Browsing Category

ଦେଶ

ଜଳିଗଲା ପାସେଞ୍ଜର ଟ୍ରେନ, ଭୟରେ ଡେଇଁଲେ ଯାତ୍ରୀ

ପାଟନା : ବିହାରର ସହରସାରେ ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ । ବିହାରର ସହରସାରେ ସିମରୀ ବଖତିୟାରପୁର ରେଲୱେ ଷ୍ଟେସନ ପ୍ଲାଟଫର୍ମ ୨ରେ ସମସ୍ତିପୁର-ସହରସା ଟ୍ରେନ ଇଂଜିନ ଏବଂ କୋଚରେ ନିଆଁ ଲାଗିଯାଇଥିଲା । ଟ୍ରେନ ସିମରି ବଖତିୟାରପୁର ରେଳ ଷ୍ଟେସନରେ ଏକ ଯାତ୍ରୀବାହୀ ଟ୍ରେନ ଛିଡ଼ା

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୪ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଆତଙ୍କର ରକ୍ତାକ୍ତ ଛାୟା । ଆତ୍ମଘାତୀ ଆକ୍ରମଣରେ ୧୪ ମୃତ । ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାଟ ଜିଲ୍ଲାର କାବାଲ ସହରରେ ଗତକାଲି ସନ୍ଧ୍ୟାରେ ଶାନ୍ତି ପାଇଁ ଆୟୋଜିତ ବିଶାଳ ଜନସମାବେଶ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଭୟଙ୍କର ଆକ୍ରମଣରେ ଅତି କମରେ ୧୪

ମଝି ସମୁଦ୍ରରେ ଜଳିଗଲା ଫେରୀ, ୫ ମୃତ, ୪୧ ନିଖୋଜ

ନୂଆଦିଲ୍ଲୀ : ମଝି ସମୁଦ୍ରରେ ଜଳିଗଲା ଯାତ୍ରୀବାହୀ ଫେରୀ, ୫ ମୃତ, ୪୧ ନିଖୋଜ । ଇଣ୍ଡୋନେସିଆ ମାଦୁରା ଦ୍ବୀପ ନିକଟରେ ଘଟିଛି ଏ ବଡ଼ ଧରଣର ଅଘଟଣ । ଫେରୀରେ ନିଆଁ ଲାଗିଯିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ୪୧ ଜଣ ନିଖୋଜ ଥିବାରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସୂଚନା

କେରଳରେ ବନ୍ୟା, ୬ମୃତ ଓ ୬ ନିଖୋଜ

କେରଳ: ପ୍ରବଳ ବର୍ଷା କେରଳର ପରିସ୍ଥିତିକୁ ଆହୁରି ଖରାପ କରିଛି। ସାରା ରାଜ୍ୟରେ ମୋଟ ୬୫ଟି ରିଲିଫ୍ ଶିବିର ଖୋଲାଯାଇଛି । ଯେଉଁଥିରେ ୧୪୬୫ ଜଣଙ୍କୁ ଆଶ୍ରୟ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ୍ ରାଜସ୍ୱ ମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ସହ ନିରନ୍ତର

ପ୍ରଧାନମନ୍ତ୍ରୀଙ୍କ ନିଶା ମୁକ୍ତଯୁବ ଅଭିଯାନ ଆରମ୍ଭ, ସାମିଲ ହେବେ ୧ କୋଟିରୁ ଅଧିକ ଯୁବକ

ନୂଆଦିଲ୍ଲୀ: ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆଜି ନିଶାମୁକ୍ତ ଯୁବ ଅଭିଯାନ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶ୍ବର ୨୮ ହଜାରରୁ ଅଧିକ ସ୍ଥାନରୁ ୧କୋଟିରୁ ଅଧିକ ଯୁବକ ସାମିଲ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ସାରା ଦେଶରେ ଯୁବପିଢିମାନେ ଏକ

