Browsing Category

ଦେଶ

ସଂରକ୍ଷଣ ସୀମା ୬୮%କୁ ବଢାଇବାକୁ ଖଡଗେଙ୍କ ଦାବି

ବେଙ୍ଗାଲୁରୁ: ଜାତି ଜନଗଣନାକୁ ନେଇ ଦେଶର ରାଜନୀତି ପୁଣି ଉଷ୍ମ ହୋଇଛି। କର୍ଣ୍ଣାଟକର ହୁବଲିରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବେ ସଂରକ୍ଷଣ ଉପରେ ସିଧାସଳଖ ବାଜି ମାରିଛନ୍ତି। ସେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ଯେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ୬୮ ପ୍ରତିଶତକୁ…

UPSC ୨୦୨୪ ଟପର ଶକ୍ତି ଦୁବେଙ୍କ ମାର୍କସିଟ ଭାଇରାଲ୍

ପ୍ରୟାଗରାଜ, ୧।୫: ସଂଘ ଲୋକସେବା ଆୟୋଗ (UPSC) ସିଭିଲ ସର୍ଭିସେସ ପରୀକ୍ଷା ୨୦୨୪ର ଫଳାଫଳ ଗତ ଏପ୍ରିଲ ୨୨, ୨୦୨୫ରେ ପ୍ରକାଶ ପାଇଥିଲା, ଯେଉଁଥିରେ ଉତ୍ତରପ୍ରଦେଶର ପ୍ରୟାଗରାଜର ଶକ୍ତି ଦୁବେ ଅଲ ଇଣ୍ଡିଆ ର‍୍ୟାଙ୍କ (AIR) ୧ ହାସଲ କରି ଟପର ହୋଇଛନ୍ତି। ଏବେ ଶକ୍ତିଙ୍କ ମାର୍କସିଟ ଏବଂ ବିଭିନ୍ନ…

ମନ୍ଦିର କାନ୍ଥ ତଳେ ଚାପି ହୋଇ ୮ ମୃତ

ଅମରାବତି: ଆନ୍ଧ୍ରପ୍ରଦେଶର ସୀମାଞ୍ଚଳସ୍ଥିତ ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ପରିସରରେ ଥିବା ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ତା’ ତଳେ ଚାପ ହୋଇ ୮ଜଣଙ୍କ ଜୀବନ ଯାଇଛି। ମନ୍ଦିରରେ ଚନ୍ଦନ ମହୋତ୍ସବ ଆୟୋଜିତ ହୋଇଥିବା ବେଳେ ଠାକୁରଙ୍କୁ ଦର୍ଶନ ପାଇଁ ବହୁସଂଖ୍ୟକ ଶ୍ରଦ୍ଧାଳୁ…

ଆମେରିକାର ନୂଆଦିଲ୍ଲୀ ସହିତ ବଡ଼ ସାମରିକ ଚୁକ୍ତି

ନୂଆଦିଲ୍ଲୀ/ୱାଶିଂଟନ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ, ଆମେରିକା ନୂଆଦିଲ୍ଲୀ ସହିତ ଏକ ବଡ଼ ସାମରିକ ଚୁକ୍ତି କରିଛି। ଆମେରିକା ଭାରତକୁ ୧୩୧ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ଗୁରୁତ୍ୱପୂର୍ଣ୍ଣ ସାମରିକ ହାର୍ଡୱେୟାର ଏବଂ…

ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷ-ଉତ୍ତର କୋରିଆ ଚୁକ୍ତି

ସିଓଲ: ୟୁକ୍ରେନ ସହିତ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ, ରୁଷ ଏବଂ ଉତ୍ତର କୋରିଆ ମଧ୍ୟରେ ଏକ ବଡ଼ ଚୁକ୍ତି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଏବଂ ରଣନୈତିକ…

ଆତଙ୍କବାଦୀଙ୍କୁ ଅମିତ ଶାହଙ୍କ କଡ଼ା ଚେତାବନୀ, କହିଲେ- ‘ଖୋଜି ଖୋଜି ମାରିବୁ’

ନୂଆଦିଲ୍ଲୀ,୧।୫: ପହଲଗାମ୍ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆତଙ୍କବାଦୀଙ୍କୁ କଡା ଚେତାବନୀ ଦେଇଛନ୍ତି। ପ୍ରତିଟି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବାକୁ ସେ ଜୋର ଦେଇଛନ୍ତି। ଅମିତ ଶାହ କହିଛନ୍ତି, “…ଯଦି କେହି କାପୁରୁଷ ଭଳି ଆକ୍ରମଣ କରି…

ପହଲଗାଓଁରେ ଏନଆଇଏ ଡିଜି, ଆକ୍ରମଣର ୨ ଦିନ ପୂର୍ବରୁ ରେକି କରିଥିଲେ ଆତଙ୍କୀ

ଶ୍ରୀନଗର : ପହଲଗାଓଁ ଆକ୍ରମଣର ୯ ଦିନ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ମହାନିର୍ଦେଶକ(ଡିଜି) ସଦାନନ୍ଦ ହୋତେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଅଧିକାରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଯହା ସବୁ ତଦନ୍ତ କରିଛନ୍ତି, ତାହାର ଅଗ୍ରଗତି ଯାଞ୍ଚ କରିବା ସହିତ ସମୀକ୍ଷା କରିଥିଲେ।…

ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ମିଳିଲା ଆଶ୍ୱସ୍ତି: ଖୋଲିଲା ଅଟ୍ଟାରୀ ସୀମା

ପହଲଗାମ୍‌: ଜମ୍ମୁ-କଶ୍ମୀରର 'ମିନି ସ୍ୱିଜରଲ୍ୟାଣ୍ଡ' ଭାବରେ ପରିଚିତ ପର୍ଯ୍ୟଟନସ୍ଥଳୀ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଲାଗିରହିଛି। ଭାରତ ଛାଡିବା ପାଇଁ ସମୟ ସୀମା ପୂର୍ବରୁ ପାକିସ୍ତାନୀ ନାଗରିକମାନେ ଅମୃତସରର…

ପାକିସ୍ତାନ ପହଲଗାଓଁ ଆକ୍ରମଣକୁ ନିନ୍ଦା କରିବା ଦରକାର: ଆମେରିକା

ନୂଆଦିଲ୍ଲୀ : ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ପହଲଗାଓଁ ଆକ୍ରମଣକୁ ନିନ୍ଦା କରିବା ସହିତ ପାକିସ୍ତାନ ବି ଏହାକୁ ନିନ୍ଦା କରିବା ଦରକାର ବୋଲି କହିଛନ୍ତି। ରୁବିଓ ଏହି ଘଟଣାରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ସରିଫଙ୍କ ସହିତ…

‘ପହଲଗାଓଁ’ ଆବେଦନର ଶୁଣାଣି କଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ‘ପହଲଗାଓଁ’ ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ପହଲଗାଓଁ ଆକ୍ରମଣ ଘଟଣାରେ ଏକ ଏସଆଇଟି ଗଠନ କରି ନିରପେକ୍ଷ ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଏହାର ଶୁଣାଣି ଗୁରୁବାର କରାଯିବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ସର୍ବୋଚ୍ଚ…