Browsing Category

ଦେଶ

ଇସ୍ତଫା ଦେଲେ ମହାରାଷ୍ଟ୍ରର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ!

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡି ମେଣ୍ଟକୁ ପରାଜୟ ମିଳିଛି। କଂଗ୍ରେସ ମଧ୍ୟ କିଛି କମାଲ କରିପାରି ନାହିଁ। ଶୋଚନୀୟ ପରାଜୟ ପରେ ଏବେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି। ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ

ମସଜିଦ ସର୍ଭେକୁ ନେଇ ଥମୁନି ହିଂସା: ୪ ମୃତ, ସ୍କୁଲ ବନ୍ଦ

ଅଶାନ୍ତ ଉତ୍ତରପ୍ରଦେଶର ସମ୍ଭଲ। ଏଠାରେ ଥିବା ଜାମା ମସଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଆକ୍ରୋଶ ଦେଖିବାକୁ ମିଳିଛି। ସର୍ଭେକୁ ବିରୋଧରେ ରବିବାର ସକାଳେ ଆରମ୍ଭ ହୋଇଥିବା ହିଂସା ଆଜି ମଧ୍ୟ ଜାରି ରହିଛି। ଏହି ହିଂସାରେ ବର୍ତ୍ତମାନ ସୁଦ୍ଧ ୪ ଜଣ ପ୍ରାଣ ହରାଇ ସାରିଲେଣି।

ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ

ନଭେମ୍ବର ୨୮ରେ ଶପଥ ନେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତରେ ବିଜୟୀ ହେବା ପରେ ସେ ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଆଜି ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ପତ୍ର ଦେବା ସହ ସରକାର ଗଠନ

ଓଡ଼ିଶା ପର୍ବ- ୨୦୨୪ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଉଦଯାପିତ ହେଲା ଓଡିଶା ପର୍ବ-୨୦୨୪ । ଅନ୍ତିମ ଦିନରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଉଦଯାପନୀ ସମ୍ବୋଧନରେ ଓଡ଼ିଶା ପର୍ବକୁ ଆସି ଗର୍ବିତ

ଭାରତର ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କଲେ ଏଲନ୍ ମସ୍କ, ଆମେରିକା ବ୍ୟବସ୍ଥାକୁ କଲେ କଟାକ୍ଷ

ଭାରତର ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି ଟେସଲାର ସିଇଓ ଏଲନ୍ ମସ୍କ । ଭାରତ ଗୋଟିଏ ଦିନରେ ୬୪ କୋଟି ଭୋଟ୍ ଗଣତି କରିଥିବାରୁ ଏହାକୁ ମସ୍କ ପ୍ରଶଂସା କରିଛନ୍ତି । ଯେତେବେଳେ କି, ଆମେରିକୀୟ ରାଜ୍ୟରେ ଭୋଟ୍ ଗଣନାର ମନ୍ଥର ପ୍ରକ୍ରିୟାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି ।

ରାମ ମନ୍ଦିର ନିର୍ମାଣରେ ଖର୍ଚ୍ଚ ହେବ ୧୮୦୦ କୋଟି, ଶ୍ରମିକ ଅଭାବ ଯୋଗୁଁ ସମସ୍ୟା

ଅଯୋଧ୍ୟା: ଅଯୋଧ୍ୟାସ୍ଥିତ ରାମ ମନ୍ଦିର ନିର୍ମାଣ କମିଟି ବୈଠକ ଦ୍ୱିତୀୟ ଦିନ ପାଇଁ ଜାରି ରହିଛି । ଏପର୍ଯ୍ୟନ୍ତ ରାମଲଲା ମନ୍ଦିର ନିର୍ମାଣ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏବେ ବି ମନ୍ଦିର ନିର୍ମାଣରେ ଶ୍ରମିକଙ୍କ ଅଭାବ ରହିଛି। ଏହାକୁ ଦୃଷ୍ଟିରେ ରଖି ନିର୍ମାଣ କମିଟି ଏଲ୍

ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!

ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ ପରେ ଖୁବଶୀଘ୍ର ଗଠନ ହେବାକୁ ଯାଉଛି ସରକାର। ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି। ଆସନ୍ତାକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି। ଏନେଇ ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀର ବରିଷ୍ଠ

ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ

ଉତ୍ତରପ୍ରଦେଶର ଜାମା ମସଜିଦ ସର୍ଭେ ସମୟରେ ହୋଇଥିବା ଉତ୍ତେଜନାରେ ୩ ଜଣଙ୍କ ମୃତ୍ୟୁ ଘଟିଲାଣି। ସର୍ଭେ ବେଳେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ଏପରି ହୋଇଛି ଯେ ଏଥିରେ ତିନି ଜଣଙ୍କ ଜୀବନ ଯାଇ ଥିବାବେଳେ ୩୦ ଜଣ ପୁଲିସ କର୍ମୀ ଆହତ

ମାୟାବତୀଙ୍କ ବଡ଼ ଘୋଷଣା: ଆଉ କୌଣସି ଉପନିର୍ବାଚନ ଲଢ଼ିବନି ବିଏସ୍‌ପି

ସରିଛି ଉପ-ନିର୍ବାଚନ। ଫଳାଫଳ ମଧ୍ୟ ଶନିବାର ଘୋଷଣା ହୋଇସାରିଛି। ଉପ-ନିର୍ବାଚନରେ ​​ବିଜେପି ୬ଟି ଆସନ ଜିତିଛି। ଏହା ବ୍ୟତୀତ ସମାଜବାଦୀ ପାର୍ଟି ଦୁଇଟି ଆସନରେ ଏବଂ ଗୋଟିଏ ଆସନରେ ଆରଏଲଡି ବିଜୟୀ ହୋଇଛନ୍ତି। ତେବେ ଏହି ଉପ-ନିର୍ବାଚନରେ ​​ବିଏସ୍‌ପି ହାତକୁ କିଛି ଆସିନି। ଗୋଟିଏ ବି ଆସନ

ନୂଆଦିଲ୍ଲୀରେ ହେବ ବିଶ୍ବ ସମବାୟ ସମ୍ମିଳନୀ

ନୂଆଦିଲ୍ଲୀ : ଜାତିସଂଘ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ ବୋଲି ଇଫ୍‌କୋ ଲିମିଟେଡ, ସମବାୟ ମନ୍ତ୍ରଣାଳୟ ଓ ଅନ୍ତର୍ଜାତୀୟ ସମବାୟ ସଂଘ (ଆଇସିଏ) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ପ୍ରଥମ ଥର ପାଇଁ ଇଫ୍‍କୋ