Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିବାହ ମଣ୍ଡପରେ କନ୍ୟାଙ୍କୁ ଗୁଳି, ଅଭିଯୁକ୍ତ ଫେରାର
ବିହାର: ବିବାହ ମଣ୍ଡପରେ କନ୍ୟାଙ୍କୁ ଗୁଳି । ଅଭିଯୁକ୍ତ ପ୍ରେମିକ ଫେରାର। ବିହାର ବକସର ସହରରେ ଘଟିଛି ଏଭଳି ଅଘଟଣ । ମଙ୍ଗଳବାର ଏକ ବିବାହ ଉତ୍ସବ ଆୟୋଜିତ ହେଉଥିବାବେଳେ ଜଣେ ବ୍ୟକ୍ତି ହଠାତ ମଣ୍ଡପ ଉପରକୁ ଆସି କନ୍ୟାକୁ ଗୁଳି ଚଳାଇଥିବା ଜଣାପଡିଛି । କନ୍ୟାର ପେଟରେ ଗୁଳି ବାଜିଛି ।!-->…
ଇସ୍ରାଏଲ ସଂସଦରେ ଆତଙ୍କବାଦ ବିରୋଧରେ ଗର୍ଜିଲେ ମୋଦି
ନୂଆଦିଲ୍ଲୀ: ଇସ୍ରାଏଲ ସଂସଦରେ ଆତଙ୍କବାଦ ବିରୋଧରେ ଗର୍ଜିଲେ ମୋଦି । ଇସ୍ରାଏଲକୁ ଦେଲେ ବନ୍ଧୁତାର ବର୍ତ୍ତା । କହିଲେ ଭାରତ-ଇସ୍ରାଏଲର ଐତିହାସିକ ସଂପର୍କ କଥା । ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗସ୍ତର ପ୍ରଥମ ଦିନ ଇସ୍ରାଏଲ ସଂସଦକୁ!-->…
ଫଳରେ ବୋଳୁଥିଲେ ମୂଷା ମରା ଔଷଧ, ୨ ବ୍ୟବସାୟୀ ଗିରଫ
ମହାରାଷ୍ଟ୍ର: ମୁମ୍ବାଇର ଉତ୍ତର ଉପକଣ୍ଠ ମଲାଡରେ ଅଭାବନୀୟ ଘଟଣା ଘଟିଛି। କିଛି ଫଳ ବିକ୍ରେତା ବଜାରରେ ମୂଷା ମରା ବିଷ ଲଗାଇ ଫଳ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଅଭିଯୋଗ ପାଇବା ପରେ, ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିକ୍ରେତାଙ୍କ ଦୋକାନକୁ!-->…
ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଯାଇ ତେଲ ଅଭିଭରେ ପହଞ୍ଚିଛନ୍ତି। ଇସ୍ରାଏଲୀ ପ୍ରତିନିଧି ବେଞ୍ଜାମିନ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ମୋଦୀ ଇସ୍ରାଏଲ ଯାଇଛନ୍ତି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ତାଙ୍କ ପତ୍ନୀ ସାରା ନେତାନ୍ୟାହୁଙ୍କ!-->!-->!-->…
NCERTର ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ତୀବ୍ର ଅସନ୍ତୋଷ
ନୂଆଦିଲ୍ଲୀ: ଗତକାଲି ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ୮ମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ “ନ୍ୟାୟପାଳିକାରେ ଦୁର୍ନୀତି” ଶୀର୍ଷକ ଏକ ଅଂଶ ଅନ୍ତର୍ଭୁକ୍ତ କରିଛି। ସୁପ୍ରିମକୋର୍ଟ ଏବେ ଏହି ମାମଲାର ସ୍ୱତଃ ତଦନ୍ତ କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ!-->…
