Browsing Category

ଦେଶ

ଯୁଦ୍ଧବିରତି ନେଇ ଆଲୋଚନା ହୋଇନଥିବା କହିଲା ଇରାନ

ନୂଆଦିଲ୍ଲୀ : ଟ୍ରମ୍ପଙ୍କୁ ଝଟକା ! ଇରାନ ମନା କଲା । ଆମେରିକା ସହ କୌଣସି ସିଧାସଳଖ ଆଲୋଚନା ହୋଇନଥିବା କହିଛି ଇରାନ । ଇରାନର ବୈଦେଶିକ ମନ୍ତ୍ରୀ ଆମେରିକାର ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ୱାଶିଂଟନ୍ ସହିତ ସେମାନଙ୍କର କୌଣସି ସିଧାସଳଖ ଆଲୋଚନା ହୋଇନାହିଁ…

୪୧ ଦେଶରୁ ଭାରତ ଆମଦାନୀ କରୁଛି ଏନର୍ଜି : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ୨୪ଦିନରେ ପହଞ୍ଚିଛି। ଲୋକସଭାରେ ବଜେଟ ଅଧିବେଶନ ଚାଲିଛି। ଏହି ବୈଠକ ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଲୋକସଭାରେ ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି ଯେ ପଶ୍ଚିମ ଏସିଆର ପରିସ୍ଥିତି…

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ମହଙ୍ଗା ହେବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ : ପୁଣି ହେବ ଲକ୍‌ଡାଉନ୍ !

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ମୂଳକ ପରିସ୍ଥିତି ହର୍ମୁଜ୍ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି। ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପ୍ରତି $୧୧୨ ରେ ପହଞ୍ଚିଥିବାବେଳେ ଆମେରିକାରେ ପେଟ୍ରୋଲ ପ୍ରତି ୫…

୫ ଦିନ ପାଇଁ ଇରାନ ଉପରେ ଆକ୍ରମଣ ସ୍ଥଗିତ, ଘୋଷଣା କଲେ ଟ୍ରମ୍ପ

ନୂଆଦିଲ୍ଲୀ: ୫ ଦିନ ପାଇଁ ସ୍ଥଗିତ ରହିଲା ଇରାନ ଉପରେ ଆକ୍ରମଣ । ସମସ୍ତ ପ୍ରକାର ସାମରିକ ଆକ୍ରମଣକୁ ଆମେରିକା ରଖିଲା ସ୍ଥଗିତ । ଏନେଇ ସୋସିଆଲ ମିଡିଆ ଟ୍ରୁଥରେ ଉଲ୍ଲେଖ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ଇରାନକୁ ମିଳିଛି ୫ ଦିନର ସମୟ…

ତେହେରାନ ଉପରେ ଆମେରିକାର ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍: ବିଦ୍ୟୁତ ସେବା ଠପ୍

ନୂଆଦିଲ୍ଲୀ : ଅନ୍ଧାରରେ ଇରାନର ରାଜଧାନୀ । ! ଆମେରିକାର ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍ ପରେ ଥରିଲା ତେହେରାନ । ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମାମାଡ଼! । ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର । ଟ୍ରମ୍ପଙ୍କ ଚେତାବନୀ: “ହର୍ମୁଜ୍ ଜଳପଥ ଖୋଲ ନହେଲେ ପରିଣାମ ଭୋଗ ।”…

ନ୍ୟୁୟର୍କର ଲାଗାର୍ଡିଆ ବିମାନ ବନ୍ଦରରେ ଭୟଙ୍କର ଦୁର୍ଘଟଣା, ୪ ଆହତ

ନୂଆଦିଲ୍ଲୀ: ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଟ୍ରକ ସହ ଧକ୍କା ହେଲା ଏୟାର କାନାଡା ଏକ୍ସପ୍ରେସ ବିମାନ। ଏକ ଅଗ୍ନିଶମ ଗାଡ଼ି ସହିତ ଧକ୍କା ହୋଇଥିବା ଜଣାପଡ଼ିଛି । ବିମାନ ବନ୍ଦରର ରନ ୱେ ନମ୍ବର ୪ରେ…

ଏପ୍ରିଲରୁ  ଦିଲ୍ଲୀରେ ମହଙ୍ଗା ହୋଇପାରେ ବିଦ୍ୟୁତ୍ ଶୁଳ୍କ

ନୂଆଦିଲ୍ଲୀ: ଦିଲ୍ଲୀରେ ରହୁଥିବା ଲୋକଙ୍କ ପାଇଁ ଆସିଲା ବଡ଼ ଖବର । ଏପ୍ରିଲ୍ ମାସରୁ ଦିଲ୍ଲୀରେ ବିଦ୍ୟୁତ୍ ମହଙ୍ଗା ହୋଇପାରେ । କାରଣ ସରକାର ବଣ୍ଟନ କମ୍ପାନୀଗୁଡ଼ିକୁ ୩୮,୦୦୦ କୋଟିରୁ ଅଧିକ ବକେୟା ଦେବାକୁ ପ୍ରସ୍ତୁତ ହେଉଛନ୍ତି, ଅର୍ଥାତ ବିଦ୍ୟୁତ୍ ହାର ବୃଦ୍ଧି ପାଇବାର ଆଶା କରାଯାଉଛି…

ସମୁଦ୍ର ପଥ ନ ଖୋଲିଲେ ପରିଣାମ ଭୟଙ୍କର ହେବ: ଟ୍ରମ୍ପ

ନୂଆଦିଲ୍ଲୀ: ଇରାନ ସହ ବଢୁଛି ବିବାଦ । ​ଟ୍ରମ୍ପଙ୍କ ଚେତାବନୀ, ସମୁଦ୍ର ପଥ ନଖୋଲିଲେ ଭୟଙ୍କର ହେବ ପରିଣାମ । ସମୁଦ୍ର ପଥକୁ ସୁରକ୍ଷିତ ରଖିବା ପାଇଁ ୪ହଜାର ୫୦୦ ସୈନ୍ୟ ପଠାଇଲା ଆମେରିକା । ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତେଲ ପରିବହନ ମାର୍ଗ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ କୁ ନେଇ…

ଏଲପିଜି ଗ୍ୟାସ୍‌ କଳାବଜାରୀ: ୩ ଗିରଫ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ପୁଲିସ୍‌ ମହିପାଳପୁର ଅଞ୍ଚଳରେ ବେଆଇନ ଏଲପିଜି ସିଲିଣ୍ଡର ସଂରକ୍ଷଣ ଏବଂ କଳାବଜାରୀର ଏକ ବଡ଼ ରାକେଟର ପର୍ଦ୍ଦାଫାସ କରିଛି। ପୁଲିସ୍‌ ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏବଂ ସେମାନଙ୍କ ନିକଟରୁ ମୋଟ ୭୪ ଟି ଏଲପିଜି ସିଲିଣ୍ଡର,…

ଶାସନ ମୁଖ୍ୟ ଭାବରେ ୮୯୩୧ ଦିନ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ରେକର୍ଡ । ଭାରତର ସବୁଠାରୁ ଦୀର୍ଘକାଳୀନ ଶାସନ ମୁଖ୍ୟ। ଶାସନ ମୁଖ୍ୟ ଭାବରେ ୮,୯୩୧ ଦିନ ପୂରଣ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ରାଜନୈତିକ ଇତିହାସରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଜଣେ…