Browsing Category

ଦେଶ

୩୧ ଯାଏ ବଢ଼ିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଅବଧି

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ-୨୦୨୬ ପାଇଁ ଚାଲିଥିବା ପଞ୍ଜୀକରଣ ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଅନିଶ୍ଚିତତା ହେତୁ ହେଉଥିବା ଫସଲ ହାନିରୁ

FIR ରୁଜୁ ଦାବିରେ ସଂସଦ ମାର୍ଗ ଥାନାରେ ରାହୁଲ ଗାନ୍ଧୀଙ୍କ ଧାରଣା

ନୂଆଦିଲ୍ଲୀ : ଦିଲ୍ଲୀ ସଂସଦ ମାର୍ଗ ଥାନାରେ ହାଇଭୋଲଟେଜ୍ ଡ୍ରାମା । ଛାତ୍ର ଆନ୍ଦୋଳନ ବେଳେ ପେଲେଟ୍ ମାଡ଼ ଘଟଣାରେ FIR ରୁଜୁ ଦାବିରେ ସଂସଦ ମାର୍ଗ ଥାନାରେ ଥାନାରେ ରାହୁଲ ଗାନ୍ଧୀ ଧାରଣା ଦେଇଛନ୍ତି । ଜୁଲାଇ ୨୦ରେ ଦିଲ୍ଲୀରେ ହୋଇଥିବା ଛାତ୍ର ଆନ୍ଦୋଳନ ବେଳେ ପେଲେଟ୍ ମାଡ଼ରେ

ମଲ୍ ରେ ଧସିଲା ସେଣ୍ଟ୍ରିଂ, ୩ ଶ୍ରମିକ ମୃତ

ମଥୁରା : ମଥୁରା ବୃନ୍ଦାବନରେ ଏକ ନିର୍ମାଣାଧୀନ ମଲରେ ଅଭାବନୀୟ ଅଘଟଣ । ଓମେକ୍ସ କୋର୍ଟୟାର୍ଡ ମଲ୍ ରେ ଢଳେଇ କାମ ଚାଲିଥିବା ବେଳେ ହଠାତ୍ ସେଣ୍ଟ୍ରିଂ ଧସିବା ଯୋଗୁଁ ୩ ଜଣ ଶ୍ରମିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଖବର

ଜୟପୁରରେ ସରକାରୀ ସ୍କୁଲରେ ପହଞ୍ଚିଥିଲେ CJP କର୍ମୀ, ଆକ୍ରମଣ କଲେ ଗ୍ରାମବାସୀ

ଜୟପୁର : ରାଜସ୍ଥାନର ଜୟପୁରରେ CJP କର୍ମୀଙ୍କୁ ଆକ୍ରମଣ କରିଛନ୍ତି ଗ୍ରାମବାସୀ । CJP କର୍ମୀଙ୍କୁ ଠେଲାପେଲା କରିବା ସହ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ଗ୍ରାମବାସୀ । ରାଜସ୍ଥାନ ଜୟପୁରର ରାମପୁରା କନୱରପୁରାଠାରେ ଥିବା ଏକ ସରକାରୀ ସ୍କୁଲ ପରିଦର୍ଶନ ସମୟରେ କୋକ୍ରୋଚ୍ ଜନତା ପାର୍ଟିର

ଆଲାସ୍କାରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ, ୮ ମୃତ

ଆମେରିକା : ଆମେରିକାର ଆଲାସ୍କାର ପଶ୍ଚିମ ଅଞ୍ଚଳରେ ଏକ ଚାର୍ଟର୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ୨ ପାଇଲଟଙ୍କ ସହିତ ୬ ଜଣ ଯାତ୍ରୀ ରହିଥିଲେ । ବିମାନରେ ମୋଟ ୮ ଜଣ ଥିଲେ । ମୃତକମାନଙ୍କ ପରିଚୟ ସମ୍ପର୍କରେ ଅଧିକାରୀମାନେ ପରିବାରବର୍ଗଙ୍କୁ ସୂଚନା ଦେଇଛନ୍ତି ।

ଏଯାଏଁ ଶକ୍ତିଶାଳୀ ହୋଇନି ଏଲ୍‌ନିନୋ, ତଥାପି ବିଶ୍ୱ ଉପରେ ଭୟଙ୍କର ପ୍ରଭାବ

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରରେ ଏଲ୍‌ନିନୋ କ୍ରମଶଃ ଶକ୍ତିଶାଳୀ ହେଉଛି। ତେବେ ଏହି ଘଟଣା ଏଯାଏଁ ତା’ର ସର୍ବୋଚ୍ଚ ସ୍ତରରେ ପହଞ୍ଚି ନ ଥିଲେ ମଧ୍ୟ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବ ଦେଖାଦେଇଛି। ବୈଜ୍ଞାନିକମାନଙ୍କ ଆକଳନ ଅନୁସାରେ, ୨୦୨୬-୨୭ର ଏଲ୍‌ନିନୋ ଅତି ଶକ୍ତିଶାଳୀ ହୋଇପାରେ।

ଝାଡ଼ଖଣ୍ଡ ସରକାରଙ୍କୁ ଶକ୍ତ ଝଟକା, JPSC ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରହିତାଦେଶ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। ଝାଡ଼ଖଣ୍ଡ ହାଇକୋର୍ଟ JPSC ପରୀକ୍ଷା ରଦ୍ଦ କରିବା ନେଇ ସରକାରଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଛନ୍ତି। ଏହାସହ ଏହି ମାମଲାରେ ୧୫ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ସରକାରଙ୍କୁ କୋର୍ଟ

ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ, ୧୯୮୪ ଦଙ୍ଗା ମାମଲାରେ ଆଜୀବନ ସଜା କାଟୁଥିଲେ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ ଘଟିଛି। ୧୯୮୪ ଶିଖ୍‌-ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ସଜ୍ଜନ କୁମାର ଅସୁସ୍ଥତା ଯୋଗୁଁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ଆସିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପତ୍ନୀ ଓ ଭଉଣୀକୁ ହତ୍ୟା କରିବା ପରେ ନିଜ ଜୀବନ ହାରିଲେ ବ୍ୟାଙ୍କ କର୍ମଚାରୀ

ଲକ୍ଷ୍ନୌ : ଲକ୍ଷ୍ନୌର ଗୋମତୀ ନଗର ଅଞ୍ଚଳରେ ଜଣେ ବ୍ୟାଙ୍କ କର୍ମଚାରୀ ନିଜ ସ୍ତ୍ରୀ ଓ ଭଉଣୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜ ଜୀବନକୁ ଶେଷ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଅଭିଯୁକ୍ତ ମାନସ ବାଜପେୟୀ, ସ୍ତ୍ରୀ ଦିବ୍ୟା ମିଶ୍ର ଏବଂ ଭଉଣୀ

କ୍ୟାନସରକୁ ହରାଇବ ମଡେର୍ଣ୍ଣା ଟିକା

ନୂଆଦିଲ୍ଲୀ : କ୍ୟାନସରକୁ ହରାଇବ ମଡେର୍ଣ୍ଣା ଟିକା । ମଡେର୍ଣ୍ଣା ଏବଂ ମର୍କ କମ୍ପାନୀର କ୍ୟାନସର ଟିକା ‘ଇନଟିସମେରାନ୍’ ଏକ ଐତିହାସିକ ଶେଷ ପର୍ଯ୍ୟାୟ ବା ଫେଜ୍-୩ କ୍ଲିନିକାଲ୍ ପରୀକ୍ଷାରେ ସଫଳତା ପାଇଛି । ଏହି ବଡ଼ ସଫଳତା ଯୋଗୁଁ ବିଶ୍ୱର ପ୍ରଥମ ବ୍ୟକ୍ତିଗତ ମେସେଞ୍ଜର