Browsing Category

ଦେଶ

‘ସମାଧି ଦେବ ଭାରତର କ୍ଷେପଣାସ୍ତ୍ର…’, ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ କଡା ବାର୍ତ୍ତା

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ବିହାରର ଗୟାରେ ସମ୍ବୋଧିତ କରି କହିଥିଲେ ଯେ ଭାରତ ଉପରେ ଆକ୍ରମଣ କରିବା ପରେ କୌଣସି…

ଭୋଟର ତାଲିକାରେ ହେରଫେର ଅଭିଯୋଗ: ନିଲମ୍ବିତ ହେଲେ ୪ ନିର୍ବାଚନ କମିଶନ ଅଧିକାରୀ

କୋଲକାତା: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ, ପଶ୍ଚିମବଙ୍ଗ ସରକାର ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗରେ ଚାରି ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି, କିନ୍ତୁ ଏହି ଅଧିକାରୀଙ୍କ ବିରୁଦ୍ଧରେ…

ଏୟାର ଇଣ୍ଡିଆ ବିମାନରେ ଦେଖାଦେଲା ସମସ୍ୟା, ଯୋଧପୁର ବଦଳେର ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କଲା

ମୁମ୍ବାଇ: ପୁଣି ଏୟାର ଇଣ୍ଡିଆ ବିମାନର ହେଲା ଏମରଜେନ୍ସି ଲ୍ୟାଣ୍ଡିଂ । ମୁମ୍ବାଇରୁ ଯୋଧପୁର ଯାଉଥିବା ସମୟରେ ବିମାନରେ ସମସ୍ୟା ଦେଖାଦେବାରୁ ମୁମ୍ବାଇ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରାଯାଇଥିଲା । ବିମାନ ଉଡାଣ ଭରିବା ସମୟରେ ସମସ୍ୟାର ସମ୍ମୁଖୀନ ହୋଇଥିଲା ବୋଲି ଏୟାର ଇଣ୍ଡିଆର ଜଣେ…

ଭେଙ୍କଟେଶ୍ବର ସ୍ବାମୀଙ୍କୁ ୧୪୦ କୋଟି ଟଙ୍କାର ସୁନା ଅର୍ପଣ କଲେ ଶ୍ରଦ୍ଧାଳୁ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରକୁ ୧୨୧ କିଲୋ ସୁନା ଅର୍ପଣ କରିଛନ୍ତି ଜଣେ ଶ୍ରଦ୍ଧାଳୁ । ଯାହାର ଦାମ୍ ୧୪୦ କୋଟି ବୋଲି ଜଣାପଡିଛି । ନିଜର ନାମ ଗୁପ୍ତ ରଖିଛନ୍ତି ଶ୍ରଦ୍ଧାଳୁ । ନିଜ ବ୍ୟବସାୟରେ ଉନ୍ନତି ହେବା ଯୋଗୁଁ ଭଗବାନଙ୍କୁ ଏହି ସୁନା ଅର୍ପଣ କରିଛନ୍ତି ଭକ୍ତ । ଆନ୍ଧ୍ର ପ୍ରଦେଶ…

ରେଳ ପୋଲ ପାଇଁ ନିର୍ମାଣ ହୋଇଥିବା ଗାତରେ ବୁଡ଼ିଗଲେ ୪ ଶିଶୁ

ମହାରାଷ୍ଟ୍ର : ମହାରାଷ୍ଟ୍ର ୟବତମାଲରେ ଦୁଃଖଦ ଘଟଣା । ରେଳ କାର୍ଯ୍ୟ ପାଇଁ ଖୋଳାଯାଇଥିବା ଏକ ଗଭୀର ଗାତରେ ବୁଡ଼ି ଚାରି ଜଣ ନିରୀହ ଶିଶୁ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣା ଦାରୱା-ନେର ରାସ୍ତା ନିକଟସ୍ଥ ରେଳ ଷ୍ଟେସନ ପରିସରରେ ଘଟିଛି । ଖବର ମୁତାବକ,…

ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ ଭରିଲେ ବି.ସୁଦର୍ଶନ ରେଡ୍ଡୀ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ ଭରିଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀ । ଦିଲ୍ଲୀ ସଂସଦ ଭବନ ପରିସରରେ ନାମାଙ୍କନ ଭରିଛନ୍ତି । ୪ ସେଟ ନୋମିନେସନ ଫାଇଲ କରିଛନ୍ତି । ନାମାଙ୍କନ ଭରିବା ସମୟରେ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଉପସ୍ଥିତ…

ଜମ୍ମୁ କଶ୍ମୀରରେ ଭୂମିକମ୍ପ ଝଟକା ସାଙ୍ଗକୁ ବାଦଲଫଟା ବର୍ଷା, ଲୋକେ ଭୟଭୀତ

ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀର କୁପୱାଡା ଜିଲ୍ଲାରେ ୩.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁସାରେ, ମଧ୍ୟାହ୍ନ ପ୍ରାୟ ୧ଟା ୩୯ ମିନିଟରେ ଅନୂଭୂତ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଭୂ-ଗର୍ଭର ୫ କିଲୋମିଟର ତଳେ ସୃଷ୍ଟି ହୋଇଥିଲା ।…

ସେପ୍ଟେମ୍ବର ୭ରେ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ…

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୨୫ର ବ୍ଲଡ୍ ମୁନ୍ ପରେ ସେପ୍ଟେମ୍ବରରେ ପୁଣି ଥରେ ଭାରତରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯାଉଛି।ବ୍ଲଡ୍ ମୁନ୍ କେବଳ ଚନ୍ଦ୍ରଗ୍ରହଣ ସମୟରେ ଦେଖାଯାଏ ଏବଂ ଏହି ସମୟରେ ଚନ୍ଦ୍ର ଲାଲ ହୋଇଯାଇଥାଏ। ତେବେ ଜାଣନ୍ତୁ ୨୦୨୫ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ କେବେ…

ଟ୍ରମ୍ପଙ୍କ ଶୁଳ୍କ ଟେନସନ ବଢାଇଛି ! ଭାରତକୁ ୫୮.୯ ବିଲିୟନ ଡଲାର କ୍ଷତି…. ରୁଷ ପହଞ୍ଚିବା ପରେ କ’ଣ କହିଲେ ଜୟଶଙ୍କର?

ନୂଆଦିଲ୍ଲୀ: ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପ୍ରଭାବିତ କରୁଛି । ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ତିକ୍ତତା ଯୋଗୁଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନିଜ ଘରେ ଘେରି ରହିଛନ୍ତି । ଭାରତ ପ୍ରତି ତାଙ୍କର ଏଭଳି…

ଇତିହାସ ରଚିବ ସୁନା! ଡିସେମ୍ବର ସୁଦ୍ଧା ରେକର୍ଡ ସଂଖ୍ୟକ ମୂଲ୍ୟ ବୃଦ୍ଧି; ଭେଞ୍ଚୁରା ରିପୋର୍ଟ ଡରାଇଲାଣି

ନୂଆଦିଲ୍ଲୀ: ସର୍ବକାଳୀନ ରେକର୍ଡ କରିବ ସୁନା ଦର । ଡିସେମ୍ବର ସୁଦ୍ଧା ଗ୍ରାହକଙ୍କୁ ଚମକାଇଦେବ । ଭେଣ୍ଟୁରା ସିକ୍ୟୁରିଟିଜର ସଦ୍ୟତମ ଦୃଷ୍ଟିକୋଣ କହୁଛି ଯେ ବର୍ଷ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ୩,୬୦୦ ଡଲାର ପ୍ରତି ଆଉନ୍ସରେ ପହଞ୍ଚିପାରେ । ଏହାର ମୁଖ୍ୟ କାରଣ ହେଉଛି…