Browsing Category

ଦେଶ

‘ମୁଁ ଆଧୁନିକ ଯୁଗର ଅଭିମନ୍ୟୁ, ଚକ୍ରବ୍ୟୁହ ଭାଙ୍ଗିବା ଜାଣିଛି’; ମହାରାଷ୍ଟ୍ରରେ ବଡ଼ ବିଜୟ ପରେ…

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରେଜଲ୍ଟରେ ବିଜେପିରେ ଖୁସିର ଲହର ଖେଳିଯାଇଛି । ଏହି ବିଜୟ ପରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଏହା ଏକତାର ବିଜୟ । ଆମେ ସମସ୍ତେ ମିଶି ନିର୍ବାଚନ ଲଢିଲୁ ଏବଂ ଜନତା

ମହାରାଷ୍ଟ୍ରରେ ବିଜେପି ମେଣ୍ଟର ବିପୁଳ ବିଜୟ ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେପି ନେତୃତ୍ୱାଧୀନ ମହାୟୁତି। ଖବର ଲେଖାଯିବା ବେଳକୁ ୨୮୮ଟି ଆସନରୁ ୧୪୯ଟି ମହାୟୁତି ମେଣ୍ଟ ବିଜୟ ହାସଲ କରିସାରିଥିବା ବେଳେ ୮୧ଟିରେ ଆଗୁଆ ରହିଛି। ଅର୍ଥାତ୍ ଏହି ମେଣ୍ଟ ୨୩୦ ଆସନ ଜିତିବା ଦିଗରେ ଆଗେଇ

ରାହୁଲ ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କା, ୪ ଲକ୍ଷରୁ ଅଧିକ ଭୋଟରେ ଜିତିଲେ

ୱାୟନାଡ : ଡେବ୍ୟୁରେ କମାଲ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା। ସେ ପ୍ରଥମଥର ପାଇଁ କୌଣସି ନିର୍ବାଚନ ଲଢ଼ି ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ପ୍ରିୟଙ୍କା ଭାଇ ରାହୁଲ ଗାନ୍ଧିଙ୍କ ୨୦୧୯ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। କେରଳର ୱାୟନାଡ

ଝାଡଖଣ୍ଡରେ ବିଜେପି ହାରିଲା କାହିଁକି ?

ରାଞ୍ଚୀ ୨୩।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଶାସକ ଜେଏମଏମ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ସପକ୍ଷରେ ଯାଇଛି। ଏଣୁ ହେମନ୍ତ ସୋରେନ ପୁଣି କ୍ଷମତା ହାତେଇ ରଖିବାରେ ସଫଳ ହୋଇଛନ୍ତି। ପ୍ରାରମ୍ଭିକ ଭୋଟ ଗଣନା କାଳରେ ଆଗରେ ଥିବା ବିଜେପି ପରେ ଲଗାତାର ପଛେଇବାରେ ଲାଗିଥିଲା ଓ

ମହାରାଷ୍ଟ୍ର ବିଧାନସଭାରେ କାହାକୁ ମିଳିବନି ବିରୋଧୀ ଦଳ ନେତା ମାନ୍ୟତା !

ମୁମ୍ବାଇ : ମହାରାଷ୍ଟ୍ରର ୧୫ତମ ବିଧାନସଭାରେ ଗୋଟିଏ ବିରଳ ଘଟଣା ଘଟିବାକୁ ଯାଉଛି। କାରଣ ପ୍ରଥମଥର ପାଇଁ ମହାରାଷ୍ଟ୍ର ବିଧାନସଭା ବିନା ବିରୋଧୀ ଦଳ ନେତାରେ କାର୍ଯ୍ୟ କରିବ। କାରଣ କୌଣସି ରାଜନୀତିକ ଦଳ ବିରୋଧୀ ଦଳର ନେତା ମାନ୍ୟତା ପାଇବାକୁ ନିର୍ବାଚନରେ ଆବଶ୍ୟକ ସଂଖ୍ୟା ହାସଲ କରିପାରି

