Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସାଂସଦ ଓ ବିଧାୟକଙ୍କ ବିରୋଧରେ ୫ହଜାର ମାମଲା ପଡ଼ି ରହିଛି
ନୂଆଦିଲ୍ଲୀ: ସାଂସଦ ଓ ବିଧାୟକଙ୍କ ବିରୋଧରେ ବର୍ଷବର୍ଷ ଧରି ମାମଲା ଗଡ଼ି ଗଡ଼ି ଚାଲୁଛି। ହେଲେ ସମାଧାନ ନାହିଁ। ସୁପ୍ରିମକୋର୍ଟରେ ପହଞ୍ଚିଛି ଦାଗୀ ନେତାଙ୍କ ବିରୋଧର ମାମଲା ସଂଖ୍ୟା। ବର୍ତ୍ତମାନ ଓ ପୂର୍ବତନ ବିଧାୟକ- ଏମପିମାନଙ୍କ ବିରୋଧରେ ବଢ଼ୁଛି ଅପରାଧିକ ମାମଲା। ୨୦୧୮ ଡିସେମ୍ବରରୁ ୨୦୨୧!-->…
ଟ୍ରାଫିକ ସମସ୍ୟା ଯୋଗୁଁ ବଢୁଛି ଛାଡ଼ପତ୍ର ମାମଲା : ଅମୃତା ଫଡ଼ନାଭିସ
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତାଙ୍କ ଛାଡ଼ପତ୍ର ସଂକ୍ରାନ୍ତ ବୟାନ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁମ୍ବାଇରେ ୩% ଛାଡ଼ପତ୍ର ମାମଲା ଟ୍ରାଫିକ ସମସ୍ୟା ଯୋଗୁ ଘଟୁଥିବା ସେ କହିଛନ୍ତି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର!-->…
ସୋଶାଲ ମିଡିଆ ପାଇଁ ଆସିବ କଠୋର ଆଇନ – ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ: ସୋଶାଲ ମିଡିଆରେ ପୋଷ୍ଟ ହେଉଥିବା ଆପତ୍ତିଜନକ ବିଷୟ ବସ୍ତୁ ଉପରେ ଲାଗିବ ରୋକ। ଏଥିସହ ଅପପ୍ରଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର କଠୋର ଆଇନ ଆଣିବା ସପକ୍ଷରେ ରହିଛନ୍ତି। ଯଦି ସଂସଦରେ ବିରୋଧୀ ସହମତ ହେବେ, ତା’ହେଲେ ଆଇନକୁ କାର୍ଯ୍ୟକାରୀ!-->…
କଂଗ୍ରେସର ତାରକା ପ୍ରଚାରକ ତାଲିକାରୁ ବାଦ ପଡିଲେ ଗୁଲାମ ନବି ଆଜାଦ ଏବଂ ମନୀଷ ତିୱାରୀ…
ନୂଆଦିଲ୍ଲୀ: ଫେବୃଆରୀ ୨୦ ତାରିଖରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଏବଂ ଲୋକସଭା ସାଂସଦ ମନୀଷ ତିୱାରୀଙ୍କ ନାମ ଦଳର ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇନାହାନ୍ତି। ପଞ୍ଜାବ ପାଇଁ କଂଗ୍ରେସ ୩୦ ଟି ‘ତାରକା ପ୍ରଚାରକ’ର ଏକ ତାଲିକା!-->…
ପଞ୍ଜାବ ଏବଂ ଜମ୍ମୁ କାଶ୍ମୀରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ୫.୭ ତୀବ୍ରତା ଅନୁଭୂତ…
ନୂଆଦିଲ୍ଲୀ: ଆଜି ସକାଳେ ପଞ୍ଜାବରୁ ଜମ୍ମୁ କାଶ୍ମୀର ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଛି। ପଞ୍ଜାବରେ କଥାବାର୍ତ୍ତା ସକାଳ ୯:୪୯ ଟାରେ ଭୂମିକମ୍ପ ଅନୁଭବ କରାଯାଇଛି। ଚଣ୍ଡିଗଡ଼ରେ ପ୍ରାୟ ଦୁଇ ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଛି।
