Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ରେଣୁକାସ୍ୱାମୀ ହତ୍ୟା ମାମଲା: ଅଭିନେତା ଦର୍ଶନ ଓ ବାନ୍ଧବୀଙ୍କୁ ମିଳିଲା ଜାମିନ
କନ୍ନଡ ସିନେମା ସୁପରଷ୍ଟାର ଦର୍ଶନ ତୁଗୁଦୀପଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ହାଇପ୍ରୋଫାଇଲ୍ ରେଣୁକାସ୍ୱାମୀ ହତ୍ୟା ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଦର୍ଶନ ଓ ତାଙ୍କ ବାନ୍ଧବୀ ପବିତ୍ରା ଗୌଡାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ସଂପୃକ୍ତ ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ ବି ବେଲ୍!-->…
ସରକାର ବଳପୂର୍ବକ ଜଗଜୀତ ସିଂହଙ୍କ ଆମରଣ ଅନଶନ ଭଙ୍ଗ କରିପାରିବେ ନାହିଁ: ସୁପ୍ରିମକୋର୍ଟ
ପଞ୍ଜାବ ଓ ହରିୟାଣା ସୀମା ଖନୌରୀରେ ଗତ ନଭେମ୍ବର ୨୬ ତାରିଖରୁ ଆମରଣ ଅନଶନରେ ବସିଥିବା ପଞ୍ଜାବର କୃଷକ ଜଗଜୀତ ସିଂହ ଡଲ୍ଲେୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଶୁକ୍ରବାର ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ୧୮ ଦିନ ହେଲାଣି ଆମରଣ ଅନଶନରେ ବସିଥିବା ଜଗଜୀତ ସିଂହ ଡଲ୍ଲେୱାଲଙ୍କୁ ତୁରନ୍ତ!-->…
ହାଇକୋର୍ଟ ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ
ସଂଖ୍ୟାଗରିଷ୍ଠଙ୍କ ଇଚ୍ଛାରେ ଦେଶ ଚାଲିବା ଉଚିତ୍ ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିବା ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବଙ୍କୁ ବହିଷ୍କାର କରିବା ପାଇଁ ଶୁକ୍ରବାର ରାଜ୍ୟସଭାରେ ବିରୋଧୀ ଦଳ ସାଂସଦମାନେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି।
ସମାଜବାଦୀ ପାର୍ଟି!-->!-->!-->…
ଭରଣପୋଷଣ ଭତ୍ତା ସ୍ବାମୀ ପାଇଁ ଦଣ୍ଡ ନ ହେଉ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ବୈବାହିକ ବିବାଦରେ ପତ୍ନୀଙ୍କୁ ଦିଆଯାଉଥିବା ଭରଣପୋଷଣ ଭତ୍ତା ସ୍ବାମୀ ପାଇଁ ଦଣ୍ଡ ସଦୃଶ ହେବା ଉଚିତ ନୁହେଁ। ଏ କ୍ଷେତ୍ରରେ ଅଦାଲତ ଯତ୍ନବାନ ହେବା ଉଚିତ୍ ଯେ, ପତ୍ନୀ ଏକ ଉତ୍ତମ ଜୀବନ ଯାପନ କରିପାରୁଥିବେ, କିନ୍ତୁ ସ୍ୱାମୀଙ୍କ ଆର୍ଥିକ ସ୍ଥିତି ସହିତ ଅନ୍ୟାନ୍ୟ ଦିଗ ପ୍ରତି!-->…
‘ମହିଳାଙ୍କୁ ପ୍ରତି ମାସରେ ମିଳିବ ୨୧୦୦ ଟଙ୍କା’
ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଖେଳିଛି ମହିଳା ଭୋଟବ୍ୟାଙ୍କ୍ କାର୍ଡ। ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା କାର୍ଯ୍ୟକାରୀ ନେଇ ଘୋଷଣା କରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଗୁରୁବାର ସକାଳେ ଦିଲ୍ଲୀ କ୍ୟାବିନେଟ୍ ମହିଳା ସମ୍ମାନ ଯୋଜନାକୁ!-->…
‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲକୁ କ୍ୟାବିନେଟ ମଞ୍ଜୁରୀ
ନୂଆଦିଲ୍ଲୀ : ଗୋଟିଏ ଦେଶ, ଗୋଟିଏ ନିର୍ବାଚନ (One Nation-One Election) ପ୍ରସ୍ତୁତିରେ ଆଉ ପାଦେ ଆଗେଇଲେ କେନ୍ଦ୍ର ସରକାର। ଆଜି(ଗୁରୁବାର) କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବିଲକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି। ଏହାପରେ ଏହି ବିଲ୍ ସଂସଦରେ ଚଳିତ ଶୀତକାଳୀନ ଅଧିବେଶନରେ ଉପସ୍ଥାପିତ!-->…
ଚେସ୍ ଜଗତରେ ଇତିହାସ; ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ହେଲେ ଡି ଗୁକେଶ
ନୂଆଦିଲ୍ଲୀ : ଇତିହାସ ରଚିଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ। ଚେସର ନୂଆ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ୧୮ ବର୍ଷୀୟ ଡି ଗୁକେଶ। ବିଶ୍ୱ ଚେସ୍ ଚାମ୍ପିୟନସିପ୍ ଟାଇଟଲ ହାସଲ କରିବାରେ ସେ ହେଉଛନ୍ତି ସର୍ବକନିଷ୍ଠ। ସିଙ୍ଗାପୁରରେ ଚାଲିଥିବା ବିଶ୍ୱ ଚେସ୍ ଚାମ୍ପିୟନସିପର ନିର୍ଣ୍ଣାୟକ ମ୍ୟାଚର!-->…
ଭାରତର ଏହି ସହରରେ ଖୋଲିବ ଟେସଲା’ର ପ୍ରଥମ ଶୋ’ ରୁମ !
ନୂଆଦିଲ୍ଲୀ : ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ବୈଦ୍ୟୁତିକ କାର୍ କମ୍ପାନୀ ଟେସଲା ଭାରତରେ ପ୍ରବେଶ କରିବା ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥର କମ୍ପାନୀର ପ୍ଲାଣ୍ଟ ନୁହେଁ, ବରଂ ସିଧାସଳଖ ଡିଲରଶିପ ବା ଶୋ’ରୁମ ଖୋଲିବା ନେଇ ଆଲୋଚନା ହେଉଛି। ଗଣମାଧ୍ୟମ ରିପୋର୍ଟ!-->…
କାନପୁର ନିର୍ମିତ ପାରାଶୁଟ ବ୍ୟବହାର କରିବେ ବାୟୁସେନାର ଲଢୁଆ ପାଇଲଟ
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଲଢ଼ୁଆ ପାଇଲଟମାନଙ୍କ ପାଇଁ ଏଣିକି ଆମେରିକା କିମ୍ବା ଅନ୍ୟ ୟୁରୋପୀୟ ଦେଶଗୁଡ଼ିକରୁ ପାରାଶୁଟ ମଗାଇବାକୁ ପଡ଼ିବ ନାହିଁ। କାନପୁର ଅର୍ଡନାନ୍ସ ପାରାଶୁଟ ଫ୍ୟାକ୍ଟ୍ରି(ଓପିଏଫ) ତେଜସ ବିମାନର ପାଇଲଟମାନଙ୍କ ପାଇଁ ପାରାଶୁଟ ତିଆରି କରୁଛି। ବର୍ତ୍ତମାନ ଭାରତୀୟ!-->…
ଧାର୍ମିକ ପ୍ରତିଷ୍ଠାନ ବିରୋଧରେ ବିଚାରାଧୀନ ମାମଲାରେ ଚୂଡ଼ାନ୍ତ କିମ୍ବା ସର୍ଭେ ଆଦେଶ ଦେବାକୁ ସୁପ୍ରିମକୋର୍ଟଙ୍କ ରୋକ୍
ନୂଆଦିଲ୍ଲୀ : ଦେଶରେ ଥିବା ପୂଜାସ୍ଥଳୀ ଆଇନ ସମ୍ପର୍କିତ ମାମଲା ନେଇ ଗୁରୁବାର ସୁପ୍ରିମକୋର୍ଟ ଦେଶର ସମସ୍ତ ଅଦାଲତ ବର୍ତ୍ତମାନର ଧାର୍ମିକ ପ୍ରତିଷ୍ଠାନ ବିରୋଧରେ ବିଚାରାଧୀନ ମାମଲାରେ ସର୍ଭେ ଆଦେଶ ସମେତ କୌଣସି ପ୍ରଭାବଶାଳୀ ଅନ୍ତରୀଣ କିମ୍ବା ଚୂଡ଼ାନ୍ତ ଆଦେଶ ଜାରି କରିବା ଉପରେ ଗୁରୁବାର!-->…