Browsing Category

ଦେଶ

ଗାନ୍ଧୀନଗର ଅଦାଲଜ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ରଥ ଆନନ୍ଦରେ ଟାଣିଲେ ଶ୍ରଦ୍ଧାଳୁ

ଗାନ୍ଧୀନଗର: ଗୁଜରାଟର ଗାନ୍ଧୀନଗରର ଅଦାଲଜର ଶନି ମନ୍ଦିର ନିକଟରେ ଥିବା ଜେସିଏଆରସି(ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଏବଂ ଗବେଷଣା କେନ୍ଦ୍ର) ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଏକ ସାଂସ୍କୃତିକ ସେତୁ ଭାବରେ କାର୍ଯ୍ୟ କରୁଛି। ଆଜି ଏଠାରେ ହର୍ଷୋଲ୍ଲାସର ସହିତ ରଥଯାତ୍ରାର ଆୟୋଜନ…

ଖୁବଶୀଘ୍ର ହୋଇପାରେ ବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚନ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢିଛି | ଦଳ ଆଜି ତିନୋଟି ରାଜ୍ୟରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିଛି। ଏପର୍ଯ୍ୟନ୍ତ, ବିଜେପି ୧୪ଟି ରାଜ୍ୟରେ ଏହାର ରାଜ୍ୟ ସଭାପତିଙ୍କ ନାମ ଘୋଷଣା କରିଛି। ଯେତେବେଳେ…

ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଗୁଜରାଟ ହାଇକୋର୍ଟରୁ ଆଶ୍ଵସ୍ତି

ଅହମଦାବାଦ: ୨୦୧୩ରେ ପଞ୍ଜିକୃତ ଦୁଷ୍କର୍ମ ମାମଲାରେ ଗୁଜରାଟ ହାଇକୋର୍ଟ ଆଶାରାମଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ହାଇକୋର୍ଟ ତାଙ୍କ ଅସ୍ଥାୟୀ ଜାମିନକୁ ଜୁଲାଇ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ମାମଲାରେ ଆଶାରାମ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେ ଚିକିତ୍ସା ଆଧାରରେ ଜାମିନରେ…

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ବ୍ଲାକ୍‌ ବକ୍ସରୁ ମିଳିଲା ଡାଟା

ଅହମ୍ମଦାବାଦ,୨୬ା୬: ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଏବଂ ୨୭୪ ଜଣଙ୍କ ମୃତ୍ୟୁ ହେବାର ପ୍ରାୟ ୧୫ ଦିନ ପରେ ସରକାର ଗୁରୁବାର ଘୋଷଣା କରିଛନ୍ତି ଯେ, ବିମାନର ଆଗ ବ୍ଲାକ୍‌ ବକ୍ସରୁ ଗୁରୁତ୍ୱପୂର୍ଣ୍ଣ ଉଡ଼ାଣ ତଥ୍ୟ ସଫଳତାର ସହ ଉଦ୍ଧାର କରାଯାଇଛି। ଗତକାଲି…

ଶିରଡ଼ି ସାଇବାବା ମନ୍ଦିର ଦର୍ଶନ ପାଇଁ ନୂଆ ନିୟମ

ଶିରଡି : ମହାରାଷ୍ଟ୍ରର ଶିରିଡିରେ ଥିବା ସାଇ ବାବାଙ୍କ ଦରବାରରେ ବର୍ଷତମାମ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ। ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଥାନ୍ତି ସାଧାରଣ ଭକ୍ତ ଓ ଭିଆଇପି ଭକ୍ତ । ତେବେ ଅନେକ ସମୟରେ ଭିଆଇପି ଓ ଭିଭିଆଇପି ଭକ୍ତଙ୍କ ପାଇଁ ସାଧାରଣ ଲୋକମାନେ କିଛିଟା ସମସ୍ୟାର ସମ୍ମୁଖୀନ…

