Browsing Category

ଦେଶ

ଆସିଗଲା କରୋନା ଲାଗି ନାଜାଲ ସ୍ପ୍ରେ

ନୂଆଦିଲ୍ଲୀ: ସାରା ବିଶ୍ୱକୁ କଲବଲ କଲାଣି ମହାମାରୀ କରୋନା। ଚାରିଆଡେ କରୋନାକୁ ନେଇ ହାହାକାର ପରିସ୍ଥିତି। ତେବେ ଏହି ମାରାତ୍ମକ ଭାଇରସକୁ ଏବେ ମାତ୍‌ ଦେବ ନାଜାଲ ସ୍ପ୍ରେ। ଟିକା ଏବଂ ଔଷଧ ପରେ ଭାରତ ବଜାରରେ ଲଞ୍ଚ ହୋଇଛି କରୋନା ବିରୋଧୀ ନାଜାଲ ସ୍ପ୍ରେ, ଯହାର ନାଁ ରହିଛି ‘ଫାବି…

ବିଜେପି ସମର୍ଥିତ ସରକାରକୁ ସମର୍ଥନ ଘୋଷଣା କଲା କଂଗ୍ରେସ

ଶିଲଂ: କେନ୍ଦ୍ରୀୟ ସ୍ତରରେ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଚାଲିଥିବା ବେଳେ ମେଘାଳୟରେ ଅଜବ ଘଟଣା ଘଟିଛି। ମେଘାଳୟରେ ଥିବା କଂଗ୍ରେସର ସମସ୍ତ ୫ ବିଧାୟକ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି। ସେମାନେ ନ୍ୟାଶନାଲ ପିପୁଲ୍ସ ପାର୍ଟି(ଏନପିପି)…

ହିଜାବ ଇସଲାମ ଧର୍ମର ଅଂଶ ନୁହଁ ! ବୃହତ୍ତର ବେଞ୍ଚକୁ ଯିବ ମାମଲା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବ ବିବାଦ ଦିନକୁ ଦିନକୁ ତେଜିବା ସହ ମାମଲା ନ୍ୟାୟାଳୟରେ ପହଞ୍ଚିଛି। ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଆଜି ଶୁଣାଣି କରି ଏହାକୁ ବୃହତ୍ତର ବେଞ୍ଚରେ ଶୁଣାଣି ପାଇଁ ସୁପାରିଶ କରିଛନ୍ତି। ଜଣିକିଆ ବେଞ୍ଚ ତଥା ଜଷ୍ଟିସ୍‌ କ୍ରିଷ୍ଣା ଦିକ୍ସିତ୍ ଏହି ମାମଲାର…

ତାମିଲନାଡୁରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକଙ୍କ ମୃତ୍ୟ, ଶବକୁ ଫେରାଇ ଆଣିବା ପାଇଁ ପରିବାର ଲୋକଙ୍କ ଗୁହାରି

ଖଲ୍ଲିକୋଟ : ଗତକାଲି ଟତାମିଲ୍ନାଡୁ ର ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟରତ ଅବସ୍ଥା ରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମାଣିକ୍ୟପୁର ଗ୍ରାମ ର ଜଣେ ୪୫ ବର୍ଷ ର ଓଡ଼ିଆ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାଇ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକ୍ୟପୁର ଗ୍ରାମର…

ସ୍ୱାମୀ ଏବଂ ସମ୍ପର୍କୀୟଙ୍କୁ ଫସାଇବା ପାଇଁ ବ୍ୟବହାର ହେଉଛି ଯୌତୁକ ନିର୍ଯାତନା ଆଇନ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯୌତୁକ ନିର୍ଯାତନାରୁ ରକ୍ଷା ପାଇବା ପାଇଁ ଆଇପିସିର ଧାରା 498A ଆଇନରେ ଯୋଡା ଯାଇଛି। କିନ୍ତୁ ଏହାକୁ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ଅସ୍ତ୍ର ସ୍ୱାମୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ଉପରେ ଶତ୍ରୁତା କାରଣରୁ ବ୍ୟବହୃତ ହୋଇଥାଏ।…

