Browsing Category

ଦେଶ

ଆଜିଠାରୁ ଭାରତ-ଚୀନ ମଧ୍ୟରେ ବିମାନ ସେବା ଆରମ୍ଭ

ନୂଆଦିଲ୍ଲୀ : ଆଜିଠୁ ଭାରତ-ଚୀନ ମଧ୍ୟରେ ଆରମ୍ଭ ହେବ ସିଧା ବିମାନ ସେବା । କୋଲକାତାରୁ ଉଡ଼ାଣ ଆରମ୍ଭ କରି ଗୁଆଙ୍ଗଝୋଉ ଯିବ ଇଣ୍ଡିଗୋ ବିମାନ । ନଭେମ୍ବର ୧୦ ତାରିଖରୁ ଦିଲ୍ଲୀ-ଗୁଆଙ୍ଗଝୋଉ ମଧ୍ୟରେ ପୁଣି ବିମାନ ଉଡ଼ାଣ । ଚୀନ୍ ଏୟାରଲାଇନର ଚାଇନା ଇଷ୍ଟର୍ଣ୍ଣ ଆରମ୍ଭ କରିବ ବିମାନ ସେବା ।…

କ୍ଷମତାକୁ ଆସିଲେ ୱାକଫ (ସଂଶୋଧନ) ଆଇନକୁ ଡଷ୍ଟବିନରେ ଫିଙ୍ଗିଦେବୁ: ତେଜସ୍ୱୀ ଯାଦବ

ପାଟନା: ବିହାର ନିର୍ବାଚନରେ ​​ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ରବିବାର (ଅକ୍ଟୋବର ୨୬) ଏକ ନିର୍ବାଚନ ରାଲିରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯଦି ଇଣ୍ଡିଆ ମେଣ୍ଟ ବିହାରରେ କ୍ଷମତାକୁ ଆସେ, ତେବେ ୱାକଫ (ସଂଶୋଧନ) ଆଇନକୁ ଡଷ୍ଟବିନ୍ ରେ ଫିଙ୍ଗି…

ଦୁଃସାହସର ସୀମା ପାର କଲେ ୟୁନୁସ! ବାଂଲାଦେଶ ମାନଚିତ୍ରରେ ଭାରତୀୟ ରାଜ୍ୟ

ଢାକା : ଦୁଃସାହସର ସବୁ ସୀମା ପାର କରିଯାଇଛି ବାଂଲାଦେଶର ୟୁନୁସ ସରକାର । ପାକିସ୍ତାନର ଜଣେ ସେନାଧିକାରୀଙ୍କୁ ୟୁନୁସ ସରକାର ବାଂଲାଦେଶର ଏକ ମାନଚିତ୍ର ଉପହାର ଦେଇଛନ୍ତି ଯେଉଁଥିରେ ଭାରତର ଆସାମ ସମେତ କେତେକ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସାମିଲ ଅଛନ୍ତି । ଏହାପରେ ଭାରତ ସହ ବାଂଲାଦେଶର…

ଭାରତ ଓ ଆସିଆନ୍ ବିଶ୍ୱ ଜନସଂଖ୍ୟାର ୨୫ ପ୍ରତିଶତକୁ ପ୍ରତିନିଧିତ୍ୱ କରନ୍ତି: ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭର୍ଚୁଆଲ୍ ଭାବରେ ୪୭ତମ ଆସିଆନ୍ ଶିଖର ସମ୍ମିଳନୀ (ASIAN Sumit)କୁ ସମ୍ବୋଧିତ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଭାରତ ଏବଂ ଆସିଆନ୍ ମିଳିତ ଭାବରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ୨୫ ପ୍ରତିଶତକୁ ପ୍ରତିନିଧିତ୍ୱ କରନ୍ତି। ଦୁଇ…

ନଭେମ୍ବର ୧ରେ ବିଶାଳ ରାଲି; ଏକାଠି ହେବେ ଶରଦ-ଉଦ୍ଧବ-ରାଜ୍

ମୁମ୍ବାଇ: ମହାରାଷ୍ଟ୍ରରେ ନକଲି ଭୋଟରଙ୍କ ସମସ୍ୟାର ସମାଧାନ ପାଇଁ ବିରୋଧୀ ଦଳ ଏବେ ନଭେମ୍ବର 1 ତାରିଖରେ ଏକ ବିଶାଳ ରାଲି ଘୋଷଣା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ଥରେ ତାଙ୍କ ଭାଇ ରାଜ ଠାକରେଙ୍କ ସହ ଏହି ରାଲିରେ ଦେଖାଯିବେ। ଏଥିପାଇଁ ପ୍ରସ୍ତୁତି ପାଇଁ, MNS ମୁଖ୍ୟ…

ସାର୍ କ୍ରିକ୍ ନିକଟରେ ଭାରତର ସମରାଭ୍ୟାସ ପ୍ରସ୍ତୁତି, ପାକିସ୍ତାନ ଲଗାଇଲା ବାୟୁସୀମା କଟକଣା

ନୂଆଦିଲ୍ଲୀ: ସୀମାରେ ଭାରତ ତିନିସେନାର ସମରାଭ୍ୟାସ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପାକିସ୍ତାନ ଏହାର କେନ୍ଦ୍ରୀୟ ଓ ଦକ୍ଷିଣ ବାୟୁସୀମାରେ ଏକାଧିକ ବିମାନ ଚଳାଚଳ ମାର୍ଗ ଉପରେ ପ୍ରତିବନ୍ଧକ ଲଗାଇ ଏକ ବିଜ୍ଞପ୍ତି ଜାରି କରିଛି। ଅକ୍ଟୋବର ୨୮-୨୯ ପାଇଁ ନୋଟାମ୍ (ଏୟାର୍‌ମେନ୍‌ଙ୍କୁ ନୋଟିସ୍)…

ରାଜସ୍ଥାନରେ ଓଡ଼ିଆ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ, NEET UG ପରୀକ୍ଷା ପାଇଁ ହେଉଥିଲେ ପ୍ରସ୍ତୁତ

ରାଜସ୍ଥାନ: ରାଜସ୍ଥାନ କୋଟାରେ ଓଡ଼ିଆ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ । ମେଡିକାଲ ପାଠ ପଢିବା ନିମନ୍ତେ ନିଟ ପରୀକ୍ଷା ଦେବା ପାଇଁ ରାଜସ୍ଥାନ କୋଟାକୁ ଯାଇଥିଲେ । ଛାତ୍ର ଜଣକ ହେଲେ ଗଞ୍ଜାମ ଜିଲ୍ଲା ଜରଡ଼ା ପଂଚାୟତ ଅଭୟପୁର ଗ୍ରାମର ରାଧା ଶ୍ୟାମ ପାତ୍ର ଙ୍କ ପୁଅ ରୋସନ ପାତ୍ର । ରୋସନ…

“ମନ କି ବାତ”ରେ କୋରାପୁଟ କଫିର ପ୍ରଶାଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରବିବାର ଦିନ “ମନ କି ବାତ”ର ୧୨୭ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସମୃଦ୍ଧ କଫି ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ସେ ବିଶ୍ୱ ସ୍ତରରେ ଓଡ଼ିଶାର କୋରାପୁଟ କଫିର ବର୍ଦ୍ଧିତ ସ୍ୱୀକୃତି ଉପରେ ମଧ୍ୟ ଆଲୋକପାତ କରିଥିଲେ। ପ୍ରଧାମନ୍ତ୍ରୀ କହିଛନ୍ତି,…

ଢାକାରେ ପାକିସ୍ତାନର ନଂ୨ ସେନା ଅଧିକାରୀ, ସତର୍କ ହେଲା ଭାରତ

ଢାକା : ପ୍ରଥମେ ଅପରେସନ ସିନ୍ଦୁର)ରେ ପରାଜୟ, ନିକଟରେ ଆଫଗାନିସ୍ତାନଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହେବା ପରେ ରକ୍ତମୁଖା ହୋଇଯାଇଛି ପାକିସ୍ତାନ ଭାରତକୁ ପାନେ ଦେବାକୁ ବାଂଲାଦେଶ ସହ ମିଶି ଷଡ଼ଯନ୍ତ୍ର କରିବା ଆରମ୍ଭ କରିଛି । ପାକିସ୍ତାନୀ ସେନାର ଜଣେ ଶୀର୍ଷ କମାଣ୍ଡର…

୩ ଦିନରେ ଜିଏସଟି ପଂଜୀକରଣ ମଂଜୁରୀ ମିଳିବ

ନୂଆଦିଲ୍ଲୀ : ଜିଏସଟି (GST Reform) ହାରକୁ ସରଳ କରିବା ପରେ ଏବେ ସରକାର ଜିଏସଟି ପଂଜୀକରଣ ପ୍ରକ୍ରିୟାକୁ ସରଳ କରିବାକୁ ଯାଉଛନ୍ତି। ନଭେମ୍ବର ୧ରୁ ମାତ୍ର ତିନିଦିନରେ ଜିଏସଟି ପଂଜୀକରଣର ମଂଜୁରୀ ମିଳିପାରିବ । ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । …