Browsing Category

ଦେଶ

ବ୍ୟାରିକେଡ୍ ଡେଇଁ ବିଧାନସଭା ପାଖରେ ପହଞ୍ଚିଲେ ଛାତ୍ର, ପାଣିମାଡ଼ ସହ ପୋଲିସ କଲା ଲାଠିଚାର୍ଜ

ଝାଡ଼ଖଣ୍ଡ : ତୀବ୍ର ହେଉଛି ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ । ପୋଲିସ – ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ରାସ୍ତାରେ ହଜାର ହଜାର ଛାତ୍ର ପୋଲିସ ବ୍ୟାରିକେଡ୍ ଡେଇଁ ବିଧାନସଭା ପାଖରେ ପହଞ୍ଚିଗଲେ । ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଘଉଡ଼ାଇବାକୁ ପ୍ରଥମେ ପାଣିମାଡ଼ କରିଥିଲା ପୋଲିସ ।

ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ, ବିଫଳ ହେଲା ସରକାର-ଛାତ୍ରନେତାଙ୍କ ଆଲୋଚନା

ରାଞ୍ଚି:ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନକୁ ନେଇ ସରକାର ଓ ଛାତ୍ରନେତାଙ୍କ ମଧ୍ୟରେ ଚାଲିଥିବା ଆଲୋଚନାରୁ ମିଳିଲାନି ସମ୍ପୂର୍ଣ୍ଣ ସମାଧାନ। ପ୍ରାୟ ୫ ଘଣ୍ଟା ଧରି ଆଲୋଚନା ହୋଇଥିଲେ ମଧ୍ୟ ଛାତ୍ରନେତାଙ୍କ ସମସ୍ତ ଦାବି ଉପରେ ସହମତି ହୋଇପାରିନାହିଁ। ଫଳରେ ଛାତ୍ର ଆନ୍ଦୋଳନ ଜାରି ରହିବ ବୋଲି

ଅବତରଣ ବେଳେ ଲେଜର ଆଲୋକରେ ଶିକାର ହେଲା ବିମାନ; ବର୍ତ୍ତିଲେ ୧୫୯ ଯାତ୍ରୀ

କଲକାତା:କଲକାତା ବିମାନବନ୍ଦରରେ ବଡ ଅଘଟଣ।ମାଲେସିଆ ଏୟାରଲାଇନ୍ସର MH-184 ବିମାନଟି କଲକାତା ବିମାନବନ୍ଦରରେ ଅବତରଣ କରିବା ସମୟରେ ଲେଜର ଆଲୋକରେ ଶିକାର ହୋଇଛି।ବିମାନଟି କ୍ୱାଲାଲମ୍ପୁରରୁ ୧୫୯ ଜଣ ଯାତ୍ରୀଙ୍କୁ ନେଇ

ମମତା ବାନାର୍ଜୀଙ୍କ କାଫଲା ଉପରେ ପଥର ମାଡ଼

କଲକାତା : ଉତ୍ତର ୨୪ ପରଗନାର ହାଲିଶହରରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାଫଲାକୁ ରବିବାର ଦିନ ପ୍ରତିବାଦକାରୀମାନେ ଅଟକାଇଥିଲେ। ସେମାନେ କାଫଲା ଉପରେ ପଥର ମାଡ଼ କରିଥିଲେ। ବାନାର୍ଜୀ ତୃଣମୂଳ କଂଗ୍ରେସ କର୍ମୀ ମୃତ ବିରଜୁ କେଓଟଙ୍କ ପରିବାରକୁ ଭେଟିବାକୁ

ମହାକାଳଙ୍କୁ ଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ୬ ଯୁବକଙ୍କ ଜୀବନ

ଉଜ୍ଜୈନ : ମଧ୍ୟପ୍ରଦେଶ ଧାର ଜିଲ୍ଲା ବଦନାବର-ଉଜ୍ଜୈନ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣ ଯୁବକଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣା ଗ୍ରାମ ପଞ୍ଚକବାସା ନିକଟରେ ଅପରାହ୍ନ ୧ଟାରେ ହୋଇଥିବା ଜଣାପଡିଛି । ଏକ ଦ୍ରୁତଗାମୀ ଡମ୍ପର ସହିତ ମାରୁତି ଇକୋ ଭ୍ୟାନ୍

କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର ଉପ ମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀଙ୍କ କାରକେଡ଼ରେ ସାମିଲ ଥିବା ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଜମ୍ମୁ କଶ୍ମୀରର ଗାଙ୍ଗ୍ୟାଲରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମୟରେ କାରକେଡ଼ରେ ଉପମୁଖ୍ୟମନ୍ତ୍ରୀ ନଥିଲ । କାରକେଡ୍

ଚୀନରେ ଟାଇଫୁନ୍ ଡଲଫିନ୍ ର ତାଣ୍ଡବ, ରେଡ୍ ଆଲର୍ଟ ଜାରି

ନୂଆଦିଲ୍ଲୀ: ଟାଇଫୁନ୍ ଡଲଫିନ୍ ଚୀନ୍‌ର ପୂର୍ବ ଉପକୂଳରେ ସ୍ଥଳଭାଗ ଛୁଇଁଛି। ଝଡ଼ର ତୀବ୍ରତାକୁ ଦୃଷ୍ଟିରେ ରଖି, ଚୀନ୍‌ର ଜାତୀୟ ପାଣିପାଗ ବିଭାଗ ରବିବାର ଦିନ ଏକ ରେଡ୍ ଆଲର୍ଟ ଜାରି କରିଛି। ଝଡ଼ ଆସିବା ମାତ୍ରେ ଝେଜିଆଙ୍ଗ ପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ଏବଂ ବର୍ଷା ଆରମ୍ଭ

କଥା ହେଲେ ଜେଡି ଭାନ୍ସ ଓ ପିଏମ୍ ମୋଦି, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

ନୂଆଦିଲ୍ଲୀ: ମୋଦୀ-ଭାନ୍ସ ଫୋନରେ ଆଲୋଚନା । ମୋଦିଙ୍କୁ ଫୋନ୍ କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ଭାରତ-ଆମେରିକା ସମ୍ପର୍କ ନେଇ ବଡ଼ ଆଲୋଚନା । ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ । ରଣନୈତିକ ଭାଗିଦାରୀ ଉପରେ ଫୋକସ୍ । ବାଣିଜ୍ୟରୁ ପ୍ରତିରକ୍ଷା, ସହଯୋଗ ବଢ଼ାଇବେ

ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ସମାରୋହ, ‘ବିକଶିତ ଭାରତ’ ପାଇଁ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୋଦୀ

ନୂଆଦିଲ୍ଲୀ:ଆଇଆଇଟି ଦିଲ୍ଲୀର ସମାବର୍ତ୍ତନ ଉତ୍ସବରେ ଶନିବାର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଠନ ଓ ଦେଶର ବିକାଶରେ ଯୁବପିଢ଼ିର ଭୂମିକା ନେଇ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଛାତ୍ରମାନଙ୍କ ମନରେ ଭବିଷ୍ୟତକୁ ନେଇ ଚାଲିଥିବା ଚିନ୍ତାଧାରାର ଉଦାହରଣ

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ୨ ମହଲା କୋଠା

ଉତ୍ତରପ୍ରଦେଶ : ଦେଶରେ ଲଗାତାର ହେଉଥିବା ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ୟୁପି ଆଗ୍ରାରେ ଲଗାତାର ହେଉଥିବା ବର୍ଷା ଯୋଗୁଁ ଦୁଇ ମହଲା ବିଲିଡିଂ ଭୁଶୁଡ଼ି ପଡିଛି । ଘଟଣା ଥାନା ଛତ୍ତା ଅଞ୍ଚଳରେ ବେଲନଗଂଜ ବଜାରରେ ହୋଇଛି । ବିଲିଡିଂ ଭୁଶୁଡିବା ଯୋଗୁଁ