ସ୍କୁଲ କ୍ୟାମ୍ପସରେ ପଶିଲା ଚିତା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ
ନୂଆଦିଲ୍ଲୀ: ବୁଧବାର ସକାଳ ପ୍ରାୟ ୬ଟା ସମୟରେ ଉତ୍ତର ପ୍ରଦେଶର ଗାଜିଆବାଦର ଏନଡିଆରଏଫ୍ ରୋଡରେ ଥିବା ଗ୍ରୀନ୍ ଫିଲ୍ଡ ସ୍କୁଲ କ୍ୟାମ୍ପସରେ ଏକ ଜଙ୍ଗଲୀ ଚିତାବାଘ ପ୍ରବେଶ କରିଥିଲା। ଜଣେ ସୁରକ୍ଷା କର୍ମୀ ଚିତାବାଘକୁ ସ୍କୁଲ ପରିସରରେ ବୁଲୁଥିବା ଦେଖି ତୁରନ୍ତ ପରିଚାଳନାକୁ ସୂଚନା ଦେଇଥିଲେ।!-->…
ମହିଳାଙ୍କ ପାଇଁ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇ-ବାଇକ୍ ଦିଦି ଯୋଜନା
ନୂଆଦିଲ୍ଲୀ: ଦିଲ୍ଲୀରେ ମହିଳା ମାନଙ୍କ ସୁରକ୍ଷା, ନିଯୁକ୍ତି ଏବଂ ପରିବେଶକୁ ଧ୍ୟାନରେ ରଖି, ସରକାର ଖୁବ୍ ଶୀଘ୍ର ଇ-ବାଇକ୍ ଦିଦି ଯୋଜନା ଆରମ୍ଭ କରିପାରନ୍ତି। ଦିଲ୍ଲୀର ଯୁବତୀମାନଙ୍କୁ ନିଯୁକ୍ତି ଏବଂ ଆତ୍ମନିର୍ଭରଶୀଳତା ପ୍ରଦାନ କରିବା ଇ-ବାଇକ୍ ଦିଦି ଯୋଜନାର ମୁଖ୍ୟ ଲକ୍ଷ୍ୟ।!-->…
କେରଳ ପରେ ଦିଲ୍ଲୀର ନାମ ପରିବର୍ତ୍ତନ ପାଇଁ ଦାବି
ନୂଆଦିଲ୍ଲୀ : କେରଳର ନାମ ପରିବର୍ତ୍ତନ କରି କେରଳମ୍ କରିବା ପାଇଁ ଅନୁମୋଦନ ପରେ ଏବେ ରାଜଧାନୀ ଦିଲ୍ଲୀର ନାମ ପରିବର୍ତ୍ତନ କରିବାକୁ ଦାବି ହେଉଛି । ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଏ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି । ତାଙ୍କ ଚିଠିରେ!-->…
ବିଜୟ ଓ ରଶ୍ମିକାଙ୍କୁ ବିବାହ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିବାହ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ଏକ ସ୍ୱତନ୍ତ୍ର ଚିଠି ପଠାଇଥିଲେ। ଯାହାର!-->…
୪ ବର୍ଷ ହେଲାଣି ଉଡ଼ିନଥିଲା ଏୟାର ଆମ୍ବୁଲାନ୍ସ, ବିମାନରେ ନଥିଲା ବ୍ଲାକବକ୍ସ
ନୂଆଦିଲ୍ଲୀ : ରାଞ୍ଚରୁ ଦିଲ୍ଲୀ ଉଡ଼ାଣ ଭରିଥିବା ଏୟାର ଆମ୍ବୁଲାନ୍ସରେ ନଥିଲା ବ୍ଲାକବକ୍ସ । ଝାଡ଼ଖଣ୍ଡର ରାଞ୍ଚି ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ । ଦୁର୍ଘଟଣାଗ୍ରସ୍ତ ଏୟାର ଆମ୍ବୁଲାନ୍ସରେ ନ ଥିଲା ବ୍ଲାକବକ୍ସ। ଗତ ୪ ବର୍ଷ ଧରି ବିମାନର ବ୍ୟବହାର!-->…