Browsing Category

ଦେଶ

ବଡ଼ ବିପଦ ଆଶଙ୍କା : ଇରାନ ପରମାଣୁ କେନ୍ଦ୍ରରୁ ତେଜଷ୍କ୍ରିୟ ବିକିରଣ

ଭିଏନା : ଯାହା ଆଶଙ୍କା କରାଯାଉଥିଲା ତାହା ସତ ପ୍ରମାଣିତ ହେବାପରି ଲାଗୁଛି। ଇରାନର ପରମାଣୁ କେନ୍ଦ୍ର ଗୁଡ଼ିକ ଉପରେ ଇସ୍ରାଏଲର ଆକ୍ରମଣ ପରେ ସେଠାରୁ ତେଜଷ୍କ୍ରିୟ ବିକିରଣ ହେବାର ସଂକେତ ମିଳୁଛି ବୋଲି ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ) ପକ୍ଷରୁ ସତର୍କ କରାଯାଇଛି ।ଆଇଏଇଏର…

ସିଏସଆଇଆର-ଚତୁର୍ଥ ପାରାଡାଇମ୍ ପ୍ରତିଷ୍ଠାନର ନିର୍ଦ୍ଦେଶକ ହେଲେ ଓଡିଆ ବୈଜ୍ଞାନିକ ଗୋପାଳକୃଷ୍ଣ ପାତ୍ର

ଭୁବନେଶ୍ବର : ଡକ୍ଟର ଗୋପାଳ କୃଷ୍ଣ ପାତ୍ର ବାଙ୍ଗାଲୋର ସ୍ଥିତ ସିଏସଆଇଆର-ଚତୁର୍ଥ ପାରାଡାଇମ୍ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦେଶର ଅଗ୍ରଣୀ ବିଜ୍ଞାନ ଓ କାରିଗରୀ ବିଦ୍ୟାର ସଂସ୍ଥାନ ବୈଜ୍ଞାନିକ ତଥା ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର)ର ୩୭ଟି…

ଅହମଦାବାଦ ବିମାନ ଦୁର୍ଘଟଣା, କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଟି ଗଠିତ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବର୍ତ୍ତମାନ ଭାରତୀୟ ବିମାନ ସେବାରେ ଥିବା ୩୪ଟି ବୋଇଂ ୭୮୭ ବିମାନର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ୮ଟି ବୋଇଂ ୭୮୭ ବିମାନର…

ଚର୍ଚ୍ଚାରେ ବିଜ୍ଞାପନ, ଦୁର୍ଘଟଣା ହେବ ବୋଲି ଜାଣିଥିଲା କି ଏହି କମ୍ପାନି?

ନୂଆଦିଲ୍ଲୀ: ଗୁରୁବାର ଅହମଦାବାଦରେ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଏହାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଥିବା ବେଳେ ଏବେ ଏକ ଖବରକାଗଜର ବିଜ୍ଞାପନ ଚର୍ଚ୍ଚାକୁ ଆସିଛି। ବିଜ୍ଞାପନରେ ବିମାନକୁ ଏଭଳି ଭାବେ ଉପସ୍ଥାପିତ…

ବିମାନ ଦୁର୍ଘଟଣାକୁ ନେଇ ତୁର୍କୀ ଆଡକୁ ଇଙ୍ଗିତ କଲେ ରାମଦେବ

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଉପରେ ଯୋଗଗୁରୁ ବାବା ରାମଦେବ ତୁର୍କୀ ଆଡ଼କୁ ଇଙ୍ଗିତ କରିଛନ୍ତି । ସେ କହିଛନ୍ତି ଯେ ମୁଁ ଜାଣିବାକୁ ପାଇଛି ଯେ ବିମାନରେ ରକ୍ଷଣାବେକ୍ଷଣ କାମ ଏକ ତୁର୍କୀ କମ୍ପାନୀ କରୁଥିଲା | ତୁର୍କୀ ଏହି ଏଜେନ୍ସି ମାଧ୍ୟମରେ ଏଭଳି ଏକ…