ଝାରଖଣ୍ଡରେ ବଡ଼ ବିଜୟ ଦିଗରେ ଇଣ୍ଡିଆ ମେଣ୍ଟ

ରାଞ୍ଚି : ମନିଲଣ୍ଡରିଂ ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ଜେଏମଏକୁ ଶକ୍ତ ଝଟକା ଲାଗିଥିଲା। ଗିରଫ ଯୋଗୁ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା। ଲାଗୁଥିଲା ହେମନ୍ତ ସୋରେନଙ୍କ ରାଜନୀତିକ କ୍ୟାରିୟର ଦି ଏଣ୍ଡ ହୋଇଯାଇଛି।ହେଲେ ଝାରଖଣ୍ଡ

ଉତ୍ତରପ୍ରଦେଶରେ ମୁସଲିମ ବହୁଳ କୁଣ୍ଡାର୍କି ଆସନ ଜିତିଲା ବିଜେପି

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବିଧାନସଭା ଉପ ନିର୍ବାଚନରେ କମାଲ କରିଛି ବିଜେପି। ୯ଟି ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପି ୬ଟିରେ ବାଜିମାତ କରିଛି। ସେହିପରି ସହଯୋଗୀ ନିଶାଦ ପାର୍ଟି ମଧ୍ୟ ଗୋଟିଏ ଆସନରେ ଜିତିଛି। ସମାନବାଦୀ ପାର୍ଟି ୨ଟି ଆସନ ଦଖଲ କରିବାକୁ ସକ୍ଷମ ହୋଇଛି।ତେବେ

ମହାରାଷ୍ଟ୍ରରେ ସରକାର ଗଢ଼ିବ ବିଜେପି ମେଣ୍ଟ

ମୁମ୍ବାଇ : ଏଥର ପୁଣି ମହାରାଷ୍ଟ୍ରରେ ମହାୟୁତି ସରକାର । ବଡ଼ ବିଜୟ ଅଭିମୁଖେ ବଢ଼ି ଚାଲିଛି ମହାୟୁତି । ଯଦିଓ ରିପୋର୍ଟ ଲେଖା ହେଲା ସୁଦ୍ଧା ସଂପୂର୍ଣ୍ଣ ଫଳାଫଳ ଆସିନାହିଁ ମାତ୍ର ଟ୍ରେଣ୍ଡ ଅନୁସାରେ ମହାବିକାଶ ଅଘାଡିକୁ ବହୁ ପଛରେ ପକାଇଛି ମହାୟୁତି । ବହୁମତକୁ ପାର୍ କରିଛି ମହାୟୁତି ମେଣ୍ଟ ।

ଦିଲ୍ଲୀରେ ଓଡ଼ିଶା ପର୍ବ-୨୦୨୪ ଆରମ୍ଭ, ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଓଡ଼ିଶା ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ ପକ୍ଷରୁ ଶୁକ୍ରବାର ଠାରୁ ଦିଲ୍ଲୀରେ ଆରମ୍ଭ ହୋଇଛି ‘ଓଡ଼ିଶା ପର୍ବ ୨୦୨୪' । ଜବାହରଲାଲ ନେହେରୁ ଷ୍ଟାଡିୟମର ଗେଟ୍‌ ନଂ ୧୪ରେ ତିନିଦିନ ଧରି ହେବାକୁ ଥିବା ଏହି ଭବ୍ୟ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ

ସୁକମାରେ ୧୦ ନକ୍ସଲଙ୍କୁ ନିପାତ ପରେ ନାଚିକି ଧୂଳି ଉଡ଼ାଇଲେ ଯବାନ

ଛତିଶଗଡ଼ ସୁକମାରେ ଆଜି ଯବାନଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୧୦ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି ଯବାନ। ନକ୍ସଲଙ୍କ ବିରୁଦ୍ଧରେ ଏହି ସଫଳ ଅପରେସନ ପରେ DRG (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) ଯବାନମାନେ ମନଭରି ଖୁସି ମନାଇଛନ୍ତି।