Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସମ୍ବିଧାନର କେଉଁଠାରେ ଲେଖାନାହିଁ ମନମାନି ହେଉ, ଜାତି ଆଉ ଧର୍ମକୁ ନେଇ ଦେଶରେ ପାତରଅନ୍ତର ଚାଲିଛି: ରାହୁଲ
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ଗୃହରେ ସମ୍ବିଧାନ ଉପରେ ଆଲୋଚନାରେ ଭାଗ ନେଇଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସଂସଦରେ ବିଜେପିକୁ ଟାର୍ଗେଟ କରି ବିରୋଧୀଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଗୁରୁ!-->…
ତେଜସ୍ୱୀ ଯାଦବଙ୍କ ବଡ଼ ଘୋଷଣା…‘ବିହାର ନିର୍ବାଚନ ଜିତିବା ମାତ୍ରେ ମହିଳାଙ୍କୁ ପ୍ରତି ମାସରେ ଦେବୁ ୨୫୦୦ ଟଙ୍କା’
ନିର୍ବାଚନରେ ମହିଳା ଭୋଟରଙ୍କୁ ଲୁଭାଇବା ପାଇଁ ନୂତନ ଯୋଜନା ସବୁ ଘୋଷଣା କରାଯାଉଛି । ଏହି କ୍ରମରେ ବିହାରରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତେଜସ୍ୱୀ ଯାଦବ ‘ମାଇ ବହନ ମାନ ଯୋଜନା’ ଘୋଷଣା କରିଛନ୍ତି । ମହିଳା ଭୋଟରମାନଙ୍କୁ ଉତ୍ସାହିତ କରିବା ପାଇଁ ସେ!-->…
IIT BHUରେ ୧.୬୫ କୋଟିର ପ୍ଲେସମେଣ୍ଟ, ୧୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମିଳିଲା ଚାକିରି
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT) ବିଏଚୟୁ (BHU) ନିଜର ୨୦୨୪ ପ୍ଲେସମେଣ୍ଟ ଋତୁରେ ଏକ ବଡ଼ ଉପଲବ୍ଧି ହାସଲ କରିଛି । ଏଥିରେ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଚାକିରି ଅଫର ମିଳିଛି । ବାରାଣସୀସ୍ଥିତ IIT BHUର ନାମ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଗଣାଯାଏ । ଏବେ!-->…
ଗୃହରେ ସମ୍ବିଧାନ ଚର୍ଚ୍ଚା ରେ କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ : ଆମ୍ବେଦକରଙ୍କ ସ୍ୱପ୍ନ ପୂରଣ କରୁଛନ୍ତି ପିଏମ୍ ମୋଦି
ନୂଆଦିଲ୍ଲୀ: ସଂସଦରେ ସମ୍ବିଧାନ ଉପରେ ଚର୍ଚ୍ଚାର ଆଜି ଦ୍ୱିତୀୟ ଦିନ । ସମ୍ବିଧାନର ୭୫ତମ ବର୍ଷ ଅବସରରେ ଚର୍ଚ୍ଚା ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଚର୍ଚ୍ଚାରେ ଭାଗ ନେଇଛନ୍ତି । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମ୍ବିଧାନ ଉପରେ ଚର୍ଚ୍ଚା କରିଥିଲେ।!-->…
ବନ୍ଧକମୁକ୍ତ କୃଷି ଋଣ ସୀମାକୁ ୨ ଲକ୍ଷକୁ ବୃଦ୍ଧି କଲେ ରିଜର୍ଭ ବ୍ୟାଙ୍କ
ମୁମ୍ବାଇ: କୃଷି କ୍ଷେତ୍ରକୁ ସହାୟତା ଓ ବଢିଚାଲିଥିବା ଖର୍ଚ୍ଚର ଭରଣା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇ ବନ୍ଧକମୁକ୍ତ କୃଷିଋଣ ସୀମାକୁ ବୃଦ୍ଧି କରିଛନ୍ତି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏହି ଋଣ ସୀମାକୁ ବର୍ତ୍ତମାନର ୧.୬ ଲକ୍ଷରୁ ୨ ଲକ୍ଷ!-->…
ଲାଲକୃଷ୍ଣ ଆଡ଼ଭାନୀ ଡାକ୍ତରଖାନାରେ ଭର୍ତ୍ତି
ବର୍ଷୀୟାନ ବିଜେପି ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ୯୭ ବର୍ଷୀୟ ଆଡ଼ଭାନୀଙ୍କୁ ଦୁଇ ଦିନ!-->!-->!-->…
ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜ୍ଜୁନ
ଜେଲରୁ ବାହାରିଲେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନ। ହାଇକୋର୍ଟରୁ ଜାମିନ୍ ପାଇବା ପରେ ଆଜି ସକାଳୁ ସେ ହାଇଦ୍ରାବାଦ ସ୍ଥିତ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରୁ ମୁକୁଳିଛନ୍ତି। ଗତକାଲି ବେଲ୍ ମିଳିଥିଲେ ବି ସେ ଜେଲରେ ରାତି କାଟିଥିଲେ।
ହାଇକୋର୍ଟରୁ ଜାମିନ ମିଳିବା ସତ୍ତ୍ୱେ ଗତକାଲି!-->!-->!-->…
ପାକିସ୍ତାନ ସହ ସମ୍ପର୍କ ସ୍ଥାପନ ପାଇଁ ଜୟଶଙ୍କର ରଖିଲେ ଏହି ସର୍ତ୍ତ
ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର ଶୁକ୍ରବାର ଲୋକସଭାରେ କହିଛନ୍ତି ଯେ ଭାରତ ଅନ୍ୟ ପଡୋଶୀ ଦେଶ ପରି ପାକିସ୍ତାନ ସହ ଭଲ ସମ୍ପର୍କ ଚାହୁଁଛି, କିନ୍ତୁ ଆମେ ଆତଙ୍କବାଦମୁକ୍ତ ପଡ଼ୋଶୀ ଚାହୁଁ। ପାକିସ୍ତାନ ଏବଂ ଭାରତ ମଧ୍ୟରେ ତିକ୍ତ ସମ୍ପର୍କକୁ ସୁଦୃଢ କରିବା ପାଇଁ ସରକାର ନେଇଥିବା!-->…
ଜେଲ ଗଲେ ଅଲ୍ଲୁ ଅର୍ଜୁନ, ସକାଳେ ତାଙ୍କ ଘରୁ ଗିରଫ କରିଥିଲା ପୁଲିସ
ପୁଷ୍ପା-୨ର ସ୍କ୍ରିନିଂ ବେଳେ ହାଇଦ୍ରାବାଦର ଏକ ସିନେମା ହଲ୍ରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ଜେଲ୍ ଗଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ନାମପଲ୍ଲୀ କୋର୍ଟ। କୋର୍ଟଙ୍କ ଏହି!-->…
ପ୍ରୟାଗରାଜରେ ୫ ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଲେ ମୋଦୀ
ପ୍ରୟାଗରାଜ୍: ଉତ୍ତରପ୍ରଦେଶ ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମହାକୁମ୍ଭ ମେଳା ପାଇଁ ବିକାଶମୂଳକ କାମର ସମୀକ୍ଷା କରିଛନ୍ତି । ଏଥିସହ ପ୍ରୟାଗରାଜରେ ୫ ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି । ସଙ୍ଗମ ସ୍ଥଳରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ଦର୍ଶନ!-->…