ଦକ୍ଷିଣ ଆଫ୍ରିକା ନୂଆ ବିଶ୍ବ ଟେଷ୍ଟ ଚାମ୍ପିୟନ, ୨୭ ବର୍ଷ ପରେ ଜିତିଲା ଆଇସିସି ଟ୍ରଫି

ଲର୍ଡସ : ଇତିହାସ ସୃଷ୍ଟି କରିଛି ଦକ୍ଷିଣ ଆଫ୍ରିକା । ଲଣ୍ଡନର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟ ହରାଇ ଚାମ୍ପିୟନ ହୋଇଛି ଏହି ଆଫ୍ରିକୀୟ ଦଳ ।୨୮୨ ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୫ ଓ୍ବିକେଟ ହରାଇ…

ମୃତ୍ୟୁର ଦ୍ବାରଦେଶରେ ଇରାନ: ପରମାଣୁ କେନ୍ଦ୍ରରୁ ଲିକ୍ ହେଉଥିବା ବିକିରଣ ବିନାଶ ଆଣିବ

ତେହେରାନ : ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ, ପ୍ରତ୍ୟେକ ମୁହୂର୍ତ୍ତରେ ଇରାନ ମୃତ୍ୟୁର ଦ୍ବାରଦେଶରେ ଠିଆ ହେବାରେ ଲାଗିଛି। ଯଦିଓ ଇରାନ ପରମାଣୁ ବିକିରଣ ଲିକ୍ ହେବା କଥାକୁ ଅସ୍ୱୀକାର କରୁଛି, କିନ୍ତୁ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା(ଆଇଏଇଏ) ଦ୍ୱାରା ଜାତିସଂଘକୁ…

ମଦ ଟଙ୍କାରେ କଂଗ୍ରେସ ଅଫିସ ନିର୍ମାଣ ଅଭିଯୋଗରେ ସିଲ କଲା ଇଡି

ରାୟପୁର: ଛତିଶଗଡ଼ ମଦ ଦୁର୍ନୀତିରେ ଇଡି କଂଗ୍ରେସ ନେତା କାୱାସି ଲଖମାଙ୍କ ଅନେକ ସମ୍ପତ୍ତି ଜବତ କରିଛି। ବିଶେଷ କଥା ହେଉଛି ଇଡି କଂଗ୍ରେସର ସୁକମା ଜିଲ୍ଲା ମୁଖ୍ୟାଳୟକୁ ମଧ୍ୟ ଜବତ ସିଲ କରିଛି। ଏହି କୋଠା ଛତିଶଗଡ଼ ପ୍ରଦେଶ କଂଗ୍ରେସ କମିଟି ନାମରେ ଅଛି। ଏପରି ପରିସ୍ଥିତିରେ, କଂଗ୍ରେସ ଭବନ…

ଆମେରିକା-ବ୍ରିଟେନ-ଫ୍ରାନ୍ସକୁ ଇରାନର ଚେତାବନୀ

ତେହେରାନ : ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଛନ୍ତି। ଏହା ମଧ୍ୟରେ ଇରାନ ଇସ୍ରାଏଲର ପ୍ରମୁଖ ସହଯୋଗୀ ତଥା ପାଶ୍ଚାତ୍ୟ ଦେଶଗୁଡ଼ିକୁ ଚେତାବନୀ ଦେଇଛି। ବିଶେଷ କରି ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନକୁ ଇରାନ ଚେତାବନୀ…

ସ୍ତ୍ରୀଙ୍କ ଅସ୍ଥି ବିସର୍ଜନ ପାଇଁ ଲଣ୍ଡନରୁ ଆସିଥିଲେ ସ୍ବାମୀ : ବିମାନ ଦୁର୍ଘଟଣାରେ ଜୀବନ ଦେଲେ

ଅହମଦାବାଦ, ୧୨।୬:ଅହମଦାବାଦ୍‌ ବିମାନ ଦୁର୍ଘଟଣାରେ ଲଣ୍ଡନ ନିବାସୀ ଭାରତୀୟ ବଂଶୋଦ୍ଭବ ଅର୍ଜୁନ ମନୁଭାଇ ପଟୋଲିଆ(୩୬) ପ୍ରାଣ ହରାଇଛନ୍ତି। ସେ ତାଙ୍କ ସ୍ତ୍ରୀ ଭାରତୀବେନ୍‌ ଏବଂ ୪ ଓ ୮ ବର୍ଷର ୨ ଝିଅଙ୍କ ସହ ଲଣ୍ଡନରେ ବସବାସ କରୁଥିଲେ। କିଛି ସପ୍ତାହ ତଳେ ଭାରତୀବେନ୍‌ଙ୍କର ମୃତ୍ୟୁ ହୋଇଥିଲା।…