Browsing Category

ଦେଶ

‘ଅପରେସନ ମହାଦେବ’: ୩ ଆତଙ୍କୀ ସଫା

ଜମ୍ମୁ: ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା। ଶ୍ରୀନଗର ହରଓ୍ବାନ ଦଚିଗାମ ଜାତୀୟ ଉଦ୍ୟାନ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆତଙ୍କୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନକୁ ‘ଅପରେସନ ମହାଦେବ’ ନାଁ ଦିଆଯାଇଛି। ଏହି ଅପରେସନରେ ନିହତ

୧୨୦୦୦ କର୍ମଚାରୀଙ୍କୁ ବିଦା କରିବ ଟିସିଏସ୍

ନୂଆଦିଲ୍ଲୀ : ଦେଶର ସର୍ବବୃହତ ଆଇଟି ସେବା କମ୍ପାନୀ ଟିସିଏସ୍ (ଟାଟା କନସଲଟାନ୍ସି ସର୍ଭିସେସ୍)ର କର୍ମଚାରୀମାନଙ୍କ ପାଇଁ ଏକ ଚିନ୍ତାଜନକ ଖବର । କମ୍ପାନୀ ଚଳିତ ଆର୍ଥିକ ବର୍ଷରେ ଅର୍ଥାତ୍ ଏପ୍ରିଲ ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ପ୍ରାୟ ୨ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି।

ହ୍ୱାଟସଆପକୁ ଆସିଲା ଧମକ ବାର୍ତ୍ତା; “ନମସ୍କାର ମହାଶୟ, ମୁଁ ୨୪ ଘଣ୍ଟା ମଧ୍ୟରେ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା…

ପାଟନା: ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଗତ ଶନିବାର ରାତିରେ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ପୁଲିସ ଧମକ ଆସିଥିବା ଅଜଣା ନମ୍ବରକୁ ଟ୍ରେସ୍ କରି ତଦନ୍ତ ଆରମ୍ଭ କରିବା ସହିତ ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି

ମୋଦିଙ୍କ ମନ କି ବାତ୍‌ରେ ସ୍ଥାନ ପାଇଲା କେନ୍ଦୁଝର ସଂକୀର୍ତ୍ତନ ମଣ୍ଡଳୀଠୁ ଆରମ୍ଭ କରି ମୟୂରଭଞ୍ଜର ସାନ୍ତାଳୀ ଶାଢୀ

ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦି ଆଜି ‘ମନ କି ବାତ’ର ୧୨୪ତମ ଏପିସୋଡ୍ ମାଧ୍ୟମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଦେଶବାସୀଙ୍କ ସମ୍ମୁଖରେ ବିଭିନ୍ନ ପ୍ରସଙ୍ଗ ନେଇ ମୋଦି ନିଜର ମତ ରଖିଥିବା ବେଳେ ଏଥିରେ ଓଡିଶାର କେନ୍ଦୁଝର ଜିଲ୍ଲାର ସଂକୀର୍ତ୍ତନ ମଣ୍ଡଳୀ ଏବଂ

ଭାଇ ଉଦ୍ଧବଙ୍କୁ ଭେଟିଲେ ରାଜ୍ ଠାକରେ

ମୁମ୍ବାଇ : ମହାରାଷ୍ଟ୍ରରେ ହିନ୍ଦୀ-ମରାଠୀ ଭାଷାକୁ ନେଇ ବିବାଦ ଠାକରେ ପରିବାର ପାଇଁ ଶୁଭ ସାବ୍ୟସ୍ତ ହେଉଛି। ଗତ ୨୦ ବର୍ଷ ଧରି ସମ୍ପର୍କରେ ଥିବା ଶିତଳତା ଏବେ ଉଷ୍ମ ହେବା ଆରମ୍ଭ କରିଛି। ନିକଟରେ ଏକ ମିଳିତ ରାଲି କରିବା ପରେ, ଠାକରେ ଭାଇମାନେ ପୁଣି ଥରେ ସାକ୍ଷାତ କରିଛନ୍ତି। ରାଜ ଠାକରେ