ସୂଚନାନୁସାରେ, ଏହାର କେନ୍ଦ୍ର ପାକିସ୍ତାନ ଏବଂ!-->!-->!-->…
ମୁମ୍ବାଇ ସିରିଏଲ୍ ବିସ୍ଫୋରଣ ମାମଲାର ମୋଷ୍ଟ ଓ୍ବାଣ୍ଟେଡ୍ ଗିରଫ
ମୁମ୍ବାଇ: ୧୯୯୩ ମୁମ୍ବାଇ ସିରିଏଲ୍ ବିସ୍ଫୋରଣ ମାମଲାର ଅଭିଯୁକ୍ତ ତଥା ଭାରତର ଅନ୍ୟମତ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅବୁ ବକରଙ୍କୁ ୟୁଏଇରେ ଗିରଫ କରାଯାଇଛି। ଦୀର୍ଘ ୨୯ ବର୍ଷର ତଲାସି ପରେ ଅଣ୍ଡର ଓ୍ବାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ୍ଙ୍କ ଘନିଷ୍ଠ ସହଯୋଗୀ ଅବୁ ପୋଲିସ ହାତରେ!-->…
ଶ୍ରୀନଗରରେ ଏନକାଉଣ୍ଟର, ୨ ଆତଙ୍କବାଦୀ ମୃତ
ଜମ୍ମୁ-କାଶ୍ମୀର: ଶ୍ରୀନଗରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ଶ୍ରୀନଗରର ଡାକୁଆ ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତ ୨ ଆତଙ୍କବାଦୀ ଲସ୍କର-ଇ-ତୋଇବାରର ସଦସ୍ୟ ହୋଇଥିବା ଜଣାପଡ଼ିଛି । ଏନକାଉଣ୍ଟର ସମୟରେ!-->…
ଆଜି ହାଇଦ୍ରାବାଦରେ Statue of Equalityକୁ ଲୋକାର୍ପଣ କରିବେ ମୋଦି
ହାଇଦ୍ରାବାଦ: ଆଜି ହାଇଦ୍ରାବାଦ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi visit Hyderabad ) । ଏହି ଅବସରରେ ହାଇଦ୍ରାବାଦର ପାଟନଚେରୁରେ ଥିବା ଅନ୍ତର୍ଜାତୀୟ ଫସଲ ଗବେଷଣା କେନ୍ଦ୍ର ICRISAT(International Crops Research Institute for the Semi-Arid!-->…
କେନ୍ଦ୍ର ସରକାରର ବଡ ନିଷ୍ପତ୍ତି : ପ୍ରାୟ 8 ସପ୍ତାହ ସ୍ଥଗିତ ରହିଲା NEET PG ପରୀକ୍ଷା…
ନୂଆଦିଲ୍ଲୀ: NEET PG ପରୀକ୍ଷାକୁ ନେଇ ସରକାର ଏକ ବଡ ଘୋଷଣା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, NEET PG 2022 ର ପରୀକ୍ଷା ସ୍ଥଗିତ ରଖାଯାଇଛି। ପରୀକ୍ଷାକୁ 6 ରୁ 8 ସପ୍ତାହ ସ୍ଥଗିତ ରଖାଯାଇଥିବା କୁହାଯାଇଛି। ଏହି ପରୀକ୍ଷା ମାର୍ଚ୍ଚ 12 ତାରିଖରେ!-->…
ଅସଦୁଦ୍ଦିନ ଓୱାଇସିଙ୍କ ବଡ ଅଭିଯୋଗ : କାର ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ…
ଲକ୍ଷ୍ନୌ: ଅଲ ଇଣ୍ଡିଆ ମଜଲିସ୍-ଇ-ଇତ୍ତେହାଦୁଲ ମୁସଲିମନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଦାବି କରିଛନ୍ତି ଯେ, ମେରଠରୁ ଫେରୁଥିବା ସମୟରେ ତାଙ୍କ ଗାଡି ଉପରକୁ ଗୁଳି ଚଳାଯାଇଛି। ଗାଡିରେ ଲାଗିଥିବା ଗୁଳି ଚିହ୍ନକୁ ସାର୍ବଜନୀନ କରି ସେ କହିଛନ୍ତି ଯେ, କିଛି ସମୟ ପରେ ମୋ ଗାଡି!-->…