Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଖଡ଼ଗେ ଆଣିଲେ ଅଭିଯୋଗ: କହିଲେ, ବିଜେପି ସାଂସଦ ଠେଲିଦେଲେ, ମୋ ଆଣ୍ଠୁରେ ଲାଗିଛି ଆଘାତ
ଆଜି ସଂସଦରେ ଘଟିଥିବା ଅପ୍ରୀତିକର ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଯୁଦ୍ଧ। ଉଭୟ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିବା ବେଳେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ।
ସଂସଦ ଶିଡ଼ିରୁ ପଡ଼ି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ଚୌହାନ ଆହତ ହେବା ଘଟଣାରେ କଂଗ୍ରେସ ନେତା ରାହୁଲ!-->!-->!-->…
ଠେଲିଦେଲେ ରାହୁଲ, ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ
ଆଜି ସଂସଦ ଶିଡ଼ିରୁ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ସାଂସଦ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଠେଲି ଦେଇଥିବାରୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କହିଛନ୍ତି ଖୋଦ ପ୍ରତାପ ଷଡଙ୍ଗୀ। ଗୁରୁତର ଅବସ୍ଥାରେ ତାଙ୍କୁ ରାମ!-->…
ଏନ୍କାଉଣ୍ଟରରେ ଟଳିଲେ ୫ ଆତଙ୍କବାଦୀ
ସେନାକୁ ମିଳିଲା ବଡ଼ ସଫଳତା। ଏନ୍କାଉଣ୍ଟରରେ ଟଳିଲେ ୫ ଆତଙ୍କବାଦୀ। ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନ୍କାଉଣ୍ଟରେ ସେନା ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି।
ସେହିପରି ଆତଙ୍କୀଙ୍କ ଗୁଳିମାଡ଼ରେ ଦୁଇ ଜଣ ଯବାନ!-->!-->!-->…
ସମୁଦ୍ରରେ ଯାତ୍ରୀବାହୀ ଡଙ୍ଗାକୁ ପିଟିଲା ସ୍ପିଡ୍ ବୋଟ୍
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବଡ଼ ଅଘଟଣ ଘଟିଛି। ସମୁଦ୍ରର ଗଭୀର ଜଳ ରାଶିରେ ଗୋଟିଏ ଯାତ୍ରୀବାହୀ ଡଙ୍ଗାକୁ ଭୟଙ୍କର ଢଙ୍ଗରେ ପିଟିଛି ସ୍ପିଡ ବୋଟ। ସ୍ପିଡରେ ବୋଡରେ ୪ ଜଣ ବୁଲୁ ଥିବା ବେଳେ ହଠାତ୍ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗାକୁ ଏହା ଧକ୍କା ଦେଇଛି। ଫଳରେ ସ୍ପିଡ ବୋଟ ସହ!-->…
୨୦୨୦ରୁ ଜେଲରେ ଥିବା ଉମର ଖାଲିଦଙ୍କୁ ୭ ଦିନ ପାଇଁ ମିଳିଲା ବେଲ୍
ଦୀର୍ଘ ୪ ବର୍ଷ ହେଲା ଜେଲରେ ରହିଥିବା ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଶେଷରେ ଜାମିନ ମିଳିଛି। ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ୭ ଦିନ ପାଇଁ ଜାମିନ ଦେଇଛନ୍ତି। ୨୦୨୦ ମସିହା ଦିଲ୍ଲୀ ଦଙ୍ଗା ଘଟଣା ପରେ ଖାଲିଦଙ୍କୁ କଠୋର ୟୁଏପିଏ ବଳରେ ଗିରଫ କରାଯାଇଥିଲା।