ସପିଂ ସେଣ୍ଟରରେ ଆଖିବୁଜା ଗୁଳିକାଣ୍ଡ, ୩ ମୃତ

ଆମେରିକା: ଆମେରିକାରେ ଲଗାତାର ଭାବେ ଗୁଳିକାଣ୍ଡ ଘଟଣା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ତାଜା ଘଟଣା ଆଇଡାହୋର ଟ୍ବିନ୍ ଫଲ୍ସରେ ଦେଖିବାକୁ ମିଳିଛି । ଶନିବାର ଦ୍ବିପ୍ରହରରେ ଏକ ସପିଂ ଅଞ୍ଚଳରେ ଆଖିବୁଜା ଫାୟାରିଂ ହୋଇଥିବା ସୂଚନା ମିଳିଛି । ଫଳରେ ଏହି ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ

ପେରୁରେ ବିମାନ ଦୁର୍ଘଟଣା : ୧୩ ମୃତ

ନୂଆଦିଲ୍ଲୀ : ଶନିବାର ଦିନ ପେରୁରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଫଳରେ ବିଶ୍ୱ ପ୍ରସିଦ୍ଧ ନାଜକା ଲାଇନ୍ସକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏକ କ୍ଷେତରେ ଖସିପଡ଼ିଛି । ଭୂମିରେ ପଡ଼ିବା ମାତ୍ରେ ବିମାନଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ

ଏଥର ଗୋଟିଏ ପର୍ଯ୍ୟାୟରେ ହେବ ନିଟ୍‌ ପିଜି-୨୦୨୬ ପରୀକ୍ଷା

ନୂଆଦିଲ୍ଲୀ: ନିଟ୍ ପିଜି-୨୦୨୬ ପରୀକ୍ଷାକୁ ସ୍ବଚ୍ଛ, ନିରପେକ୍ଷ ଓ ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧାଜନକ କରିବା ନିମନ୍ତେ କେନ୍ଦ୍ର ସରକାର ବ୍ୟାପକ ପରିବର୍ତ୍ତନ କରିଛନ୍ତି। ଅଗଷ୍ଟ ୩୦ ତାରିଖ ରବିବାର ସକାଳ ୯ଟାରୁ ଅପରାହ୍ଣ ୧୨ଟା ୩୦ ପର୍ଯ୍ୟନ୍ତ ସାରା ଦେଶରେ ଗୋଟିଏ ପର୍ଯ୍ୟାୟରେ

କାବେରୀ ଜଳ ବିବାଦ: ଫସଲକୁ ବଞ୍ଚାଇବା ପାଇଁ ବାଲିରେ ନିଜକୁ ପୋତି ପ୍ରତିବାଦ କଲେ ଚାଷୀ

ଚେନ୍ନାଇ: ତାମିଲନାଡୁର ତ୍ରିଚିର ଚାଷୀମାନେ କୃଷି ପାଇଁ ପାଣି ଦାବି କରି କାବେରୀ ନଦୀର ବାଲିରେ ନିଜକୁ ପୋତି ଦେଇ ଏକ ନିଆରା ପ୍ରତିବାଦ କରିଛନ୍ତି। ମେଟୁର ଡ୍ୟାମ୍ ଖୋଲିବାରେ ବିଳମ୍ବ ଏବଂ କୁରୁଭଇ ଧାନ ଚାଷକୁ ପ୍ରଭାବିତ କରୁଥିବା ଜଳ ଅଭାବ ଯୋଗୁଁ ଏହି ପ୍ରତିବାଦ ଆରମ୍ଭ ହୋଇଛି।

ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ କୁ ରାଷ୍ଟ୍ରପତିଙ୍କ ସମ୍ମତି

ନୂଆଦିଲ୍ଲୀ : ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ଏହି ସପ୍ତାହରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଛି । ରାଷ୍ଟ୍ରପତିଙ୍କ ସମ୍ମତି ସହିତ, ଏହା ଏବେ ଆଇନରେ ପରିଣତ ହୋଇଛି। ନୂତନ ଆଇନ ଅନୁଯାୟୀ, ପେପର ଲିକ୍ ପାଇଁ ଦାୟୀ ବ୍ୟକ୍ତିମାନେ ତିନି ମାସ ମଧ୍ୟରେ ଦଣ୍ଡ