ଅଖିଳେଶଙ୍କୁ ଭୋଟ ଦେବାକୁ ନିବେଦନ କଲେ ମମତା

ଲଖନଉ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଦେବାର ଦୁଇ ଦିନ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଆଜି ଲଖନଉରେ ସମାଜବାଦୀ ପାର୍ଟି (ଏସପି) ଅଧ୍ୟକ୍ଷଙ୍କ ପାଇଁ ଭୋଟ୍ ମାଗିଥିଲେ। ମଙ୍ଗଳବାର ଦିନ ଅଖିଳେଶଙ୍କ ସହ…

ଦୀପାବଳି ଓ ହୋଲିରେ ମିଳିବ ମାଗଣା ସିଲିଣ୍ଡର, ବିଜେପିର ଘୋଷଣା

ନୂଆଦିଲ୍ଲୀ: ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଆଜି ‘ଲୋକ କଲ୍ୟାଣ ସଂକଳ୍ପ ପତ୍ର’ (ନିର୍ବାଚନ ଘୋଷଣାପତ୍ର) ଜାରି କରିଛି। ଘୋଷଣାପତ୍ର ସହିତ ବିଜେପି ‘କରକେ ଦିଖାୟା ହେ’ ନାମକ ଏକ ନୂଆ ନିର୍ବାଚନ ଗୀତ ମଧ୍ୟ ଲଞ୍ଚ କରିଛି। ମହିଳା, କୃଷକ ଏବଂ ଯୁବକମାନଙ୍କୁ ଫୋକସ କରି ବିଜେପି…

ମଦ ଛାଡ଼ିଥିବା ଲୋକଙ୍କ ଗଣନା କରିବେ ବିହାର ସରକାର

ପାଟନା : ବିହାର ସରକାର ଏକ ଅଜବ ପ୍ରକାରର ସର୍ଭେ କରିବାକୁ ଯାଉଛନ୍ତି । ତାହା ହେଉଛି, ରାଜ୍ୟରେ କେତେ ଲୋକ ମଦ ପିଇବା ଛାଡ଼ିଦେଇଛନ୍ତି ତାହା ଗଣନା କରିବା ।ପୂର୍ବରୁ କରାଯାଇଥିବା ସର୍ଭେ ଅନୁସାରେ ରାଜ୍ୟରେ ମଦ ନିଷିଦ୍ଧ ହେବା ପରେ ପ୍ରାୟ ୧କୋଟି ୬୪ ଲକ୍ଷ ଲୋକ ମଦ ଛାଡ଼ିଦେଇଥିଲେ । କିନ୍ତୁ…

କ୍ୟାନ୍‌ସର ଭୟ, ବ୍ୟାନ୍‌ ହେବ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡର !

ନୂଆଦିଲ୍ଲୀ: ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡର ସାଧାରଣତଃ ଛୋଟ ପିଲାମାନଙ୍କ ଠାରେ ବ୍ୟବହାର ହୁଏ। ଆଜିକାଲି ଏହି ପାଉଡରକୁ ବୟସ୍କମାନେ ମଧ୍ୟ ବ୍ୟବହାର କରୁଛନ୍ତି। ଏହା ବେଶ୍‌ ଚିକ୍କଣ ଏବଂ ପତଳା ପାଉଡର ହୋଇଥିବାରୁ ମାର୍କେଟ୍‌ରେ ଏହାର ଚାହିଦା ମଧ୍ୟ ଢ଼େର ଅଧିକା ରହିଛି। ଆଗକୁ ଏହି…

ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିବାର ସମ୍ଭାବନା ରହିଛି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିବା ନେଇ ସୂଚନା ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସନ୍ତା ୧୯ରେ ଆସି ୨୦ରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।…