Browsing Category

ଦେଶ

ମାଓ ମୁକାବିଲା ସମୀକ୍ଷା ବୈଠକ : ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମୂଳପୋଛ ହେବେ ନକ୍ସଲ

୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମୂଳପୋଛ ହେବେ ନକ୍ସଲ । ମାଓବାଦୀଙ୍କୁ ଆଉ ସ୍ଥାନୀୟ ସମର୍ଥନ ମିଳୁନି କହିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅନେକ ସ୍ଥାନରେ ମାଓ ଉଗ୍ରବାଦ ଅନ୍ତିମ ଚରଣରେ ପହଞ୍ଚିଛି । ସୀମାନ୍ତରେ ଜଏଣ୍ଟ ଟାସ୍କ ଫୋର୍ସରେ ଭୂମିକା ପ୍ରଶଂସନୀୟ। ଦିଲ୍ଲୀ ବିଜ୍ଞାନ ଭବନରେ

ଲାଲୁଙ୍କ ପରିବାରକୁ ବଡ଼ ଆଶ୍ୱସ୍ତି, ୯ ଜଣଙ୍କୁ ମିଳିଲା ଜାମିନ୍‌

ଆର୍‌ଜେଡି ସୁପ୍ରିମୋ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ମିଳିଲା ବଡ଼ ଆଶ୍ୱସ୍ତି। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କ ପରିବାରକୁ ମିଳିଛି ଜାମିନ। ଲାଲୁ ପ୍ରସାଦ ଯାଦବ, ତେଜସ୍ୱୀ ଯାଦବ ଓ ତେଜ୍‌ ପ୍ରତାପ ଯାଦବଙ୍କ ସମେତ ୯ ଜଣଙ୍କୁ ଦିଲ୍ଲୀ

କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୭ ଶ୍ରମିକ ମୃତ

କୋଇଲା ଖଣିରେ ହେଲା ଭୟଙ୍କର ବିସ୍ଫୋରଣ। ପ୍ରାଣ ହରାଇଲେ ୭ ଶ୍ରମିକ। ସେହିପରି ଅନେକ ଆହତ ହୋଇଥିବା କୁହାଯାଉଛି। ପଶ୍ଚିମବଙ୍ଗର ବୀରଭୂମିରେ ଘଟିଛି ଏହି ଅଘଟଣ। ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଛି ତାହା ଜଣାପଡି ନାହିଁ। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଆହତଙ୍କୁ ଉଦ୍ଧାର

ICUରେ ରତନ ଟାଟା, ବିଗିଡ଼ିଲା ସ୍ୱାସ୍ଥ୍ୟ

ଭାରତର ଜଣାଶୁଣା ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍‌ ରତନ ଟାଟାଙ୍କ ବିଗିଡିଲା ସ୍ୱାସ୍ଥ୍ୟବାସ୍ଥା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଆଡମିଟ୍‌ କରାଯାଇଛି। ବ୍ଲଡ ପ୍ରେସର ଲୋ' ଯୋଗୁ ସେ

ଆପ୍‌ ସାଂସଦଙ୍କ ଘରେ ପଶିଲା ଇଡି

ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଡାର୍‌ରେ ଆମ୍‌ ଆଦମୀ ପାର୍ଟି ନେତା। ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୀବ ଅରୋରାଙ୍କ ଘରେ ପଶିଛି ଇଡି। ଠକେଇ ମାମଲାରେ ଆଜି ସକାଳୁ ଜାଲନ୍ଧର ସ୍ଥିତ ତାଙ୍କ ଘରେ ଚଢ଼ାଉ କରିଛି। ଇଡି ସୂତ୍ରରୁ ପ୍ରକାଶ ଯେ, AAPର ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରା ଠକେଇ

ଭାରତ ପହଞ୍ଚିଲେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ । ମୁଇଜ୍ଜୁଙ୍କ ସହ ତାଙ୍କ ପତ୍ନୀ ସାଜିଦା ମହମ୍ମଦ ମଧ୍ୟ ଅଛନ୍ତି। ସେ ଭାରତରେ ୫ ଦିନ ରହିବେ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମୁଇଜ୍ଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ

ଆପ୍ ନେତାଙ୍କୁ ଅକାଳି ଦଳ ନେତାଙ୍କ ଗୁଳିମାଡ଼

ପଞ୍ଜାବର ଜଣେ ଆମ୍ ଆଦମୀ ପାର୍ଟି (ଆପ୍) ନେତାଙ୍କୁ ଗୁଳିମାଡ଼। ଶିରୋମଣି ଅକାଳୀ ଦଳର ଜଣେ ନେତା ତାଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ଦୁଇ ଦଳର ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ବେଳେ ଗୁଳିମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ସୂଚନା ଅନୁସାରେ, ଏହି

ମଞ୍ଚ ଉପରେ ‘ରାମ’ଙ୍କୁ ହାର୍ଟ ଆଟାକ୍‌, ଟଳି ପଡ଼ିଲେ

ମଞ୍ଚସ୍ଥ ହେଉଥିଲା ରାମାୟଣ। ମଞ୍ଚ ଉପରେ ଠିଆ ହୋଇ ଡାଏଲଗ କହୁଥିଲେ 'ରାମ'। ହେଲେ ଅଧରେ ଅଟକି ଗଲେ। ଦେଖୁ ଦେଖୁ ହଠାତ୍‌ ସେ ଟଳି ପଡିଲେ। ହାର୍ଟ ଆଟାକ୍‌ରେ ଚାଲିଗଲା ତାଙ୍କ ପ୍ରାଣ। ଏଭଳି କିଛି ଘଟଣା ଘଟିଛି ଦିଲ୍ଲୀରେ। ଦିଲ୍ଲୀର ଶାହାଦରା ଅଞ୍ଚଳର ବିଶ୍ୱକର୍ମା ନାଗରରେ ରାମଲୀଲା

କୋଲକାତା ଲଜ୍ଜା: ଆମରଣ ଅନଶନରେ ଜୁନିଅର ଡାକ୍ତର

କୋଲକାତା ଆରଜି କର ମେଡିକାଲ କଲେଜର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜୁନିଅର ଡାକ୍ତରମାନେ ଏବେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ମମତା ସରକାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ସେମାନଙ୍କ ଦାବି ପୂରଣ କରିନାହାଁନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ଶୁକ୍ରବାର

ତିରୁପତି ପ୍ରସାଦରୁ ବାହାରିଲା ପୋକ!

ତିରୁପତି ତିରୁମାଲା ମନ୍ଦିରର ପ୍ରସାଦକୁ ନେଇ ଥମୁନି ବିବାଦ। ଏଠାରେ ଲଡ଼ୁରେ ଅପମିଶ୍ରିତ ଘିଅ ଓ ପଶୁ ଚର୍ବି ମିଶା ଯାଉଥିବା ନେଇ ବିବାଦ ଥମି ନଥିବା ବେଳେ ଏବେ ଏହାର ପ୍ରସାଦରୁ ବାହାରିଛି ପୋକ। ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଭକ୍ତ। ତେବେ ଏହି ଅଭିଯୋଗକୁ ତିରୁମାଲା ତିରୁପତି