Browsing Category

ଦେଶ

୧୨,୦୦୦ କୋଟି ଟଙ୍କା ଅତିକ୍ରମକଲା ଭାରତରେ ଟ୍ରାଫିକ ଜରିମାନା, ଅନେକ ଦେଶର GDP ପଡିଲା ପଛରେ: ରିପୋର୍ଟ

ନୁଆଦିଲ୍ଲୀ,୧୯।୫: CARS24 ଦ୍ୱାରା ପ୍ରକାଶିତ ଏକ ସାମ୍ପ୍ରତିକ ସର୍ଭେ ରିପୋର୍ଟ ଅନୁଯାୟୀ, ଭାରତରେ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଲାଗୁ ହୋଇଥିବା ଜରିମାନା ଅନେକ ଛୋଟ ଦେଶର GDPକୁ ଅତିକ୍ରମ କରିଛି। ୨୦୨୪ ରିପୋର୍ଟ ଅନୁସାରେ, ପ୍ରାୟ ୮ କୋଟି ଟ୍ରାଫିକ ଚାଲାନ ଜାରି ହୋଇଛି, ଯାହାର ମୋଟ…

ଭାରତ ଧର୍ମଶାଳା ନୁହେଁ, ସମସ୍ତଙ୍କୁ ଏଠାରେ ଆଶ୍ରୟ କାହିଁକି ଦିଆଯିବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଶରଣାର୍ଥୀଙ୍କ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ ଭାରତ ଧର୍ମଶାଳା ନୁହେଁ। ସାରା ବିଶ୍ୱରୁ ଆସୁଥିବା ଲୋକଙ୍କୁ ଆଶ୍ରୟ ଦେବାର କୌଣସି ଯଥାର୍ଥତା ନାହିଁ। ଭାରତ ସବୁ ଲୋକଙ୍କୁ କାହିଁକି ଆଶ୍ରୟ ଦେବ… ?ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି…

ୟୁକୋ ବ୍ୟାଙ୍କର  ପୂର୍ବତନ ସିଏମଡି ଗିରଫ, ୬୨୧୦ କୋଟିର ଋଣ ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୟୁକୋ ବ୍ୟାଙ୍କରେ ଏକ ବଡ଼ ଧରଣର ଋଣ ଦୁର୍ନୀତିର ପର୍ଦ୍ଦାଫାଶ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏହି ମାମଲାରେ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ ଇଡି ଏକ ବଡ଼ ଧରଣର ଚଢଉ କରିଛି । ଏହା ସହିତ ୟୁକୋ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଏବଂ…

ଲସ୍କର-ଏ-ତୋଏବାର ହେଡକ୍ବାର୍ଟରରେ ଟ୍ରେନିଂ ନେଇଥିଲେ ଜ୍ୟୋତି, ଆତଙ୍କୀ ଆଡ୍ଡାରେ ରହିଥିଲେ ୧୪ ଦିନ !

ନୂଆଦିଲ୍ଲୀ: ଆତଙ୍କୀ ଶିବିରରେ ଥିଲେ ପାକିସ୍ତାନୀ ଗୁପ୍ତଚର ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୪ ଦିନ ଧରି ସେଠାରେ ରହିଥିଲେ ଆଉ ଆତଙ୍କୀ ଆଡ୍ଡାରେ ତାଲିମ ନେଉଥିଲେ । ପାକିସ୍ତାନର ମୁରିଦକେ ସହର ଯାହାକୁ ଲସ୍କର-ଏ-ତୋଏବାର ହେଡକ୍ବାର୍ଟର କୁହାଯାଏ ଆଉ କୁଖ୍ୟାତ ଆତଙ୍କୀ ହାଫିଜ ସଇଦର ଘର ବୋଲି…