ତାରରେ କରେଣ୍ଟ ଗୁଜବ ପରେ ମନସା ଦେବୀ ମନ୍ଦିରରେ ଦଳାଚକଟା

ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାରରେ ମନସା ଦେବୀ ମନ୍ଦିରରେ ରବିବାର ବହୁ ସଂଖ୍ୟକ ଶ୍ରଦ୍ଧାଳୁମାତାଙ୍କ ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚିଥିଲେ। ସକାଳ ୬ଟାରେ ଏକ ଗୁଜବ ବ୍ୟାପିଗଲା। ଶ୍ରଦ୍ଧାଳୁମାନେ ଠେଲାପେଲା ହେବା ଆରମ୍ଭ କରିଥିଲେ। ତା'ପରେ କିଛି ସମୟ ମଧ୍ୟରେ ଦଳାଚକଟା

ସ୍କୁଲରେ ପଢାଯିବ ‘ଅପରେସନ ସିନ୍ଦୂର’ର ଗୌରବ ଗାଥା , NCERT ଆଣିବ ନୂଆ ପାଠ୍ୟକ୍ରମ

ନୂଆଦିଲ୍ଲୀ : NCERT (ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ) ‘ଅପରେସନ ସିନ୍ଦୂର’ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ ମଡ୍ୟୁଲ ପ୍ରସ୍ତୁତ କରିବାର ଘୋଷଣା କରିଛି, ଯାହାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କୁ ଭାରତର ସାମରିକ ଶକ୍ତି, ପ୍ରଯୁକ୍ତିବିଦ୍ୟାର ପ୍ରଗତି ଓ ରାଷ୍ଟ୍ରୀୟ ସୁରକ୍ଷାରେ

ଅନଲାଇନରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଚାଲାଣ ରାକେଟ ଠାବ: ୧୦୦ କୋଟିର କୋକେନ ଓ ଗଞ୍ଜେଇ ଜବତ

ହ୍ବାଟ୍ସଆପ୍‌ କଲ୍‌ ସେଣ୍ଟର ଖୋଲି ଅନଲାଇନରେ ହେଉଥିଲା ନିଶାଦ୍ରବ୍ୟ ଚାଲାଣ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ ଚାଲାଣ କରୁଥିଲେ ବିଦେଶୀ ମାଫିଆ। ଆଉ ଏହାର କିଙ୍ଗପିନ୍ ଥିଲେ ନାଇଜେରୀୟ ଯୁବକ। ଅନଲାଇନରେ ଅର୍ଡର କଲେ ଠିକଣା ଜାଗାରେ ପହଞ୍ଚି ଯାଉଥିଲା କୋକେନ,

ସଂସଦ ରତ୍ନ ପୁରସ୍କାରରେ ୧୭ ସାଂସଦ ସମ୍ମାନିତ, ଭର୍ତ୍ତୃହରିଙ୍କୁ ସ୍ୱତନ୍ତ୍ର ପୁରସ୍କାର

ନୂଆଦିଲ୍ଲୀରେ ଶନିବାର ଦିନ ୧୭ ଜଣ ସାଂସଦଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସଂସଦ ରତ୍ନ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି। ଏହି ସାଂସଦମାନଙ୍କ ମଧ୍ୟରେ ଅଛନ୍ତି ବିଜେପିରୁ ରବି କିଶନ, ନିଶିକାନ୍ତ ଦୁବେ ଏବଂ ଦିନେଶ ଶର୍ମା, କଂଗ୍ରେସରୁ ବର୍ଷା ଗାୟକୱାଡ ଏବଂ ଶିବସେନା-ୟୁବିଟିରୁ

ଆତଙ୍କବାଦକୁ ସମର୍ଥନ କରୁଥିବା ଲୋକଙ୍କୁ ଛଡାଯିବ ନାହିଁ- ସେନା ମୁଖ୍ୟ

ଅପରେସନ ସିନ୍ଦୂର ସମୟରେ କରାଯାଇଥିବା ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ପାକିସ୍ତାନକୁ ଏକ ସିଧାସଳଖ ବାର୍ତ୍ତା ଦେଇଥିଲା ଯେ ଯେଉଁମାନେ ଆତଙ୍କବାଦକୁ ସମର୍ଥନ କରନ୍ତି ସେମାନଙ୍କୁ ଛଡାଯିବ ନାହିଁ । ଆଜି କାରଗିଲ୍‍ ବିଜୟ ଦିବସ ଅବସରରେ ଲଦାଖର ଦ୍ରାସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏଭଳି