Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଅବୁ ମୁଶା ପହଲଗାଓଁ ଆକ୍ରମଣର ମାଷ୍ଟର ମାଇଣ୍ଡ !
ଶ୍ରୀନଗର : ଲସ୍କର-ଇ-ତୋଇବା କମାଣ୍ଡର ଅବୁ ମୁଶା ପହଲଗାଓଁ ଆକ୍ରମଣର ମାଷ୍ଟର ମାଇଣ୍ଡ ବୋଲି କୁହାଯାଇଛି। ଚଳିତମାସ ୧୮ରେ ପାକ୍ ଅଧିକୃତ କାଶ୍ମୀର (ପିଓକେ)ର ରାୱଲକୋଟ୍ରେ ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ଅବୁ ଏହି ଆକ୍ରମଣ ସମ୍ପର୍କରେ ପ୍ରାକ୍ ସୂଚନା ଦେଇଥିଲା। ଜାମ୍ମୁ-କାଶ୍ମୀରରୁ!-->…
‘ମୋ ଭିତରେ ଥିବା କ୍ରୋଧକୁ ମୁଁ ଶବ୍ଦରେ ବଖାଣି ପାରୁନାହିଁ’ – ଶାହାରୁଖ
ପହଲଗାମ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶରଲୋକଙ୍କୁ ମର୍ମାହତ କରିଛି। ଏପରି ପରିସ୍ଥିତିରେ ରାଜନେତାମାନଙ୍କ ଠାରୁ ଆରମ୍ଭ କରି କ୍ରିକେଟ ଓ କଳାକାରମାନେ ଇନଷ୍ଟାଗ୍ରାମରେ ପୋଷ୍ଟ ଜରିଆରେ ଆତଙ୍କବାଦୀଙ୍କ ଆକ୍ରମଣକୁ କଡ଼ା ନିନ୍ଦା କରିବା ସହିତ ଭାରତ ନିଶ୍ଚୟ!-->…
ପାକିସ୍ତାନ ବିରୋଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ, ସିନ୍ଧୁ ଜଳଚୁକ୍ତି ରଦ୍ଦ, ବନ୍ଦ ହେଲା ଅଟାରୀ ସୀମା
ନୂଆଦିଲ୍ଲୀ : ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଅତି କଠୋର ପଦକ୍ଷେପ ଗ୍ରହଣ କରିଛି । ଦୁଇ ଦେଶ ମଧ୍ୟରେ ନେହେରୁ ସରକାରଙ୍କ ସମୟରେ ସ୍ବାକ୍ଷରିତ ସିନ୍ଧୁଜଳ ଚୁକ୍ତିକୁ ରଦ୍ଦ କରାଯାଇଛି । ଏହା ସହିତ ଓ୍ବାଘା-ଅଟାରୀ ସୀମାକୁ ବନ୍ଦ କରିଦିଆଯାଇଛି ।
ବୁଧବାର ସଂଧ୍ୟାରେ!-->!-->!-->…
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ
ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଛାତିଥରା ଆତଙ୍କବାଦୀ ଆକ୍ରମଣ ପରେ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏକ ବଡ଼ ଖବର ଦେଇଛନ୍ତି। ଆକ୍ରମଣ ପରେ ଭୟରେ ଏକାଧିକ ପର୍ଯ୍ୟଟକ ଜମ୍ମୁ-କଶ୍ମୀର ଛାଡ଼ୁଥିବା ସେ ଜଣାଇଛନ୍ତି। ଏହା ସହ ବେସାମରିକ ବିମାନ!-->…
ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦାକଲା ଚାଇନା
ଶ୍ରୀନଗର,୨୩।୪: ପାକିସ୍ତାନ ପରେ ଏବେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଚାଇନାର ପ୍ରତିକ୍ରିୟା ଆସିଛି। ନୂଆଦିଲ୍ଲୀରେ ଚାଇନାର ରାଷ୍ଟ୍ରଦୂତ ଜୁ ଫେଇହୋଙ୍ଗ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଏହି ବର୍ବର Terror Attackକୁ ନିନ୍ଦା କରିଛନ୍ତି। ଚାଇନା କହିଛି ଯେ!-->…
