Browsing Category

ଦେଶ

ଶତ୍ରୁ ରାଷ୍ଟ୍ରଗୁଡ଼ିକର ତାଲିକା ଜାରିକଲା ଋଷ

ମସ୍କୋ: ୟୁକ୍ରେନ ଉପରେ ହମଲା କରୁଥିବା ରୁଷ ପକ୍ଷରୁ ଆଜି ଗୋଟିଏ ତାଲିକା ଜାରି କରାଯାଇଛି। ଏଥିରେ ରୁଷ ବିରୋଧରେ ପଦକ୍ଷେପ ନେଇଥିବା ରାଷ୍ଟ୍ରଗୁଡ଼ିକୁ ଶତ୍ରୁ ଭାବେ ବିବେଚନା କରାଯାଇଛି। ଏହାର ଅର୍ଥ ରୁଷ ଏମାନଙ୍କୁ ଅଣବନ୍ଧୁତା ବା ଅନଫ୍ରେଣ୍ଡଲୀ ଦେଶ ଭାବେ ମାନ୍ୟତା ଦେଇଛି।ଏହି ତାଲିକାରେ…

ଜେଲେନସ୍କିଙ୍କ ପରେ ପୁଟିନଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ଭିତରେ ଅନେକ ଭାରତୀୟ ଫସି ରହିଛନ୍ତି। ୟୁକ୍ରେନରେ ଫସିଥିବା ଭାରତୀୟମାନେ କେମିତି ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରିବେ ସେଥିପାଇଁ ସମସ୍ତେ ପ୍ରୟାସ କରୁଛନ୍ତ। ଏ ସବୁ ଭିତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଓ…

ପଞ୍ଜାବରେ ଜିତିବ ଆପ୍‌

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ସମୟ ସନ୍ଧ୍ୟା ୬ଟାରେ ଶେଷ ହୋଇଛି। ଏବେ ସମସ୍ତଙ୍କ ଅପେକ୍ଷା ୧୦ ତାରିଖକୁ। କାରଣ ୧୦ ତାରିଖରେ ଉତ୍ତର ପ୍ରଦେଶ ସହ ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ ଓ ମଣିପୁର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।ତେବେ ଚୂଡ଼ାନ୍ତ…

ଏକଜିଟ ପୋଲ: ଗୋଆରେ ଝୁଲା ବିଧାନସଭା

ପାଣାଜୀ: ଚୂଡ଼ାନ୍ତ ରେଜଲ୍ଟ ପୂର୍ବରୁ ଗୋଆ ବିଧାନସଭା ନିର୍ବାଚନର ଏକଜିଟ ପୋଲ ଫଳାଫଳ ସାମ୍ନାକୁ ଆସିଛି। ଏକଜିଟ ପୋଲ ଅନୁଯାୟୀ, ଗୋଆରେ କ୍ଷମତାସୀନ ବିଜେପି ପୁଣି ସରକାର ଗଠନ କରିବାକୁ ସକ୍ଷମ ହେଉ ନାହିଁ। ଏଠାରେ ବିଜେପିକୁ କଡ଼ା ଟକ୍କର ଦେବ କଂଗ୍ରେସ। ସେହିପରି ମମତା ବାନାର୍ଜୀଙ୍କ ଟିଏମସି…

ଏକ୍‌ଜିଟ୍‌ ପୋଲ: ଉତ୍ତରାଖଣ୍ଡରେ ବିଜେପି-କଂଗ୍ରେସ ଟକ୍କର

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ୩ଥର ମୁଖ୍ୟମନ୍ତ୍ରୀ ବଦଳାଇଥିବା ବିଜେପିକୁ ଉତ୍ତରାଖଣ୍ଡରେ ବଡ଼ ଝଟକା ଲାଗିପାରେ। ରାଜ୍ୟର ୭୦ ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଆଜି ଏକଜିଟ ପୋଲ ରେଜଲ୍ଟ ପ୍ରକାଶ ପାଇଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୬। ହେଲେ କ୍ଷମତାସୀନ…

ଶ୍ରୀନଗରର ଲାଲ ଚୌକ୍ ଉପରେ ଗ୍ରେନେଡ ଆକ୍ରମଣ: ଜଣେ ମୃତ, ୨୦ ଆହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ଥିବା ଲାଲ ଚୌକ୍ ଉପରେ ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗରର ଲାଲ ଚୌକରେ ଥିବା ଅମିରା କଡାଲ ଅଞ୍ଚଳରେ ଗ୍ରେନେଡ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨୦ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି।…

ବିବାହ କରିବେ ଭାରତର ସର୍ବକନିଷ୍ଠ ମେୟର ଆର୍ଯ୍ୟ ରାଜେନ୍ଦ୍ରନ୍‌

ଥିରୁଭନନ୍ତପୁରମ: ରାଜନୀତିରେ ଲାଗିଲା ପ୍ରେମର ରଙ୍ଗ। ସାଥୀ ହୋଇ ରାଜନୀତି କରୁଥିଲେ। ଏବେ ପରସ୍ପର ସାଥୀ ହୋଇ ବାଟ ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି। ସବୁଠୁ ରୋଚକ ହେଉଛି ପ୍ରେମିକା ଜଣକ ଭାରତର ସବୁଠୁ ଅଳ୍ପ ବୟସର ମେୟର ହୋଇଥିବା ବେଳେ ତାଙ୍କ ଭାବି ସ୍ୱାମୀ ମଧ୍ୟ ଜଣେ ତରୁଣ ବିଧାୟକ। ତେବେ…

ନିଜ ସୈନ୍ୟଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ପୁଟିନ

ମସ୍କୋ: ଯୁକ୍ରେନରେ ପଶି ଧ୍ୱଂସଲୀଳା ରଚାଇ ଚାଲିଛି ରୁଷ। କେଉଁଠି ରୁଷ ସୈନ୍ୟ ୟୁକ୍ରେନର ବଡ଼ ବଡ଼ ଅଟ୍ଟାଳିକାକୁ ନିମେଷକ ମଧ୍ୟରେ ଧୁଳିରେ ମିଶାଇ ଦେଉଛନ୍ତି ତ କେଉଁଠି ସେମାନଙ୍କୁ ଜୋରଦାର ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରିକି ମୁହାଁମୁହିଁ ଯୁଦ୍ଧରେ ଉଭୟ ପକ୍ଷର ହଜାର ହଜାର ସୈନ୍ୟ ଆଖି…

କନଷ୍ଟେବଳଙ୍କ ଗୁଳି ଚାଳନାରେ ୫ ବିଏସଏଫ୍‌ ଯବାନଙ୍କ ମୃତ୍ୟୁ

ଚଣ୍ଡିଗଡ଼: ପଞ୍ଜାବର ଅମୃତସର ଅଧୀନ ଖାସାଠାରେ ଆଜି ସକାଳେ ଗୁଳିକାଣ୍ଡ ଘଟି ୫ ବିଏସଏଫ୍‌ ଯବାନଙ୍କ ମୃତ୍ୟୁ ହୋଇଛି। ଏଥିରେ ଆଉ ୬ ଯବାନ ଆହତ ହୋଇଛନ୍ତି। ଏହି ଗୁଳିକାଣ୍ଡ କଟ୍ଟପା ନାମକ କନଷ୍ଟେବଳ କରିଥିବା ବେଳେ ଏଥିରେ ତାଙ୍କର ବି ମୃତ୍ୟୁ ହୋଇଥିବା ଜଣାଯାଇଛି।ସୂଚନା ଅନୁଯାୟୀ, ଆଜି ସକାଳୁ…

ଶିକ୍ଷକଙ୍କୁ ଗିରଫ କରିବା ଲାଗି ଥାନାରେ ଅଭିଯୋଗ କଲା ଦ୍ବିତୀୟ ଶ୍ରେଣୀର ଛାତ୍ର

ହାଇଦ୍ରାବାଦ: ଆମ ଶିକ୍ଷକ ମୋତେ ନିର୍ଯାତନା ଦେଇଛନ୍ତି। ସେ ମୋତେ ଜୋରରେ ପିଟିଛନ୍ତି। ମାଡ଼ ଖାଇ ମୁଁ ବହୁ କଷ୍ଟ ପାଇଛି। ତେଣୁ ମୋ ଶିକ୍ଷକଙ୍କୁ ଗିରଫ କରାଯାଉ। ତେଲେଙ୍ଗାନାର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ର ନିଜ ଶିକ୍ଷକଙ୍କ ବିରୋଧରେ ଏମିତି ସଙ୍ଗିନ୍‌ ଅଭିଯୋଗ ଆଣିଛନ୍ତି। ତେଲେଙ୍ଗାନାର…