ସେବେଠାରୁ!-->!-->!-->…
ଅମିତ ଶାହଙ୍କ ବିରୋଧରେ ସ୍ୱାଧିକାର ନୋଟିସ ଦେଲେ ଟିଏମସି ସାଂସଦ
ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣୟତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ତାଙ୍କ ବୟାନକୁ ବିରୋଧୀ ଜୋରଦାର ବିରୋଧ କରିଛନ୍ତି। ଏଥିପାଇଁ ଆଜି ଅମିତ ଶାହଙ୍କ ବିରୋଧରେ ଟିଏମସି ସାଂସଦ ଡେରେକ ଓବ୍ରାଏନ ସ୍ୱାଧିକାର ଭଙ୍ଗ!-->…
ଆମ୍ବେଦକରଙ୍କ ବିରୋଧରେ କଂଗ୍ରେସ ପାପର ତାଲିକା ଦେଲେ ମୋଦି
କଂଗ୍ରେସ ଓ ଏହାର ପ୍ରଚାର ବ୍ୟବସ୍ଥା ଅନେକ ବର୍ଷ ଧରି ସମ୍ବିଧାନର ପ୍ରତିଷ୍ଠାତା ବିଆର ଆମ୍ବେଦକରଙ୍କୁ ଅପମାନିତ କରି ଚାଲିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଛନ୍ତି। ବିଆର ଆମ୍ବେଦକରଙ୍କ ବିରୋଧରେ କଂଗ୍ରେସ କରିଥିବା ‘ପାପ’ର ତାଲିକା ମଧ୍ୟ ମୋଦି ଜାରି କରିଛନ୍ତି।
!-->!-->!-->…
ହ୍ୱିପ୍ ସତ୍ତ୍ୱେ ଆସିଲେନି ୨୦ରୁ ଅଧିକ ସାଂସଦ, ନୋଟିସ୍ ପଠାଇଲା ବିଜେପି
ଦେଶରେ ଏକକ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଛନ୍ତି ମୋଦି ସରକାର। ମଙ୍ଗଳବାର ଲୋକସଭାରେ 'ଓ୍ୱାନ ନେସନ୍ ଓ୍ୱାନ୍ ଇଲେକ୍ସନ୍' ବିଲ୍ ଆଗତ ହୋଇଛି। ତେବେ ଏହି ଅବସରରେ ଅଧିକାଂଶ ସାଂସଦ ଗୃହରେ ଉପସ୍ଥିତ ନଥିଲେ। ହ୍ୱିପ୍ ପରେ ବି ପାଖାପାଖି ୨୦ରୁ ଅଧିକ ସାଂସଦ ସଂସଦକୁ ଆସିନଥିଲେ। ଏହାକୁ!-->…
ଅନ୍ତଃବସ୍ତ୍ର ଭିତରେ ୧.୭ କେଜି ସୁନା ସ୍ମଗଲିଂ ବେଳେ ଧରା ପଡ଼ିଲେ ଏୟାର ଇଣ୍ଡିଆ କ୍ରୁ
ଏୟାର ଇଣ୍ଡିଆର ଜଣେ କ୍ୟାବିନ କ୍ରୁ ସୁନା ଚୋରା ଚାଲାଣ କରୁଥିବା ବେଳେ ଚେନ୍ନାଇ ଏୟାରପୋର୍ଟରେ ଧରା ପଡ଼ିଛନ୍ତି। ଏୟାର ଇଣ୍ଡିଆର ସଦସ୍ୟ ଜଣଙ୍କ ଜଣେ ଯାତ୍ରୀଙ୍କୁ ୨୪ କ୍ୟାରେଟର ୧.୭ କେଜି ସୁନା ସ୍ମଗଲିଂ କରିବାରେ ସହାୟତା କରୁଥିଲେ।
ରବିବାର ଦିନ କ୍ୟାବିନ କ୍ରୁ ଓ ଯାତ୍ରୀ ଜଣଙ୍କ!-->!-->!-->…
ପାଲେଷ୍ଟାଇନ ପରେ ବାଂଲାଦେଶ ବ୍ୟାଗ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା
ଦିନକ ତଳେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ସଂସଦରେ ପହଞ୍ଚିବାରୁ ବିଜେପି ଏହାକୁ କଡ଼ା ସମାଲୋଚନା କରିଥିଲା। ଏବେ ଏହି ବିବାଦକୁ ଖାତିର ନ କରି ଆଜି ସେ ଆଉ ଏକ ନୂଆ ବ୍ୟାଗ ଧରି ସଂସଦରେ ପହଞ୍ଚିଛନ୍ତି।
ଏହି ବ୍ୟାଗରେ ବାଂଲାଦେଶରେ!-->!-->!-->…