ଭାରତର ଚେତାବନୀ ପରେ ପାକ୍ ଥରହର, ଡାକିଲା ରୁଦ୍ଧଦ୍ଵାର ବୈଠକ
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚେତାବନୀ ଦେବା ପରେ ପାକିସ୍ତାନ ଭୟଭୀତ ହୋଇପଡ଼ିଛି। ଭାରତର ପାଲଟା ଜବାବ ଆଶଙ୍କାରେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ବୁଧବାର ରୁଦ୍ଧଦ୍ଵାର ବୈଠକ ଡକାଇ!-->…
ପାକିସ୍ତାନ ସହ ଖେଳିବା ନେଇ ବିସିସିଆଇର ପ୍ରତିକ୍ରିୟା : ଆମ ସରକାର ଯାହା କହିବେ ଆମେ ସେଇଆ କରିବୁ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶବାସୀ ନ୍ୟାୟ ମାଗୁଛନ୍ତି। ଏହି ଛାତିଥରା ଆକ୍ରମଣର ଦାୟିତ୍ୱ ପାକିସ୍ତାନସ୍ଥିତ ଲସ୍କର-ଏ-ତୈବା (ଏଲ୍ଇଟି) ଆତଙ୍କବାଦୀ ଗୋଷ୍ଠୀର ଅଂଶ 'ଦି ରେଜିଷ୍ଟାନ୍ସ ଫ୍ରଣ୍ଟ' (ଟିଆରଏଫ୍) ନେଇଛି। ଏହି ଘଟଣାକୁ ନେଇ ସାରା!-->…
ପହଲଗାମ ଘଟଣାରେ ଆମେ ସରକାରଙ୍କ ସହ ଅଛୁ – କଂଗ୍ରେସ ଅଧ୍ୟକ୍ଷ
ନୂଆଦିଲ୍ଲୀ,୨୩।୪: ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଶାସକ ଏବଂ ବିରୋଧୀ ଦଳର ସମସ୍ତ ନେତା କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବୁଧବାର ଟୁଇଟରରେ ପୋଷ୍ଟ କରି କହିଛନ୍ତି ଯେ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ହତ୍ୟା ଅତ୍ୟନ୍ତ ଦୁଃଖଦ।ସେ!-->…
ପହଲଗାମ୍ ହମ୍ଲା: ୧୦ ଲକ୍ଷ ସହାୟତା ଘୋଷଣା, ୩ ଆତଙ୍କୀଙ୍କ ସ୍କେଚ୍ ଜାରି
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପହଲଗାମ୍ ଆତଙ୍କୀ ହମଲା ଘଟଣା। ଜମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷର କ୍ଷତିପୂରଣ ସହାୟତା ଘୋଷଣା କରାଯାଇଛି। ଏପରିକି ଆକ୍ରମଣକାରୀ ୩ ଆତଙ୍କୀଙ୍କ ସ୍କେଚ୍ ମଧ୍ୟ ଜାରି କରାଯାଇଛି। ୩ ଜଣ ଆତଙ୍କବାଦୀ ହେଲେ ଅସିଫ୍ ଫୌଜି,!-->…
ଶାହଙ୍କ ବଡ଼ ବୟାନ: ଆତଙ୍କବାଦୀଙ୍କ ଆଗରେ ନଇଁବନି ଭାରତ
ପହଲଗାମ୍: ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ଶାହଙ୍କ ବୟାନ। ଆତଙ୍କବାଦୀଙ୍କ ଆଗରେ ନଇଁବନି ଭାରତ। ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନି। ସବୁ ପରିସ୍ଥିତିକୁ ସାମ୍ନା କରିବ କିନ୍ତୁ ଆତଙ୍କବାଦୀଙ୍କ ଆଗରେ ହାର ମାନିବ ନାହିଁ । ଏଥିସହ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ!-->…