Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଶ୍ରାବଣ ସୋମବାରରେ ଅଶୋକ ଧାମରେ ଦଳାଚକଟା: ୭ ଶ୍ରଦ୍ଧାଳୁ ମୃତ, ଅନେକ ଆହତ
ନୂଆଦିଲ୍ଲୀ: ବିହାର ଲଖିସରାଇରେ ଦଳାଚକଟା, ୭ ଜଣଙ୍କ ମୃତ୍ୟୁ । ଶ୍ରବଣ ସୋମବାରରେ ଅଶୋକଧାମ ମନ୍ଦିରେ ଅଘଟଣ। ଅନେକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ବିହାରର ଲଖିସରାଇ ଜିଲ୍ଲାର ପ୍ରସିଦ୍ଧ ଅଶୋକଧାମ ମନ୍ଦିରରେ ସୋମବାର ସକାଳେ ବଡ଼ ଅଘଟଣ ଘଟିଛି। ମନ୍ଦିର ପରିସରରେ ଦଳାଚକଟା ଭଳି!-->…
ପୋଲାଣ୍ଡରେ ବସ୍ ଓଲଟି ୧୨ ମୃତ, ଅନେକ ଗୁରୁତର
ହଙ୍ଗେରୀ : ହଙ୍ଗେରୀରେ ଏକ ଜାତୀୟ ରାଜପଥରେ ପୋଲାଣ୍ଡର ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ସର୍ବିଆରୁ ପୋଲାଣ୍ଡ ଅଭିମୁଖେ ୫୭ ଜଣ ଯାତ୍ରୀକୁ ନେଇ ଯାଉଥିବା ବସଟି ବୁଦାପେଷ୍ଟର ପୂର୍ବରେ ଥିବା ଏମ୍୩ ହାଇୱେରେ!-->…
ପ୍ରତିରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ଆଉ ଏକ ସ୍ୱଦେଶୀ ସଫଳତା, ଶତ୍ରୁକୁ ଖୋଜି ଖୋଜି ମାରିବ ‘ଦିବ୍ୟାସ୍ତ୍ର Mk3’
ଲକ୍ଷ୍ନୌ : ଭାରତର ନୂଆ ‘ଦିବ୍ୟାସ୍ତ୍ର’। ପ୍ରତିରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ଆଉ ଏକ ସ୍ୱଦେଶୀ ସଫଳତା । ଲକ୍ଷ୍ନୌର ଭାରତୀୟ କମ୍ପାନୀ Kawa UAV (HoverIt) ପ୍ରସ୍ତୁତ କରିଥିବା ‘ଦିବ୍ୟାସ୍ତ୍ର Mk3’ ପ୍ରଥମ ଉଡ଼ାଣ ସଫଳତାର ସହ ସମ୍ପନ୍ନ କରିଛି । ଏହାକୁ ଭାରତର ପ୍ରଥମ!-->…
ବାରାଣସୀ ଏୟାରପୋର୍ଟରେ ଯାତ୍ରୀଙ୍କ ପିସ୍ତଲରୁ ଫୁଟିଲା ଗୁଳି, ୨ କର୍ମଚାରୀ ଆହତ
ବାରାଣସୀ : ଉତ୍ତର ପ୍ରଦେଶର ବାରାଣସୀ ବିମାନବନ୍ଦରରେ ସୁରକ୍ଷାରେ ବଡ଼ ତ୍ରୁଟି ଦେଖାଦେଇଛି । ଯାହା ଫଳରେ ଏୟାରପୋର୍ଟରେ ବଡ଼ ଅଘଟଣ ଘଟିଛି । ଯାଞ୍ଚ ସମୟରେ ଜଣେ ଯାତ୍ରୀଙ୍କ ପିସ୍ତଲରୁ ହଠାତ୍ ଗୁଳି ଫୁଟିବା ଯୋଗୁଁ ବିମାନବନ୍ଦରର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଦୁହିଁଙ୍କୁ!-->…
ବଢିଲା ଶାହରୁଖ, ଅଜୟ ଓ ଟାଇଗର ଶ୍ରଫଙ୍କ ଅଡୁଆ, ପାନ ମସଲା ବିଜ୍ଞାପନ ନେଇ FDAର ନୋଟିସ୍
ମୁମ୍ବାଇ : ବଲିଉଡର ତିନି ପ୍ରମୁଖ ସୁପରଷ୍ଟାର ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ସମସ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ ପାନ ମସଲା ବିଜ୍ଞାପନ ସମ୍ପର୍କରେ କାରଣ ଦର୍ଶାଅ ନୋଟିସ୍!-->…
ସିକ୍କିମରେ ଭୂସ୍ଖଳନ: ପାହାଡ଼ରୁ ଖସୁଛି ମାଟି ଓ ପଥର, ସଙ୍କଟରେ ୧୫୦ ଲୋକଙ୍କ ଜୀବନ
ନୂଆଦିଲ୍ଲୀ: ପଶ୍ଚିମ ସିକ୍କିମରେ ଭୟଙ୍କର ଭୂସ୍ଖଳନ। ଗ୍ୟାଲସିଂ ଜିଲ୍ଲାର ୟୁକସମ୍ ସବ୍ ଡିଭିଜନ୍ ରିମ୍ବି ଓ ସିଙ୍ଗଲିତମ ଅଞ୍ଚଳରେ ବିଶାଳ ଭୂସ୍ଖଳନ ହୋଇଛି। ପାହାଡ଼ରୁ ମାଟି ଓ ପଥର ଲଗାତାର ତଳକୁ ଖସୁଥିବାରୁ ଜନବସତି ସହ ଚାଷଜମି ପ୍ରତି ବିପଦ ବଢ଼ିଛି। ଗତ୧୪ ଶୁକ୍ରବାର ରାତିରୁ ଭୂସ୍ଖଳନ!-->…
ଜିମ୍ବାୱେରେ ନୌକା ଦୁର୍ଘଟଣାରେ ଚାଲିଗଲା ୭୨ ଜୀବନ
ନୂଆଦିଲ୍ଲୀ: ଜିମ୍ବାୱେରେ ଭୟଙ୍କର ନୌକା ଦୁର୍ଘଟଣା । କରିବା ହ୍ରଦରେ ଏକ ଯାତ୍ରୀବାହୀ ନୌକା ଓଲଟି ପଡ଼ିବାରୁ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୧୮ ଜଣ ଶିଶୁ ଥିବା ଜଣାପଡ଼ିଛି । ଶନିବାର ଉଦ୍ଧାରକାରୀ ଦଳ ହ୍ରଦରୁ ଆଉ ଅନେକ ମୃତଦେହ ଉଦ୍ଧାର କରିବା ପରେ!-->…
ଟିଏମ୍ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାମପୁରହାଟ: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲା ରାମପୁରହାଟରେ ରବିବାର ସକାଳେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘର ନିକଟସ୍ଥ ଦଳୀୟ କାର୍ଯ୍ୟାଳୟରୁ ଉଦ୍ଧାର କରାଯାଇଛି।!-->…
ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ବାର୍ତ୍ତା: ଆତଙ୍କବାଦ ବିରୋଧୀ ଲଢ଼େଇ ଓ ନ୍ୟାୟପାଳିକା ଉପରେ…
ନୂଆଦିଲ୍ଲୀ: ସାରା ଦେଶ ଏବେ ୮୦ତମ ସ୍ୱାଧୀନତା ଦିବସ ପାଳନର ଉତ୍ସବରେ ମସଗୁଲ ଥିବାବେଳେ, ଏହି ପବିତ୍ର ଅବସରର ଠିକ୍ ପୂର୍ବସନ୍ଧ୍ୟାରେ ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଏହି!-->…
ଭାରତ ଆସିବେ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ
ନୂଆଦିଲ୍ଲୀ : ଭାରତ ଆସିବେ ଇରାନ ରାଷ୍ଟ୍ରପତି ପେଜେଶକିୟାନ। ପଶ୍ଚିମ ଏସିଆରେ ଆମେରିକା ସହିତ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଜାତୀୟ ରାଜଧାନୀ!-->…