Browsing Category

ଦେଶ

ନ୍ୟାୟ ପାଇଁ ଲଢେଇ କରିବେ ଦୁଷ୍କର୍ମ ଶିକାର ୨୫ ବର୍ଷୀୟ ହିନ୍ଦୁ ମହିଳା

ଢାକା : ବାଂଲାଦେଶରେ, ଜଣେ ୨୫ ବର୍ଷୀୟ ହିନ୍ଦୁ ମହିଳା, ଯିଏକି ଏକ ଜଘନ୍ୟ ଦୁଷ୍କର୍ମର ଶିକାର ହୋଇଥିଲେ, ତାଙ୍କ ସ୍ୱାମୀ ଏବଂ କିଛି ସ୍ଥାନୀୟ ବାସିନ୍ଦାଙ୍କ ଚାପ ପରେ ପ୍ରଥମେ ସେ ପ୍ରତ୍ୟାହାର କରିବାକୁ ଚିନ୍ତା କରିଥିଲେ, ତଥାପି ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି।

ଇର୍ଷା କରି ଚାକିରିଆ ପ୍ରେମିକାକୁ ମାରିଦେଲା ପ୍ରେମିକ

ଭୋପାଳ: ଚାକିରି କରିଥିବା ପ୍ରେମିକାକୁ ଈର୍ଷା କରୁଥିଲା ବେରୋଜଗାର ପ୍ରେମିକ। ଲିଭ୍-ଇନରେ ରହି ବି ବଦଳିଲାନି ମନ। ନିଜ ଈର୍ଷାକୁ ମାରିବା ପାଇଁ ହତ୍ୟା ଭଳି ଅପରାଧକୁ ବାଛିଲା ପ୍ରେମିକ। ଏଭଳି ଘଟଣା ଘଟିଛି ଭୋପାଳର ଗାୟତ୍ରୀ ନଗରରେ। ଜଣେ ୨୯ ବର୍ଷୀୟ ମହିଳାଙ୍କୁ ତାଙ୍କ ଲିଭ-ଇନ୍ ପାର୍ଟନର

ଔଷଧ କାରଖାନା ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୩୫ ଛୁଇଁଲା

ସାଙ୍ଗାରେଡ୍ଡି: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଏକ ଔଷଧ କାରଖାନାରେ ସୋମବାର ଦିନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏବେ ସୁଦ୍ଧା ୩୫ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି।। ଏବେ ବି ଧ୍ୱଂସପ୍ରାପ୍ତ ସ୍ଥାନରୁ ଭଗ୍ନାବଶେଷ ସଫା କାର୍ଯ୍ୟ ଜାରି

ବିଜେପିରୁ ଟି.ରାଜା ସିଂହଙ୍କ ଇସ୍ତଫା

ହାଇଦ୍ରାବାଦ : ତେଲେଙ୍ଗାନାର କଠୋରପନ୍ଥୀ ନେତା ଏବଂ ଗୋଶାମହଲ ବିଧାୟକ ଟି. ରାଜା ସିଂହ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ତେଲେଙ୍ଗାନା ବିଜେପି ନେତୃତ୍ୱ ସହିତ ତାଙ୍କର ଗତ କିଛି ଦିନ ଧରି ବିବାଦ ଚାଲିଥିଲା। ରାଜ୍ୟ ବିଜେପି ସଭାପତି ପଦ ପାଇଁ ଏନ. ରାମଚନ୍ଦ୍ର ରାଓଙ୍କ ନାମ ଉପରେ

ମଣିପୁର: ଚୁରାଚାନ୍ଦପୁରରେ ୪ ଜଣଙ୍କୁ ଗୁଳିକରି ହତ୍ୟା

ଇମ୍ଫାଲ ୩୦।୬: ମଣିପୁର ଚୁରାଚାନ୍ଦପୁର ଜିଲ୍ଲାରେ ସୋମବାର ଅଜ୍ଞାତ ବନ୍ଧୁକଧାରୀ ୪ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। କୁହାଯାଉଛି ମୃତକଙ୍କ ମଧ୍ୟରେ ଜଣେ ୬୦ ବର୍ଷ ବୟଷ୍କା ମହିଳା ମଧ୍ୟ ଅଛନ୍ତି। ପୋଲିସ ଅନୁସାରେ ଏହି ଗୁଳିକାଣ୍ଡ ଚୁରାଚାନ୍ଦପୁରର ମୋଙ୍ଗଜାଙ୍ଗ ଗାଁ ନିକଟରେ ହୋଇଛି।