ପହଲଗାମ୍ ଆତଙ୍କୀ ହମଲା: ନିରୀହ ପର୍ଯ୍ୟଟକଙ୍କୁ ଦୋଷ ଦେଇଥିଲେ ଜ୍ୟୋତି

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲା ନେଇ ଯେତେବେଳେ ସାରା ବିଶ୍ବ ଆତଙ୍କବାଦୀଙ୍କୁ ଏ ଘୃଣ୍ୟ କାମକୁ ନିନ୍ଦା କରୁଥିଲା ଆଉ ପାକିସ୍ତାନ ବିରୋଧରେ ସ୍ବର ତେଜୁଥିଲା ଠିକ୍ ସେତେବେଳେ ଭାରତରେ ରହି ଜଣେ ଭାରତୀୟ ହୋଇ ପହଲଗାମ୍ ହମଲାରେ ଆତଙ୍କୀଙ୍କୁ ନୁହେଁ ବରଂ ନିରୀହ ପର୍ଯ୍ୟଟକଙ୍କୁ ଦୋଷ ଦେଇଥିଲେ…

ସବୁ ବିଚାରପତି ପୂର୍ଣ୍ଣକାଳୀନ ପେନସନ ପାଇବାକୁ ହକଦାର : ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଅତିରିକ୍ତ ବିଚାରପତି ଭାବରେ ଅବସର ନେଇଥିବା ବ୍ୟକ୍ତିଙ୍କ ସମେତ ସମସ୍ତ ହାଇକୋର୍ଟ ବିଚାରପତି ପୂର୍ଣ୍ଣ ପେନସନ ପାଇବାକୁ ହକଦାର। ଜଣେ ବିଚାରପତି ଜିଲା ନ୍ୟାୟାଳୟରୁ ପଦୋନ୍ନତି ପାଇଛନ୍ତି କି ବାରରୁ ଉନ୍ନୀତ ହୋଇଛନ୍ତି ତାହା ଉପରେ କୌଣସି ପାର୍ଥକ୍ୟ କରାଯାଇପାରିବ ନାହିଁ ବୋଲି…

କାର୍‌ ଭିତରେ ଶ୍ଵାସରୁଦ୍ଧ ହୋଇ ୪ ଶିଶୁ ମୃତ

ବିଜୟନଗରମ୍ : ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଦ୍ଵାରପୁଡି ଗାଁରେ ଅଘଟଣ। ଏକ କାର୍ ଭିତରେ ଶ୍ଵାସରୁଦ୍ଧ ହୋଇ ୪ ଜଣ ପିଲାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୁଅ ଏବଂ ୩ ଜଣ ଝିଅ ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ପିଲାମାନେ ଘର ବାହାରେ ଖେଳୁଥିବା ସମୟରେ ପାଖରେ ଠିଆ…

ଭାରତର ଆକ୍ରମଣରେ ନଷ୍ଟ ହୋଇଥିବା ଆତଙ୍କବାଦୀ ଆଡ୍ଡାକୁ ପୁଣି ନିର୍ମାଣ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ 'ଅପରେସନ୍ ସିନ୍ଦୂର'କୁ ଆଧାର କରି ଭାରତ ନଅଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ପାକିସ୍ତାନକୁ କଡ଼ା ଜବାବ ଦେଇ ନଅଟି ଆତଙ୍କବାଦୀ ଆଡ୍ଡାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦେଇଥିଲା ଭାରତ। ଭାରତର ଏହି ଶକ୍ତିଶାଳୀ ଆକ୍ରମଣରେ…

ଅପରେସନ ସିନ୍ଦୂର ପାକିସ୍ତାନ ପାଇଁ ଏକ ଶିକ୍ଷା ଥିଲା : ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତୀୟ ସେନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅପରେସନ ସିନ୍ଦୂର ସହିତ ଜଡିତ ଆଉ ଏକ ନୂଆ ଭିଡିଓ ସେୟାର କରିଛି। ଏହି ଭିଡିଓରେ ସେନାର ସୈନିକମାନେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରୁଥିବାର ଦେଖିବାକୁ ମିଳୁଛି। ଭାରତୀୟ ସେନା ଏହି ଭିଡିଓ ସେୟାର କରି…

ଆଇଏସ୍ଆଇର ତିନିଜଣ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ ଜ୍ୟୋତି

ନୂଆଦିଲ୍ଲୀ: ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମରେ ବିପୁଳ ଲୋକପ୍ରିୟତା ହାସଲ କରିଥିବା ଜ୍ୟୋତି ମାଲହୋତ୍ରା ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଦେଶର ସମ୍ବେଦନଶୀଳ ସୂଚନା ପ୍ରଦାନ…