Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିହାରରେ ମହିଳାଙ୍କ ପାଇଁ ୩୫% ସରକାରୀ ଚାକିରି ସଂରକ୍ଷଣ ଘୋଷଣା କଲେ ନୀତୀଶ
ପାଟନା,୮।୭: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହିଳା ଶକ୍ତି (ନାରୀ ଶକ୍ତି) ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ମଙ୍ଗଳବାର ସେ ଘୋଷଣା କରିଛନ୍ତି ଯେ, ବିହାରର ସ୍ଥାୟୀ ବାସିନ୍ଦା ଥିବା ମହିଳାମାନଙ୍କ ପାଇଁ!-->…
ବୋଇଂ 787-8 ଡ୍ରିମଲାଇନର ସବୁଠାରୁ ସୁରକ୍ଷିତ ବିମାନ ମଧ୍ୟରୁ ଗୋଟିଏ – ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୮।୭: ଅହମ୍ମଦାବାଦ ବିମାନ ଦୁର୍ଘଟଣା ସମ୍ପର୍କରେ ସଂସଦର ପବ୍ଲିକ ଆକାଉଣ୍ଟ୍ସ କମିଟି (PAC) ନିକଟରେ ଏୟାର ଇଣ୍ଡିଆ ତାର ଉତ୍ତର ଦାଖଲ କରିଛି। କମ୍ପାନୀ ବୋଇଂ 787-8 ଡ୍ରିମଲାଇନରକୁ ସମର୍ଥନ କରି କହିଛି ଯେ ଏହା ସବୁଠାରୁ ସୁରକ୍ଷିତ ବିମାନ ମଧ୍ୟରୁ ଗୋଟିଏ।
ଏକ ସଂସଦୀୟ କମିଟି!-->!-->!-->…
ମୋଦିଙ୍କ ନାଁ ନେଇ କରାଯାଉଛି ବଡ଼ ସ୍କାମ: ହୋଇଯାନ୍ତୁ ସାବଧାନ
ନୂଆଦିଲ୍ଲୀ,୮।୭: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିବେଶ ଯୋଜନାର ପ୍ରଚାର କରୁଛନ୍ତି, ଯେଉଁଥିରେ କେବଳ ୨୧,୦୦୦ ଟଙ୍କା ନିବେଶ କରି ପ୍ରତିଦିନ ୧.୨୫ ଲକ୍ଷ ଟଙ୍କା ଲାଭ ମିଳିପାରିବ। ଏହା ସ୍ବପ୍ନ!-->…
ମହାକାଶରେ ଶେଷ ସପ୍ତାହରେ ପାଦ ଦେଲେ ଶୁଭାଂଶୁ ଶୁକ୍ଳା
ନୂଆଦିଲ୍ଳୀ: ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ ପରେ ମହାକାଶ ଯାଇଛନ୍ତି ଶୁଭାଂଶୁ ଶୁକ୍ଳା। ଏବେ ମହାକାଶରେ ସେ ନିଜର ଶେଷ ସପ୍ତାହରେ ପାଦ ଥାପିଛନ୍ତି। ଆଜି ସେ ଦେଶ ସହ ଯୋଗାଯୋଗ କରିବେ ବୋଲି ସୂଚନା ରହିଛି। ଏବେ ମହାକାଶଚାରୀମାନେ ଏକ ବିରାଟ ବୈଜ୍ଞାନିକ ପରୀକ୍ଷଣ ପାଇଁ!-->…
ଇରାନ ପରେ ରୁଷ ଉପରେ ବି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ
ନୂଆଦିଲ୍ଲୀ : ଇରାନ ପରେ ରୁଷ ଉପରେ ବି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଗ୍ରହଣ କରୁନଥିବାରୁ ସେ କ୍ଷୁବଧ ହୋଇଉଠିଛନ୍ତି । ଫଳରେ ସେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର!-->…
ଭାରତୀୟ ବଂଶୋଦ୍ଭବ ବୈଭବ ତନେଜା ‘ଆମେରିକା ପାର୍ଟି’ର କୋଷାଧ୍ୟକ୍ଷ