ମହାକାଶରୁ ଶତ୍ରୁକୁ ଜଗିବ ଭାରତ, ଲଞ୍ଚ୍‌ ହେବ ୫୨ ମିଲିଟାରୀ ସାଟେଲାଇଟ୍

ନୂଆଦିଲ୍ଲୀ: ମହାକାଶରୁ ଶତ୍ରୁକୁ ଜଗିବ ଭାରତ । ଲଞ୍ଚ୍‌ ହେବ ୫୨ ମିଲିଟାରୀ ସାଟେଲାଇଟ୍। ଶତ୍ରୁ ଦେଶରର ଗତିବିଧି ଉପରେ ରଖିବ ନଜର। ଅପରେସନ୍ ସିନ୍ଦୁର ସମୟରେ ଭାରତର ଇଲେକ୍ଟ୍ରୋନିକ୍ ଯୁଦ୍ଧ ସରଞ୍ଜାମ, ସିଗ୍ନାଲ ଜାମିଂ ଏବଂ ରାଡାର ଟେକ୍ନୋଲୋଜି ଦେଖିଥିଲା ସାରା ବିଶ୍ୱ। ୨୨

‘ଅପରେସନ ସିନ୍ଦୂର’କୁ ନେଇ କ୍ୟାପ୍‌ଟେନ ଶିବକୁମାରଙ୍କ ମନ୍ତବ୍ୟ ପରେ ଅଡୁଆରେ ସରକାର

ନୂଆଦିଲ୍ଲୀ : ‘ଅପରେସନ ସିନ୍ଦୂର’ରେ ଭାରତର କ୍ଷୟକ୍ଷତିକୁ ନେଇ ବିରୋଧୀ ଦଳ କଂଗ୍ରେସ ସରକାରଙ୍କୁ ଘେରୁଥିବା ବେଳେ ବଡ଼ ତଥ୍ୟ ସାମ୍‌ନାକୁ ଆସିଛି। ଇଣ୍ଡୋନେସିଆରେ ଭାରତର ଡିଫେନ୍ସ ଆଟାଚେ କ୍ୟାପ୍‌ଟେନ ଶିବ କୁମାର ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଦେଶ ପକ୍ଷରୁ ଆପଣାଯାଇଥିବା ରଣନୀତି

ଭାରତୀୟ ସେନାକୁ ମିଳିବ ବ୍ରହ୍ମୋସଠୁ ଘାତକ କେ-୬ କ୍ଷେପଣାସ୍ତ୍ର

ଭାରତ ନିଜର କେ-୬ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯାଉଛି। ସମୁଦ୍ରରେ ପରୀକ୍ଷଣ କରାଯିବାକୁ ଥିବା ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ଦ୍ଵାରା ବିକଶିତ କରାଯାଇଛି। ଏହାକୁ ଭାରତର ପରବର୍ତ୍ତୀ ଏସ-୫ ଶ୍ରେଣୀର ପରମାଣୁ କ୍ଷମତା ସମ୍ପନ୍ନ

୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଯୌତୁକ ନେବା ସତ୍ବେ ମିଳିଲା ନିର୍ଯାତନା, ଜୀବନ ହାରିଲେ ନବବଧୂ

ଯୌତୁକ ବାବଦରେ ଜ୍ବାଇଁକୁ ୭୦ ଲକ୍ଷ ଟଙ୍କାର କାର ଦେଲେ। ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ବଣ୍ଡ ଦେଲେ। ତା’ ବ୍ୟତୀତ ଲକ୍ଷ ଲକ୍ଷ ଟଙ୍କାର ଜିନିଷପତ୍ର ଓ ସୁନା ଅଳଙ୍କାର ବି ଦେଲେ। ୧ କୋଟିରୁ ଅଧିକ ଟଙ୍କାର ଯୌତୁକ ନେଇ ଝିଅ ବାପ ଘରୁ ଶାଶୁ ଘରକୁ ଗଲା। ତା’ ପରେ ବି ଯୌତୁକ ନିର୍ଯାତନାରୁ

ତୃଣମୂଳ କଂଗ୍ରେସରେ କନ୍ଦଳ ଚରମରେ: ମହୁଆଙ୍କୁ କଲ୍ୟାଣ ବାନାର୍ଜୀଙ୍କ ବ୍ୟକ୍ତିଗତ ଆକ୍ଷେପ

ନୂଆଦିଲ୍ଲୀ: କୋଲକାତା ଆଇନ କଲେଜ ମାମଲାକୁ ନେଇ ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ଥିବା ବିବାଦ ଏବେ ପଦାରେ ପଡ଼ିଛି। ଦଳର ଦୁଇ ବରିଷ୍ଠ ସାଂସଦ ମହୁଆ ମୋଇତ୍ରା ଏବଂ କଲ୍ୟାଣ ବାନାର୍ଜୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବାକ୍‌ଯୁଦ୍ଧ ବ୍ୟକ୍ତିଗତ ସ୍ତରକୁ ଖସି ଆସିଛି। ଏକ ବିବାଦୀୟ