Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ପାକିସ୍ତାନ ସହ ବଡ଼ ଡିଲ୍ କଲା ଋଷିଆ, ଭାରତକୁ ଜୋରଦାର ଝଟ୍କା
ନୂଆଦିଲ୍ଲୀ,୨୭।୫: ଭାରତର ବନ୍ଧୁ ଦେଶ ଋଷିଆ ପାକିସ୍ତାନ ସହିତ ଏକ ଆଧୁନିକ ଇସ୍ପାତ କାରଖାନା ର୍ନିମାଣ ପାଇଁ ଏକ ଚୁକ୍ତିନାମାକୁ ଚୂଡ଼ାନ୍ତ କରିଛି। ଏହି ଚୁକ୍ତି ୨୦୧୫ରେ ବନ୍ଦ ହୋଇଯାଇଥିବା ସୋଭିଏତ-ର୍ନିମିତ ଇସ୍ପାତ କାରଖାନାକୁ ପୁନର୍ଜୀବିତ କରିବ। ପାକିସ୍ତାନୀ ଅଧିକାରୀ ଏବଂ ରୁଷ!-->…
ବାଂଲାଦେଶ ସୀମାରେ ଯୁଦ୍ଧ ସ୍ଥିତି! ଏୟାରବେସ୍ ଆକ୍ଟିଭ୍ କଲା ଭାରତ
ନୂଆଦିଲ୍ଲୀ,୨୭।୫: ବାଂଲାଦେଶର ଚାଇନା ସହ ବଢୁଥିବା ସମ୍ପର୍କକୁ ମୁକାବିଲା କରିବା ପାଇଁ ଭାରତ ଅରୁଣାଚଳ ପ୍ରଦେଶରେ ଥିବା ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ବ୍ୟବହୃତ ବିଜୟନଗର ଏୟାରବେସ୍କୁ ପୁଣିଥରେ ସକ୍ରିୟ କରିବାକୁ ଯୋଜନା କରୁଛି। ଏହି ଏୟାରବେସ, ଯାହା ଚାଙ୍ଗ ଜିଲ୍ଲାରେ ଅବସ୍ଥିତ।!-->…
୧୫ ସେପ୍ଟେମ୍ବର ସୁଦ୍ଧା ଦାଖଲ କରିହେବ ଆୟକର ରିଟର୍ଣ୍ଣ
ନୂଆଦିଲ୍ଲୀ : ଦେଶର କୋଟି କୋଟି ଆୟକରଦାତା ମାନଙ୍କ ପାଇଁ ଏକ ବଡ଼ ଖବର। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଆୟକର ରିଟର୍ଣ୍ଣ ଫାଇଲ ତାରିଖକୁ ୧୫ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଥିବା ଘୋଷଣା କରାଯାଇଛି।ସିବିଡିଟି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏବେ ଆର୍ଥିକ!-->…
ଅପରେସନ ସିନ୍ଦୂରର ନୂଆ ଭିଡିଓ; ୭୨ଟି ଆତଙ୍କବାଦୀ ଶିବିର ନଷ୍ଟ କରାଯାଇଥିବା ଦାବି
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେବା ପାଇଁ ଭାରତ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଆକ୍ରମଣ ପରେ ଅପରେସନ ସିନ୍ଦୂରକୁ ନେଇ ନିରନ୍ତର ଖବର ଆସିବାରେ ଲାଗିଛି।ଅପରେସନ ସିନ୍ଦୂରକୁ ନେଇ ପ୍ରଥମେ ସେନା ଭିଡିଓ!-->…
ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ମିଳିଲାନି ଆଶ୍ୱସ୍ତି , ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ
ନୂଆଦିଲ୍ଲୀ : ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଆଶ୍ୱସ୍ତି ମିଳି ନାହିଁ। ହିସାର କୋର୍ଟ ସୋମବାର ତାଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ଏହା ପୂର୍ବରୁ,୨୨ ମେ’ରେ ଜ୍ୟୋତିଙ୍କ ଜାମିନକୁ ନେଇ!-->…
୬୫ କୋଟି ଦୁର୍ନୀତିରେ ଫସିଲେ ବଲିଉଡ ଅଭିନେତା, ସମନ ଜାରି କଲା ଇଓଡବ୍ଲ୍ୟୁ
୬୫ କୋଟି ଟଙ୍କାର ଦୁର୍ନୀତିରେ ଫସିଛନ୍ତି ବଲିଉଡ ଅଭିନେତା ଡିନୋ ମାରିଆ। ଏଥିପାଇଁ ମୁମ୍ବଇ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ତାଙ୍କୁ ସମନ ଜାରି କରିଛି। ଏହି ଦୁର୍ନୀତିରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।
ମହାରାଷ୍ଟ୍ରର ମିଠି ନଦୀରୁ ପଙ୍କୋଦ୍ଧାର କାର୍ଯ୍ୟ ପାଇଁ ଡ୍ରେଜିଂ!-->!-->!-->…
ବର୍ଷାରେ ବେହାଲ୍ ମୁମ୍ବାଇ; ରାସ୍ତାଘାଟ ସବୁଠି ପାଣି
ମୁମ୍ବାଇ : ମୁମ୍ବାଇରେ ବିଳମ୍ବିତ ରାତିରେ ଲାଗି ରହିଥିବା ପ୍ରବଳ ବର୍ଷାର ପ୍ରଭାବ ସୋମବାର ଦେଖାଯାଇଛି । ପ୍ରବଳ ବର୍ଷା କାରଣରୁ ରେଳ ଠାରୁ ଆରମ୍ଭ କରି ରାସ୍ତାଘାଟ ସବୁ କିଛି ପ୍ରଭାବିତ ହୋଇଛି। ଅସ୍ତବ୍ୟସ୍ତ ହୋଇ ଉଠିଛି ଜନଜୀବନ। ରେଳ ସେବା ପ୍ରଭାବିତ ହୋଇଥିବାରୁ ଲୋକେ ନିଜ କାର୍ଯ୍ୟାଳୟରେ!-->…
କଳା ଓ ବାଣିଜ୍ୟ ପଢ଼ୁଥିବା ଛାତ୍ରଛାତ୍ରୀ ବି ଉଡାଇପାରିବେ ବିମାନ
ନୂଆଦିଲ୍ଲୀ: ବିମାନ ଉଡ଼ାଇବାର ସ୍ୱପ୍ନ ଆଉ କେବଳ ବିଜ୍ଞାନ ଛାତ୍ରଙ୍କ ମଧ୍ୟରେ ସୀମିତ ରହିବ ନାହିଁ। ଭାରତରେ ପାଇଲଟ୍ ହେବା ପାଇଁ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଡିଜିସିଏ (ସିଭିଲ ଏଭିଏସନ୍ ମହାନିର୍ଦ୍ଦେଶାଳୟ) ଏବେ ଏପରି ଏକ ସୁପାରିଶ କରିଛି ଯେ କଳା ଏବଂ ବାଣିଜ୍ୟର!-->…
ଭାରତ ନିର୍ମାଣ କରୁଛି ଏହି ଶକ୍ତିଶାଳୀ ମିସାଇଲ ଡିଫେନ୍ସ ସିଷ୍ଟମ
ନୂଆଦିଲ୍ଲୀ : ପାକିସ୍ତାନ ବିପକ୍ଷରେ ନିକଟରେ ଶେଷ ହୋଇଥିବା ଅପରେସନ ସିନ୍ଦୂର ଓ ପରବର୍ତ୍ତୀ ସଂଘର୍ଷରେ ଭାରତୀୟ ବାୟୁ ସୁରକ୍ଷା ପ୍ରଣାଳୀ ନିଜର ଦକ୍ଷତା ଦେଖାଇଥିଲା । ରୁଷ ନିର୍ମିତ ଏସ-୪୦୦ ସମେତ ସ୍ବଦେଶୀ ଆକାଶତୀର ସିଷ୍ଟମ ପାକିସ୍ତାନୀ ରକେଟ ଓ ଡ୍ରୋନକୁ ଆକାଶରେ ହିଁ ଧ୍ବଂସ କରି ଦେଶକୁ!-->…
ପୁଣି ମଣିପୁର ଅଶାନ୍ତ: ସୁରକ୍ଷାକର୍ମୀ-ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି, ୫ ଆହତ
ଇମ୍ଫାଲ: ରାଜଭବନ ଅଭିମୁଖେ ଯିବାବେଳେ ଇମ୍ଫାଲରେ ସୁରକ୍ଷାକର୍ମୀ-ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି। ଏହି ଧସ୍ତାଧସ୍ତିରେ ୫ଜଣ ଆନ୍ଦୋଳନକାରୀ ଆହତ ହୋଇଛନ୍ତି। ରାଜ୍ୟପାଳଙ୍କ ବିବୃତିକୁ ନେଇ ତାତିଲେ ମେତେଇ। ଆଲୋଚନା ପାଇଁ ମେତେଇ ଟିିମ ଆଜି ନୂଆଦିଲ୍ଲୀ ଯିବ ଏବଂ!-->…