Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଉଦ୍ଧବ ଠାକରେଙ୍କ ଶଳାଙ୍କ ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ୍
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶଳାଙ୍କ ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରେଡ୍ କରିଛି। ଗୋଟିଏ ମନି ଲଣ୍ଡରିଂ ମାମଲାରେ ଇଡି ଏପରି ରେଡ୍ କରି ୬.୪୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହାର ଦୁଇ ସପ୍ତାହ ପୂର୍ବରୁ ଇଡି ପକ୍ଷରୁ ଉଦ୍ଧବ!-->…
ୟୁକ୍ରେନ ସହ ଯୁଦ୍ଧରେ ରୁଷ ପ୍ରାୟ ୧୦ ହଜାରରୁ ଅଧିକ ସୈନ୍ୟ ହରାଇଲାଣି
ମସ୍କୋ: ୟୁକ୍ରେନ ସହ ଯୁଦ୍ଧରେ ରୁଷ ପ୍ରାୟ ୧୦ ହଜାର ସୈନ୍ୟ ହରାଇଛି। ରୁଷ ସରକାରଙ୍କ ସମର୍ଥିତ ଗୋଟିଏ ଗଣମାଧ୍ୟମ ଏ ସମ୍ପର୍କରେ ଖବର ପ୍ରକାଶ କରିଛି। ତେବେ ରିପୋର୍ଟ ପ୍ରକାଶ ପାଇବାର କିଛି ସମୟ ପରେ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି।ହେଲେ ରିପୋର୍ଟ ପ୍ରତ୍ୟାହାର!-->…
ଲୋକସଭାରୁ ଇସ୍ତଫା ଦେଲେ ଅଖିଲେଶ
ଲକ୍ଷ୍ନୌ: ଲୋକସଭାରୁ ଇସ୍ତଫା ଦେଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ। ଅଖିଳେଶ ରାମ ଗୋପାଳ ଯାଦବଙ୍କ ସହ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।ସୂଚନାଯୋଗ୍ୟ ଯେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ଅଖିଳେଶ ଯାଦବ କରହଲ!-->…
ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଲାଗି ସୀତାକୁଣ୍ଡରୁ ଜଳ ସଂଗ୍ରହ କଲେ ରାଜ୍ୟପାଳ
ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଥିବା ସୀତାକୁଣ୍ଡର ପାଣି ଯିବ ଅଯୋଧ୍ୟା। ଆଉ ଏହି ପାଣି ନେବେ ଅଯୋଧ୍ୟାରୁ ଆସିଥିବା ସାଧୁସନ୍ଥ। ସାଧୁସନ୍ଥମାନେ ଶ୍ରୀଲଙ୍କାରୁ ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ବଣ୍ଡାଘାଟିରେ ପହଞ୍ଚିଛନ୍ତି। ଏହି ସମାରୋହରେ ଯୋଗ ଦେବା ପାଇଁ ବଣ୍ଡାଘାଟିରେ!-->…
ବାବା ବଳିଆ ଓ ଶ୍ୟାମାମଣିଙ୍କୁ ପଦ୍ମଶ୍ରୀ, ସଚ୍ଚିଦାନନ୍ଦ ସ୍ୱାମୀଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ କଲେ…
ନୂଆଦିଲ୍ଲୀ: ସମାଜ ପ୍ରତି ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ 'ପଦ୍ମ' ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି!-->…
କୋଟିଆ ପ୍ରସଙ୍ଗ: ଆନ୍ଧ୍ରପ୍ରଦେଶର ରିଟ୍ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଆଜି କୋଟିଆ ପ୍ରସଙ୍ଗରେ ଓଡିଶାକୁ ବଡ ଆଶ୍ଵସ୍ତି ମିଳିଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଓଡିଶାର କୋଟିଆ ଗ୍ରାମପୁଞ୍ଜକୁ ନିଜର ବୋଲି ଆନ୍ଧ୍ର ଦାବି କରୁଥିଲା। ଏନେଇ ଓଡିଶା!-->…
ୟୁପିରେ ସାବାଡ଼ ହେବେ ଅପରାଧୀ
ଲକ୍ଷ୍ନୌ: ୟୁପିରେ ଯୋଗୀ ୨.୦ ଆରମ୍ଭ । ଶପଥ ନେଇ ନାହାଁନ୍ତି ଯୋଗୀ ଆଦିତ୍ୟନାଥ । ପ୍ରଥମପାଳିରେ ବୁଲଡୋଜର ବୁଲୁଥିଲା ବେଳେ ଶପଥ ପୂର୍ବରୁ ସାବାଡ ହୋଇଛନ୍ତି ଅପରାଧୀ । ୟୁପିର ଗ୍ୟାଙ୍ଗଷ୍ଟାର ତଥା ବଡ଼ ଅପରାଧିକୁ ଆଜି ଉତ୍ତର ପ୍ରଦେଶ ପୋଲିସର ଏକ ସ୍ୱତନ୍ତ୍ର ଦଳ ଏନକାଉଣ୍ଟର!-->…
‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଅମୀର ଖାନଙ୍କ ମନ୍ତବ୍ୟ: ମୁଁ ଦେଖିବି, ସମସ୍ତେ ଦେଖନ୍ତୁ ଏହି ଫିଲ୍ମ
ମୁମ୍ବାଇ: ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରୁଛି ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନୀହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ । ୯୦ ଦଶକରେ କାଶ୍ମୀରରେ ଘଟିଥିବା ରକ୍ତାକ୍ତ ଘଟଣାକୁ ବଖାଣୁଛି ଏହି ଫିଲ୍ମ । ଘାଟିରେ ସଂଖ୍ୟା ଲଘୁ ହିନ୍ଦୁଙ୍କ ଉପରେ ହୋଇଥିବା ବର୍ବର ଆକ୍ରମଣକୁ ନେଇ ନିର୍ମାଣ!-->…
ଲୋକସଭା ପରେ ରାଜ୍ୟସଭାରେ କଂଗ୍ରେସ ହରାଇପାରେ ମୁଖ୍ୟ ବିରୋଧି ଦଳ ମାନ୍ୟତା
ନୂଆଦିଲ୍ଲୀ : ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ବିରୋଧି ଦଳ ମାନ୍ୟତା ହରାଇବାକୁ ଯାଉଛି କଂଗ୍ରେସ । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଗଠନ ହେବା ପରଠାରୁ କଂଗ୍ରେସ ପାଇଁ କାଳଦିନ ଆବାହନ ହୋଇଯାଇଛି । କଂଗ୍ରେସର ରାଜନୈତିକ ଗ୍ରାଫ୍ ତଳମୁହାଁ ଘଟିଛି । ଏମତି ତଳକୁ କଂଗ୍ରେସ ଖସିବାରେ ଲାଗିଛି!-->…
ପୁଣି ଗୋଆ ମୁଖ୍ୟମନ୍ତ୍ରୀ ହେବେ ପ୍ରମୋଦ ସାୱନ୍ତ
ପାଣାଜୀ: ସବୁ ସସପେନ୍ସରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଗୋଆର ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବେ ପ୍ରମୋଦ ସାୱନ୍ତ। ଆଜି ଏନେଇ ବିଜେପି ତରଫରୁ ଘୋଷଣା କରାଯାଇଛି। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାର ନିର୍ବାଚନରେ ବିଜେପି ଏକାକୀ ୨୦ ଆସନ ଜିତି ସର୍ବବୃହତ୍ତ ଦଳର ମାନ୍ୟତା ପାଇଛି।ହେଲେ ଏହି!-->…