Browsing Category

ଦେଶ

ଉତ୍ତର-ପୂର୍ବାଞ୍ଚଳ ପରେ ଜମ୍ମୁ ଓ କଶ୍ମୀରର କେତେକ ଜିଲ୍ଲାରୁ ବି ହଟିବ ଆଫସ୍ପା !

ନୂଆଦିଲ୍ଲୀ : ୩ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ପରେ ଜମ୍ମୁ ଓ କଶ୍ମୀରର ବି କେତେକ ଜିଲ୍ଲାରୁ ହଟିବ ସଶସ୍ତ୍ର ବାହିନୀ (ସ୍ବତନ୍ତ୍ର କ୍ଷମତା) ଆଇନ-୧୯୫୮ (ଆଫସ୍ପା) । ଚଳିତ ମାସ ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀର ଗସ୍ତରେ ଯିବାକୁ ଥିବାବେଳେ ସେସମୟରେ ଏହି ଘୋଷଣା…

ବିଦେଶ ଯାଇପାରିବେ ଗିରଫ ସାମ୍ବାଦିକା ରାଣା ଆୟୁବ୍‌ : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ ଇଡି ଜାଲରେ ଫସିଥିବା ସାମ୍ବାଦିକା ରାଣା ଆୟୁବ୍‌ ବିଦେଶ ଯାଇପାରିବେ। ଆଜି ଏହି ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ମନିଲଣ୍ଡରିଂ ମାମଲାରେ ଫସିଥିବା ସାମ୍ବାଦିକା ରାଣା ଆୟୁବ୍‌ ଲଣ୍ଡନ୍‌ ଯାଉଥିବା ବେଳ ମୁମ୍ବାଇ ବିମାନ ବନ୍ଦରରୁ ତାଙ୍କୁ ଅଟକ ରଖିଥିଲା…

ରୁଷ ଦମ୍ପତିଙ୍କୁ ଗିରଫ କଲା ୟୁପି ପୁଲିସ, ଘର କରି ୟୁକ୍ରେନ ନାଗରିକଙ୍କୁ ଭଡ଼ା ଦେଇଥିଲେ  

ମଥୁରା: ମଥୁରା ଏବଂ ବୃନ୍ଦାବନ ବୁଲିବାକୁ ଆସିଥିବା ରୁଷ ଦମ୍ପତିଙ୍କୁ ୟୁପି ପୁଲିସ ଗିରଫ କରିଛି। ଏହି ରୁଷ ପର୍ଯ୍ୟଟକଙ୍କ ଭିସା ଅବଧି ସରି ଅଧିକ ଦିନ ରହିଥିବାରୁ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଦମ୍ପତି ହେଲେ ନାଟାଲିଆ କ୍ରିଭୋନୋସୋଭ୍‌ ଏବ ରୋମାନଭ୍‌ ୟାରୋସାଲଭ୍‌। ଏହି ଦମ୍ପତି ୨୦୧୩…

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ମୋତେ ଦୁଃଖିତ ଓ ବ୍ୟଥିତ କରିଛି : ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ : ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣା ।ଏପରି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୋଷଘରେ ଅବଢା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖ ଦାୟକ ବୋଲି ବୋଲି ଧର୍ମେନ୍ଦ୍ର…

ରୁଷ ଯୁଦ୍ଧ ବିମାନକୁ ଦିଖଣ୍ଡ କରିଦେଲା ୟୁକ୍ରେନ୍‌ ମିସାଇଲ, ପଠେଇଥିଲା ବ୍ରିଟେନ୍‌

ନୂଆଦିଲ୍ଲୀ: ଶକ୍ତିଶାଳି ରୁଷ ବିଧ୍ୱଂଶକାରୀ ମିସାଇଲ ମାଡ଼ ଜାରି ରଖିଥିବା ବେଳେ ୟୁକ୍ରେନ୍‌ ମଧ୍ୟ ସାହସର କଡ଼ା ଜବାବ ଦେଉଛି। ରୁଷର ଏକ ଯୁଦ୍ଧ ବିମାନକୁ ୟୁକ୍ରେନ୍‌ ସେନା ପାଲଟା ଅକ୍ରମଣ କରି ଦୁଇ ଖଣ୍ଡ କରିଦେଇଛି। ୟୁକ୍ରେନରୁ ପରିଚାଳିତ ଗଣମାଧ୍ୟମ ଟାଇମସ୍‌ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ…

ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ପାଇଁ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିଶ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦ କାମଚଳା ପ୍ରଧାନମନ୍ତ୍ରୀ ଭାବେ ସୁପାରିଶ ହୋଇଛି। ଗୁଲଜାରଙ୍କୁ ଏହି ଦାୟିତ୍ୱ ପାଇଁ ବିଦାୟୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମନୋନିତ କରିଛନ୍ତି। ପାକିସ୍ତାନ୍ ତେହେରିମକ୍‌-ଇ-ଇନ୍‌ସାଫ(ପିଟିଆଇ)ର ନେତା ଫୱାଦ୍‌…

ପୁଣି ଆତଙ୍କବାଦୀ ଆକ୍ରମଣ: ଜଣେ  ସିଆରପିଏଫ ଯବାନ ସହିଦ

ଶ୍ରୀନଗର : ପୁଣି ଆକ୍ରମଣ କଲେ ଆତଙ୍କବାଦୀ। ସୋମବାର ଶ୍ରୀନଗରର ଲାଲଚୌକରେ କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ) ଉପରେ ଆକ୍ରମଣ କରିଛିନ୍ତି ଆତଙ୍କବାଦୀ। ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି। ଆହତ ଯବାନଙ୍କୁ ଏସଏମଏଚଏସ…

ଲୋକମାନ୍ୟ ତିଲକ- ଜୟନଗର ଏକ୍ସପ୍ରେସ ନାସିକ ନିକଟରେ ଲାଇନଚ୍ୟୁତ; ଉଦ୍ଧାର କାର୍ଯ୍ୟ ଜାରି

ନାସିକ: ରବିବାର ଅପରାହ୍ନରେ ମହାରାଷ୍ଟ୍ରର ନାସିକ ନିକଟରେ ଲୋକମାନ୍ୟ ତିଲକ- ଜୟନଗର ଏକ୍ସପ୍ରେସ (ପବନ ଏକ୍ସପ୍ରେସ)ର ୧୦ଟି ବଗି ଲାଇନଚ୍ୟୁତ ହୋଇଛି ବୋଲି ରେଳବାଇ କହିଛି। ଅପରାହ୍ନ ପ୍ରାୟ ୩.୧୦ ସମୟରେ କେନ୍ଦ୍ରୀୟ ରେଳବାଇର ଭୁସାଭାଲ ଡିଭିଜନରେ ଲାହାଭିତ ଏବଂ ଦେବଲାଲିଙ୍କ ମଧ୍ୟରେ ଘଟିଥିବା…

ଯଦି ମୁସଲମାନ ପ୍ରଧାନମନ୍ତ୍ରୀ ହେବେ ତେବେ ୫୦ ପ୍ରତିଶତ ହିନ୍ଦୁ ଧର୍ମ ବଦଳାଇଦେବେ: ସ୍ୱାମୀ ନରସିଂହାନନ୍ଦ ସରସ୍ୱତୀ

ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ପ୍ରସିଦ୍ଧ ଡାସନା ଦେବୀ ମନ୍ଦିରର ମହନ୍ତ ୟତି ନରସିଂହାନନ୍ଦ ସରସ୍ୱତୀ ରବିବାର ଦିନ ପୁଣି ବିଷ ଓଗାଳିଛନ୍ତି | ସେ କହିଛନ୍ତି ଯେ ଯଦି ଜଣେ ମୁସଲମାନ ଭାରତର ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ୨୦ ବର୍ଷରେ ୫୦ ପ୍ରତିଶତ ଲୋକ…

ମସଜିଦଗୁଡିକରୁ ହଟାଯାଉ ଲାଉଡସ୍ପିକର୍‌ : ମହାରାଷ୍ଟ୍ର ନବନିର୍ବାଣ ସେନା ପ୍ରମୁଖ ରାଜ ଠାକରେ

ମୁମ୍ବାଇ: ମସଜିଦଗୁଡିକରୁ ହଟାଯାଉ ଲାଉଡସ୍ପିକର୍‌। ନଚେତ ମସ୍‌ଜିଦ ସାମ୍ନାରେ ବାଜିବ ହନୁମାନ ଚାଳିଶା। ଏଭଳି କିଛି ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର ନବନିର୍ବାଣ ସେନା ପ୍ରମୁଖ ରାଜ ଠାକରେ। ଜୋର ଶବ୍ଦରେ ମସଜିଦରେ ନମାଜ ପଢା ଯିବାକୁ ସେ ବିରୋଧ କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…