ନୂଆଦିଲ୍ଲୀ: ଟେସଲାର ସିଏଫଓ (ମୁଖ୍ୟ ଆର୍ଥିକ ଅଧିକାରୀ) ବୈଭବ ତନେଜାଙ୍କୁ ଏଲୋନ୍ ମସ୍କଙ୍କ ନୂତନ ରାଜନୈତିକ ଦଳ ‘ଆମେରିକା ପାର୍ଟି’ରେ ଏକ ବଡ଼ ଦାୟିତ୍ୱ ମିଳିଛି। ମସ୍କ ବୈଭବ ତନେଜାଙ୍କୁ ଦଳର କୋଷାଧ୍ୟକ୍ଷ ଭାବରେ ବାଛିଛନ୍ତି। ଦି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ,!-->!-->!-->…
ମୋତେ ହତ୍ୟା କରିବାକୁ ଉଦ୍ୟମ କରିଥିଲା ଇସ୍ରାଏଲ: ମାସୁଦ
ନୂଆଦିଲ୍ଲୀ : ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା ଇସ୍ରାଏଲ। ଏକ ସାକ୍ଷାତକାର ଅବସରରେ ମାସୁଦ ଏହା ସ୍ପଷ୍ଟ କରିଛନ୍ତି। ଇସ୍ରାଏଲ ତାଙ୍କୁ ହତ୍ୟା ଖରିବାକୁ ଉଦ୍ୟମ କରିଥିଲା, କିନ୍ତୁ ବିଫଳ ହୋଇଥିଲା ବୋଲି ମାସୁଦ କହିଛନ୍ତି।ଆମେରିକାର ବରିଷ୍ଠ!-->…
ପ୍ୟାକିଂ ସମ୍ପୂର୍ଣ୍ଣ ସମାପ୍ତ, ସରକାରୀ ବାସଭବନ ଛାଡିବା ନେଇ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡଙ୍କ ସ୍ପଷ୍ଟିକରଣ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଶାସନ ଚାହିଁଛନ୍ତି ଯେ ପୂର୍ବତନ ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ ତୁରନ୍ତ ସରକାରୀ ବାସଭବନ ଖାଲି କରନ୍ତୁ । ସେ ଏବେ ବି କ୍ରିଷ୍ଣା ମେନନ ମାର୍ଗରେ ଥିବା ସରକାରୀ ବାସଭବନରେ ରହୁଛନ୍ତି । ସେହି ବାସଭବନ ବର୍ତ୍ତମାନର ସିଜେଆଇଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ଜଷ୍ଟିସ୍!-->…
ଫାର୍ମହାଉସ୍ରୁ ଖସିଆସିଲା ପୋଷା ସିଂହ; ରାସ୍ତା ମଝିରେ ଖେଳିଲା ଭୟର ବାତାବରଣ
ଇସ୍ଲାମ୍ବାଦ୍: ପାକିସ୍ତାନର ଲାହୋରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଫାର୍ମହାଉସରୁ ଏକ ପୋଷା ସିଂହ ପଳାଇଯିବା ଫଳରେ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ଦେଖାଦେଇଛି। ସିଂହଟି ଖସି ପଳାଇ ଆସିବା ପରେ ଜଣେ ମହିଳା ଏବଂ ତାଙ୍କର ଦୁଇ ଛୋଟ ପିଲାଙ୍କୁ ଆକ୍ରମଣ କରିଥିଲା। ତେବେ ଦୁଃଖର କଥା!-->…
ବିଜେପି ଛାଡ଼ି ଜନ ସୁରାଜ ପାର୍ଟୀରେ ସାମିଲ ହେଲେ ବିହାରର ଚର୍ଚ୍ଚିତ ୟୁଟ୍ୟୁବର
ପାଟନା: ଜନ ସୁରାଜ ପାର୍ଟୀରେ ସାମିଲ ହେଲେ ବିହାରର ଚର୍ଚ୍ଚିତ ୟୁଟ୍ୟୁବର। ବିହାରର ପ୍ରସିଦ୍ଧ ୟୁଟ୍ୟୁବର ତଥା ରାଜନେତା ମନୀଷ କଶ୍ୟପଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ପ୍ରାୟ ଏକ ମାସ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିହାରର ରାଜଧାନୀ ପାଟନାର ବାପୁ ଭବନରେ ଆୟୋଜିତ ଏକ!-->…