ୍ଦିର ଆକ୍ରମଣ ଅଭିଯୁକ୍ତ ଆବ୍ବାସ ମୁର୍ତାଜା ଜାକିର ନାଇକର ଭିଡ଼ିଓ ଦେଖୁଥିଲା
ଗୋରଖପୁର: ଗୋରଖପୁରର ପ୍ରସିଦ୍ଧ ଗୋରଖନାଥ ମନ୍ଦିରର ସୁରକ୍ଷାକର୍ମୀଙ୍କ ଉପରେ ଗତ ରବିବାର ଜଣେ ଯୁବକ ଆକ୍ରମଣ କରିଥିଲା। ରବିବାର ସନ୍ଧ୍ୟାରେ ଗୋରଖନାଥ ମନ୍ଦିରର ଦକ୍ଷିଣ ଗେଟରେ ମୁତୟନ ଥିବା ପୁଲିସକର୍ମୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ଗିରଫ ଅଭିଯୁକ୍ତ ଆଇଆଇଟି ବମ୍ବେ ଛାତ୍ର!-->…
ରାଜଧାନୀର ୩ ନଗର ନିଗମ ମିଶି ଗୋଟିଏ ହେବ, ରାଜ୍ୟସଭାରେ ବିଲ୍ ପାସ୍
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଉ ୩ ନଗର ନିଗମ ବ୍ୟବସ୍ଥା ରହିବ ନାହିଁ। ୩ଟି ଯାକ ନଗର ନିଗମ ବା ମ୍ୟୁନସିପାଲ କର୍ପୋରେସନ ଏକାଠି ହୋଇ ଗୋଟିଏ ନିଗମରେ ପରିଣତ ହେବେ। ଏ ସଂକ୍ରାନ୍ତ ବିଲ୍ ଆଜି ରାଜ୍ୟସଭାରେ ପାସ୍ ହୋଇଛି। ପୂର୍ବରୁ ଏହା ଲୋକସଭାରେ ମଧ୍ୟ ପାରିତ ହୋଇଥିଲା।ଆଜି ରାଜ୍ୟସଭାରେ!-->…
ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଲେ ଶ୍ରୀଲଙ୍କା ସରକାର, ଆନ୍ଦୋଳନ ଜାରି
କଲମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଅସ୍ଥିରତା ବଢ଼ିବାରେ ଲାଗିଛି। ଗୋଟିଏ ଅଭାବ ଯୋଗୁ ଶ୍ରୀଲଙ୍କାରେ ଲୋକମାନେ ଆନ୍ଦୋଳନ କରୁଥିବା ବେଳେ ଅନ୍ୟପଟେ ଦେଶର ମେଣ୍ଟ ସରକାର ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଛି। ପୂର୍ବରୁ ରାଜପକ୍ଷ ସରକାରଙ୍କୁ ସମର୍ଥନ କରୁଥିବା କିଛି!-->…
ରାହୁଲ ଓ ପ୍ରିୟଙ୍କାଙ୍କୁ ସମୋଲଚନା କରିଥିବା କଂଗ୍ରେସ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ଚେନ୍ନାଇ: କଂଗ୍ରେସର ସୁରକ୍ଷା ପାଇଁ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିଜ ଦାୟିତ୍ୱରୁ ଓହରି ଯିବା ଦରକାର ବୋଲି କହିଥିବା ନେତାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏପରି ବୟାନ ଦେଇଥିବା କଂଗ୍ରେସ ନେତାଙ୍କୁ ଆଜି ତାମିଲନାଡୁ ମୁଖପାତ୍ର ପଦରୁ ବିଦା କରାଯାଇଛି।!-->…
ଫେକ୍ ନ୍ୟୁଜ ପ୍ରସାରଣ କରୁଥିବା ୧୮ଟି ଭାରତୀୟ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ମିଥ୍ୟା ଓ କପୋଳକଳ୍ପିତ ଖବର ପ୍ରସାରଣ କରି ଲୋକଙ୍କୁ ବିଭ୍ରାନ୍ତ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ବିରୋଧରେ କଡ଼ା ପଦକ୍ଷେପ ନେଇଛନ୍ତି ଭାରତ ସରକାର। ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଫେକ୍ ନ୍ୟୁଜ ପ୍ରସାରଣ କରୁଥିବା ୧୮ ଟି ଭାରତୀୟ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରି!-->…
ନିର୍ବାଚନୀ ଚୁକ୍ତିନାମା ଶୁଣାଣି କରିବାକୁ ରାଜି ହେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଶେଷରେ ବିଭିନ୍ନ ରାଜନୀତିକ ଦଳଗୁଡ଼ିକୁ ନିର୍ବାଚନୀ ବଣ୍ଡ ଯୋଜନାରେ ମିଳୁଥିବା ଚାନ୍ଦାର ଶୁଣାଣି କରିବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ଜରୁରୀ ଶୁଣାଣି କରିବାକୁ ଏନଜିଓ ଏଡିଆର ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଆବେଦନ କରିଥିଲେ। ସେ ପ୍ରଧାନ ବିଚାରପତି!-->…
ତୈଳଦର ବୃଦ୍ଧିକୁ ନେଇ ଏନଡିଏ ସହଯୋଗୀଙ୍କ ଭିତରେ ବଢୁଛି ଅସନ୍ତୋଷ
ନୂଆଦିଲ୍ଲୀ: ଦେଶରେ ଦୈନିକ ତୈଳଦର ବୃଦ୍ଧି ପାଇବାରେ ଲାଗିଛି। ଦରବୃଦ୍ଧି ଯୋଗୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସରକାର କିନ୍ତୁ ନିଦା ବିଷ୍ଣୁ ସାଜିଛନ୍ତି। ଏସବୁ ଭିତରେ ତୈଳଦର ବୃଦ୍ଧିକୁ ନେଇ ବିଜେପି ନେତୃତ୍ୱାଧୀନ ଏନଡିଏରେ ଥିବା ସହଯୋଗୀ ଜନତା ଦଳ(ୟୁ) ପ୍ରତିବାଦର!-->…
୭୧୫ ଦିନ ପରେ ୧୦୦୦ ତଳକୁ ଖସିଲା ଦେଶରେ କୋଭିଡ୍-୧୯ ସଂକ୍ରମଣ ମାମଲା
ନୂଆଦିଲ୍ଲୀ: ଦୀର୍ଘ ୭୧୫ ଦିନ ପରେ ଦେଶରେ ପ୍ରଥମ ଥର ପାଇଁ ଦୈନିକ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ୧୦୦୦ ତଳକୁ ଖସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯୧୩ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧୩!-->…