Browsing Category

ଦେଶ

ମେ’ ୭ରେ ବନ୍ଦ ରହିବ ମୁମ୍ବାଇ ବିମାନ ବନ୍ଦର

ମୁମ୍ବାଇ : ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ୭ ମଇକୁ କିଛି ଘଣ୍ଟା ପାଇଁ ବନ୍ଦ ରହିବ । ଏହି ସମୟରେ ରନଓେ୍ବରେ ପ୍ରି-ମନସୁନ୍ ମେଣ୍ଟେନାନ୍ସ କାମ କରାଯିବ । ଏୟାରପୋର୍ଟ ପ୍ରଶାସନ ମୁତାବକ, ଗୁରୁବାର ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ୬ ଘଣ୍ଟା ପାଇଁ

ଇରାନର ସପିଂ ସେଣ୍ଟରରେ ଅଗ୍ନିକାଣ୍ଡ, ୮ ମୃତ, ୩୬ ଆହତ

ତେହରାନ : ଇରାନର ରାଜଧାନୀ ତେହରାନ ନିକଟରେ ଥିବା ଏକ ସପିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଆହତଙ୍କ ଚିକିତ୍ସା ଚାଲିଛି । ତେହରାନ ନିକଟରେ

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଆସନ୍ତା ୧୧ରେ ଆସାମରେ ନୂଆ ସରକାର

ନୂଆଦିଲ୍ଲୀ : ଆସାମ ବିଧାନସଭା ନିର୍ବାଚନର ଫଳାଫଳ ପାଇବା ପରେ ରାଜ୍ୟରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ତାଙ୍କ ମନ୍ତ୍ରୀ ପରିଷଦ ସହିତ ପଦରୁ ଇସ୍ତଫା ଦେଇଛନ୍ତି । ଆସନ୍ତା ୧୧ ତାରିଖରେ ଆସାମରେ ନୂଆ ସରକାର ଶପଥ ନେବେ । ଏନେଇ

ବିଜୟଙ୍କ ପାର୍ଟିକୁ ସମର୍ଥନ ଦେଲା କଂଗ୍ରେସ

ତାମିଲନାଡୁ : ତାମିଲନାଡୁ ବିଧାନସଭା ନିର୍ବାଚନରେ ଟିଭିକେ ବାଜିମାତ କରିଛି । ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୧୮ ଆସନ ହାସଲ ପାଇଁ ଟିଭିକେ ବିଭିନ୍ନ ଦଳ ସହିତ ମେଣ୍ଟ କରିବାକୁ ଚାହୁଁଥିଲା । ଟିଭିକେ କଂଗ୍ରେସ ସମର୍ଥନ ଲୋଡିଥିଲା । ଏବେ କଂଗ୍ରେସ ଟିଭିକେକୁ ସମର୍ଥନ କରିବାକୁ

ପଶ୍ଚିମବଙ୍ଗରେ ହିଂସା : ୨ ବିଜେପି ଓ ଜଣେ ଟିଏମସି କର୍ମୀଙ୍କ ମୃତ୍ୟୁ, ଅନେକ ସ୍ଥାନରେ ଭଙ୍ଗାରୁଜା

କୋଲକାତା: ନିର୍ବାଚନ ଫଳାଫଳ ଘୋଷଣା ହେବା ପରଠାରୁ ରାଜ୍ୟର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୋମବାରଠାରୁ ରାଜ୍ୟରେ ଲଗାତାର ଭଙ୍ଗାରୁଜା ଏବଂ ହିଂସା ଘଟଣା ରିପୋର୍ଟ ହେଉଛି। ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଘରୁ ବାହାରକୁ ଯିବାକୁ ଭୟ କରୁଛନ୍ତି। ପ୍ରଶାସନ ପକ୍ଷରୁ

ହର୍ମୁଜ ପ୍ରଣାଳୀରେ”ପ୍ରୋଜେକ୍ଟ ଫ୍ରିଡମ୍”କୁ ବନ୍ଦ କଲା ଆମେରିକା

ଆମେରିକା : ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନାର ଅନ୍ତ ପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେ ନୌସେନା ଅଭିଯାନ “ପ୍ରୋଜେକ୍ଟ

ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଅନୁମୋଦିତ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବଢ଼ିବେ ବିଚାରପତି । କେନ୍ଦ୍ର କ୍ୟାବିନେଟର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସୁପ୍ରିମକୋର୍ଟର କ୍ଷମତା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରଧାନ ବିଚାରପତିଙ୍କୁ ବାଦ ଦେଇ ବିଚାରପତିଙ୍କ ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି

ମୁଁ ଇସ୍ତଫା ଦେବିନି’, ‘ଇଣ୍ଡିଆ’ ମେଣ୍ଟକୁ ଶକ୍ତିଶାଳୀ କରିବି : ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଟିଏମସିର ପରାଜୟ ପରେ ମମତାଙ୍କ ବଡ଼ ଘୋଷଣା । ମମତା ବାନାର୍ଜୀ ନିର୍ବାଚନ ଆୟୋଗକୁ ମୁଖ୍ୟ ଖଳନାୟକ ବୋଲି କହିଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ସତ୍ତ୍ୱେ ପଦ ତ୍ୟାଗ କରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଓଭରଟେକ୍ ବେଳେ କାରକୁ ପିଟିଲା ସ୍କର୍ପିଓ, ୫ ପୋଲିସ କର୍ମୀ ମୃତ

ହରିୟାଣା : ହରିୟାଣା ନୁହ ଜିଲ୍ଲାରେ କୁଣ୍ଡଲୀ-ମାନେସର-ପଲବଲ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୪ ପୋଲିସ କର୍ମୀଙ୍କ ସମତେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣାରେ ସ୍କର୍ପିଓ କାର୍ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ସକାଳ ୧୦.୩୦ ମିନିଟରେ

ବନ୍ୟାରେ ନିଖୋଜ ବ୍ୟକ୍ତିଙ୍କ ଶରୀର କୁମ୍ଭୀର ପେଟରୁ ଉଦ୍ଧାର

ଦକ୍ଷିଣ ଆଫ୍ରିକା : ଦକ୍ଷିଣ ଆଫ୍ରିକାରୁ ଏକ ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବନ୍ୟାରେ ନିଖୋଜ ହୋଇଥିବା ଜଣେ ହୋଟେଲ ମାଲିକ ଗାବ୍ରିଏଲ୍ ବାଟିଷ୍ଟାଙ୍କ ଦେହାବଶେଷ ଏକ ବିଶାଳ କୁମ୍ଭୀରର ପେଟରୁ ଉଦ୍ଧାର କରାଯାଇଛି । ଯାହାର ପ୍ରମାଣ କୁମ୍ଭୀରର