Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
୨୦୨୯ ପୂର୍ବରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ: ରାଜନୈତିକ ଝଡ଼ ସୃଷ୍ଟି କଲା କଂଗ୍ରେସ ନେତାଙ୍କ ଦାବି
ନୂଆଜିଲ୍ଲା: ଜଣେ କଂଗ୍ରେସ ବିଧାୟକ ଏପରି ଏକ ମନ୍ତବ୍ୟ ଦେଇଛନ୍ତି ଯାହା ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି। ସେ ଏକ ଦାବି କରି କହିଛନ୍ତି ଯେ, ରାହୁଲ ଗାନ୍ଧୀ ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ହେବେ। ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା କଂଗ୍ରେସର ଦଖଲକୁ ଆସିବ, ଏବଂ ରାହୁଲ ଗାନ୍ଧୀଙ୍କୁ ୨୦୨୯!-->…
ଯେଉଁମାନେ ଭାରତ-ପାକିସ୍ତାନ ମ୍ୟାଚ ଦେଖିଛନ୍ତି ସେମାନେ ଦେଶଦ୍ରୋହୀ: ଉଦ୍ଧବ
ନୂଆଦିଲ୍ଲୀ: ଦୁବାଇରେ ଅନୁଷ୍ଠିତ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏକ ବଡ଼ ବୟାନ ଦେଇଛନ୍ତି। ସେ ମ୍ୟାଚ୍ ଦେଖିଥିବା ଲୋକଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ ସେ!-->…
ଡିସେମ୍ବରରେ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ
ଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୫-୬ ରେ ଭାରତ ଗସ୍ତରେ ଆସିବେ ବୋଲି ଆଶା କରାଯାଉଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବେ ବୋଲି ଆଶା କରାଯାଉଛି। ଦୁଇ ନେତାଙ୍କ ମଧ୍ୟରେ ଏହି ଶିଖର ବୈଠକ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମେରିକା ରୁଷ!-->…
ହଠାତ୍ ଅସୁସ୍ଥ ହୋଇପଡ଼ିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ : ଅସୁସ୍ଥ ହୋଇପଡ଼ିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ହଠାତ୍ ସେ ଜ୍ୱର ଓ କ୍ଲାନ୍ତ ଅନୁଭବ କରିବାରୁ ତାଙ୍କୁ ବେଙ୍ଗାଲୁରୁ ସ୍ଥିତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଏମସ୍ ରମୈୟା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ!-->…
ବର୍ଷକରେ ରେଳ ଦୁର୍ଘଟଣା ନେଇଛି ୨୧ ହଜାରରୁ ଅଧିକ ଜୀବନ
ନୂଆଦିଲ୍ଲୀ : ଦେଶରେ ରେଳ ଦୁର୍ଘଟଣା ଯୋଗୁ ଗୋଟିଏ ବର୍ଷରେ ୨୧ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ୨୦୨୩ ବର୍ଷରେ ଦେଶରେ ମୋଟ ୨୪,୬୭୮ଟି ରେଳ ଜନିତ ଦୁର୍ଘଟଣା ଘଟିଥିଲା। ଆଉ ଏଥିରେ ୨୧,୮୦୩ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।!-->…
କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବଢ଼ିଲା
ନୂଆଦିଲ୍ଲୀ : ପାର୍ବଣରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ବୁଧବାର ନିଜର କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତାକୁ ୩% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସଂଶୋଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ ବୋଲି କୁହାଯାଇଛି।!-->…
ଜାରି ହେଲା ବିହାରରେ ଚୂଡ଼ାନ୍ତ ଭୋଟର ତାଲିକା
ବିହାର: ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) କାର୍ଯ୍ୟକାରୀ ହେବା ପରେ ନିର୍ବାଚନ ଆୟୋଗ ମଙ୍ଗଳବାର ଚୂଡ଼ାନ୍ତ ଭୋଟର ତାଲିକା ଜାରି କରିଛନ୍ତି। ଏହି ଭୋଟର ତାଲିକା ଆଧାରରେ ଆଗାମୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗ(ଇସି) ନିଜର ଓ୍ବେବସାଇଟରେ!-->…
ତାପଜ ଶକ୍ତି କେନ୍ଦ୍ରରେ ଦୁର୍ଘଟଣା, ଆର୍ଚ ଭୁଶୁଡ଼ି ୯ ଶ୍ରମିକ ମୃତ
ଚେନ୍ନାଇ: ଉତ୍ତର ଚେନ୍ନାଇ ତାପଜ ଶକ୍ତି କେନ୍ଦ୍ର ନିର୍ମାଣସ୍ଥଳରେ ମଙ୍ଗଳବାର ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ନିର୍ମାଣାଧୀନ ଏକ ଆର୍ଚ ଭୁଶୁଡ଼ିପଡ଼ିବାରୁ ୯ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି।
ପ୍ରାଥମିକ ସୂଚନା ଅନୁସାରେ, ପ୍ରାୟ ୩୦ ଫୁଟ ଉଚ୍ଚରୁ ଆର୍ଚ ଖସି!-->!-->!-->…
ଝିଅକୁ ମାରି ପଥରରେ ବାନ୍ଧି ନଈକୁ ଫିଙ୍ଗିଦେଲେ ବାପା
୧୭ବର୍ଷର ଝିଅ ପ୍ରେମରେ ପଡିଥିଲା । ଝିଅର ପ୍ରେମକୁ ସହି ପାରୁନଥିଲେ ବାପା । ସୈତାନ ସାଜିଲେ ବାପା । ଗୁଳି କରି ପଥରରେ ବାନ୍ଧି ନଈକୁ ଫିଙ୍ଗିଦେଲେ । ଆଉ ତା’ପରେ ଯାହା ଘଟିଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ହଁ ଦର୍ଶକବନ୍ଧୁ,୧୭ ବର୍ଷୀୟ ଝିଅର ପ୍ରେମ ସମ୍ପର୍କକୁ ନେଇ ବାପା ବିରକ୍ତ ଥିଲେ!-->…
ଇଣ୍ଡିଗୋ ବିମାନକୁ ବୋମା ଧମକ, ଦିଲ୍ଲୀ ଏୟାରପୋର୍ଟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା
ଦିଲ୍ଲୀ: ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନକୁ ଆଜି ମିଳିଛି ବୋମା ଧମକ । ଏହି ଖବର ଶୁଣିଲା ପରେ ସମସ୍ତେ ଭୟଭୀତ ହୋଇଛନ୍ତି । ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।
ସୂଚନା ଅନୁସାରେ ଇଣ୍ଡିଗୋ!-->!-->!-->…