ପାଣି ଦିଅ ନହେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ଭାରତକୁ ଏଭଳି ଧମକ ଦେଲେ ବିଲାୱଲ ଭୁଟ୍ଟୋ

ନୂଆଦିଲ୍ଲୀ: ଯଦି ସିନ୍ଧୁ ନଦୀର ପାଣି ବନ୍ଦ କରାଯାଏ, ତେବେ ଆମେ ସମସ୍ତ ଛଅଟି ନଦୀକୁ କବଜା କରିବୁ, ଯୁଦ୍ଧରୁ ମଧ୍ୟ ପଛକୁ ହଟିବୁ ନାହିଁ…' ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ଏବଂ ପୂର୍ବତନ ପାକ୍ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀଙ୍କ ଏହି ଧମକର ଉଚିତ ଜବାବ ଦେଇଛି…

ତେଜ ପ୍ରତାପଙ୍କ ସହ ଭିଡିଓ କଲରେ କଥା ହେଲେ ଅଖିଳେଶ

ନୂଆଦିଲ୍ଲୀ: ଗୁରୁବାର ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଭିଡିଓ କଲରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସହ କଥା ହୋଇଛନ୍ତି।କଥା ହେବା ସମୟରେ ଉଭୟ ନେତା ଆଗାମୀ ନିର୍ବାଚନ, ବିହାର ରାଜନୀତି ଏବଂ ପାରସ୍ପରିକ ସମ୍ପର୍କ…

ଭାରତକୁ ତୈଳ ଆମଦାନୀକାରୀରୁ ଶକ୍ତି ରପ୍ତାନିକାରୀ କରିବା ସରକାରଙ୍କ ଲକ୍ଷ୍ୟ : ନୀତିନ ଗଡକରୀ

ନୂଆଦିଲ୍ଲୀ,୨୬।୬: ଭାରତ ପ୍ରତିବର୍ଷ କେବଳ ଅଶୋଧିତ ତୈଳ ଆମଦାନୀ ପାଇଁ ୨୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରେ। ଏହା କେବଳ ଦେଶର ଅର୍ଥନୀତି ଉପରେ ଭାରୀ ବୋଝ ପକାଇ ନ ଥାଏ, ବରଂ ଶକ୍ତି ସୁରକ୍ଷାକୁ ମଧ୍ୟ ବିପଦରେ ପକାଇଥାଏ। ଏବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି…

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ସ୍ବାମୀଙ୍କ ବିନା ଅନୁମତିରେ ମୁସଲିମ ମହିଳା ‘ଖୁଲା’ ତଲାକ ନେଇପାରିବେ

ହାଇଦ୍ରାବାଦ,୨୬।୬: ଏକ ଐତିହାସିକ ରାୟରେ, ତେଲଙ୍ଗାନା ହାଇକୋର୍ଟ କହିଛନ୍ତି ଯେ ମୁସଲିମ ମହିଳାମାନଙ୍କର ଖୁଲା ମାଧ୍ୟମରେ ବିବାହ ଶେଷ କରିବାର ସମ୍ପୂର୍ଣ୍ଣ ଏବଂ ନିଃସର୍ତ୍ତ ଅଧିକାର ଅଛି। ଏହା ସହିତ, ଏଥିପାଇଁ ସ୍ବାମୀଙ୍କ ଅନୁମୋଦନ ଆବଶ୍ୟକ ନାହିଁ। ଖୁଲା ହେଉଛି ଇସଲାମିକ ଆଇନ ଅନୁଯାୟୀ…

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପ୍ରବେଶ କଲେ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ,୨୬।୬: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସମେତ ସମସ୍ତ ଚାରିଜଣ ମହାକାଶଚାରୀ ଆନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS)ରେ ପ୍ରବେଶ କରିଛନ୍ତି। ସେ କହିଛନ୍ତି ଯେ ମୋର ଯାତ୍ରା ଦେଶବାସୀଙ୍କ ଯାତ୍ରା। ଏହି ମିଶନକୁ ଭାରତର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ପରିଚାଳନା…