Browsing Category

ଦେଶ

ମହିଳାଙ୍କ ସୁରକ୍ଷା ପାଇଁ ବାର୍ତ୍ତା ଦେଲେ ମନ୍ତ୍ରୀ, କହିଲେ ପର୍ସରେ ରଖ ଛୁରୀ ଓ ଲଙ୍କା ଗୁଣ୍ଡ

ନୁଆଦିଲ୍ଲୀ : ମହାରାଷ୍ଟ୍ରର ମନ୍ତ୍ରୀ ଗୁଲାବରାଓ ପାଟିଲ କହିଛନ୍ତି ମହିଳାମାନେ ଆତ୍ମସୁରକ୍ଷା ପାଇଁ ନିଜ ପର୍ସରେ ଛୁରୀ, ଲଙ୍କା ପାଉଡର ସହିତ ଲିପଷ୍ଟିକ୍ ରଖିବା ଉଚିତ । ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଶନିବାର ଦିନ ସେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇଥିଲେ । …

ଆତ୍ମନିର୍ଭର ମହିଳାଙ୍କ ଦ୍ବାରା ହୋଇପାରିବ ବିକଶିତ ଭାରତ: ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ‘ନାରୀଶକ୍ତି ମାଧ୍ୟମରେ ବିକଶିତ ଭାରତ’ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି ଯେ…

କୁମ୍ଭମେଳାକୁ ନେଇ ବିବାଦୀୟ ବୟାନ ଦେଲେ ରାଜ ଠାକରେ

ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା ସରିଗଲାଣି, ହେଲେ ଏହାକୁ ନେଇ ରାଜନୀତି କମିବାର ନାମ ନେଉନାହିଁ | ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଦଳମାନେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି | ଏବେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ବି କୁମ୍ଭମେଳାକୁ ଟାର୍ଗେଟ କରିଛନ୍ତି |…

ଛାତିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ସୂଚନାନୁସାରେ, ଗତକାଲି ରାତି ପ୍ରାୟ ୨ଟା ସମୟରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। କୁହାଯାଉଛି ଯେ ରାତିରେ ଶୋଇବା ସମୟରେ ସେ ଅସ୍ଥିରତା ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ରିପୋର୍ଟ…

ମହିଳା ଦିବସ ୨୦୨୫: ମୋଦୀଙ୍କ ସୋସିଆଲ ମିଡିଆରେ ଭୁବନେଶ୍ଵର ଝିଅ ଏଲିନା ମିଶ୍ର

ନୂଆଦିଲ୍ଲୀ: ମାର୍ଚ୍ଚ ୮ ତାରିଖ, ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲକୁ ସଫଳ ମହିଳାମାନେ ପରିଚାଳନା କରିଛନ୍ତି । ଓଡ଼ିଆ ଆଣବିକ ବିଜ୍ଞାନୀ ଏଲିନା ମିଶ୍ରଙ୍କୁ ଏହି ସୌଭାଗ୍ୟ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଏକ୍ସ ହ୍ୟାଣ୍ଡେଲରେ ଏଲିନା…

ରାହୁଲଙ୍କ ମାନସିକ ସ୍ଥିତି ବିଗିଡିଯାଇଛି: ସୁଧାଂଶୁ ତ୍ରିବେଦୀ

ନୂଆଦିଲ୍ଲୀ: ଗୁଜୁରାଟ କଂଗ୍ରେସ ଉପରେ ଦଳୀୟ ନେତା ରାହୁଲ ଗାନ୍ଧୀ ଦେଇଥିବା ବୟାନ ପରେ ରାଜନୀତି ଉଷ୍ମ ହୋଇଛି। ଭାରତୀୟ ଜନତା ପାର୍ଟି (ବିଜେପି) କହିଛି ଯେ ଅନ୍ୟମାନଙ୍କୁ ଦୋଷ ଦେବା ସହିତ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ଲୋକଙ୍କୁ ମଧ୍ୟ ଦୋଷ ଦେବା ଆରମ୍ଭ କରିଛନ୍ତି। ବିଜେପି ନେତା…

ପ୍ରମାଣ ଅଭାବରୁ ନାନାଙ୍କ ଉପରେ ତନୁଶ୍ରୀ ଆଣିଥିବା ଅଭିଯୋଗକୁ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ୨୦୧୮ ମସିହାରେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା, ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ନିର୍ଯାତନାର ଗମ୍ଭୀର ଅଭିଯୋଗ ଆଣିଥିଲେ। ଏହି ଘଟଣା ପରେ, #ମିଟୁ ଅଭିଯାନ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ହୋଇଥିଲା। ଏବେ ଏହି ମାମଲାରେ ଏକ ବଡ଼ ନିଷ୍ପତ୍ତି ଆସିଛି। #ମିଟୁ…

ମହିଳା ସମୃଦ୍ଧି ଯୋଜନାକୁ ଦିଲ୍ଲୀ ସରକାରଙ୍କ ମଂଜୁରୀ, ମହିଳାଙ୍କୁ ମାସକୁ ମିଳିବ ୨୫୦୦ ଟଙ୍କା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦିଲ୍ଲୀର ମହିଳାମାନଙ୍କୁ ଉପହାର ଦେଇଛନ୍ତି ବିଜେପି ସରକାର । ନିର୍ବାଚନ ପ୍ରତିଶ୍ରୁତି ମୁତାବକ ରାଜ୍ୟ ସରକାର ମହିଳା ସମୃଦ୍ଧି ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅନୁସାରେ ମହିଳାମାନଙ୍କୁ ମାସକୁ ୨୫୦୦ ଟଙ୍କା ମିଳିବ । ବିଜେପି…

ଜମ୍ମୁ-କଶ୍ମୀରର ମହିଳାମାନଙ୍କୁ ମାଗଣା ବସ୍‌ ସେବା

ଜମ୍ମୁ-କଶ୍ମୀର,୭।୩: ଜମ୍ମୁ-କଶ୍ମୀର ବିଧାନସଭାରେ ଶୁକ୍ରବାର ବଜେଟ ଉପସ୍ଥାପିତ ହୋଇଛି। ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା ଅନେକ ବଡ଼ ଘୋଷଣା କରିଛନ୍ତି। ଜମ୍ମୁ-କଶ୍ମୀରର ମହିଳାମାନଙ୍କୁ ମାଗଣା ବସ୍‌ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା…

ଜୟଶଙ୍କରଙ୍କ ବୟାନକୁ ନେଇ ପାକିସ୍ତାନରେ ହଇଚଇ

ନୂଆଦିଲ୍ଲୀ : ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲଣ୍ଡନର ଚାଥାମ ହାଉସରେ ପାକ୍‌ ଅଧିକୃତ କଶ୍ମିର ସମ୍ପର୍କରେ ଏକ ବୟାନ ଦେଇଛନ୍ତି ଯାହା ଓମାର ଅବଦୁଲ୍ଲାଙ୍କଠାରୁ ପାକିସ୍ତାନ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଛି। ପ୍ରକୃତରେ, ଏହି କାର୍ଯ୍ୟକ୍ରମ ସମୟରେ, ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ…