Browsing Category

ଦେଶ

ଜମ୍ମୁରେ ହାଇ ଆଲର୍ଟ ଜାରି, ଆର୍ମି ସ୍କୁଲ୍ ଛୁଟି ଘୋଷଣା

କିଛି ଦିନ ହେବ ସୀମାରେ ଆତଙ୍କୀ ହମଲା ଜାରି ରହିଛି। ଏହାରି ମଧ୍ୟରେ ଜମ୍ମୁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସୂଚନା ଅନୁସାରେ, ପଞ୍ଜାବର ପଠାନକୋଟ ଜିଲ୍ଲାର ଜଣେ ମହିଳା ଉକ୍ତ ଅଞ୍ଚଳରେ ୭ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବା

ବଦଳିଲା ରାହୁଲ ଗାନ୍ଧୀଙ୍କ ଘରର ଠିକଣା

ଲୋକସଭାରେ ବିରୋଧୀ ଦଳର ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରେ ପୁଣି ଥରେ ନିଜର ଠିକଣା ବଦଳାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ରାହୁଲଙ୍କୁ ସୁନହରୀବାଗ ରୋଡ୍‌ରେ ଏକ ନୂତନ ବଙ୍ଗଳା ଅଫର୍‌ କରିଛନ୍ତି । କେବଳ ରାହୁଲଙ୍କ ଲିଖିତ ସହମ୍ମତି ମିଳିବା ବାକି ଅଛି ।

ଅଗ୍ନିବୀରଙ୍କ ପାଇଁ ଯୋଗୀଙ୍କ ବଡ଼ ଘୋଷଣା, ଉତ୍ତରପ୍ରଦେଶ ପୁଲିସରେ ମିଳିବ ନିଯୁକ୍ତି

ଲକ୍ଷ୍ନୌ: ଅଗ୍ନିବୀରଙ୍କୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅଗ୍ନିବୀରଙ୍କୁ ସଂରକ୍ଷଣ ଦେବେ ରାଜ୍ୟ ସରକାର । ସେମାନଙ୍କୁ ୟୁପି ପୁଲିସ ଏବଂ ପିଏସିରେ ସଂରକ୍ଷଣର ସୁବିଧା ଦିଆଯିବ । ଯୋଗୀ କହିଛନ୍ତି ଯେ ଅଗ୍ନିବୀରମାନଙ୍କୁ ସଂରକ୍ଷଣ ନିଶ୍ଚିତ

ବିଲକୁ ନେଇ ରାଜ୍ୟ-ରାଜ୍ୟପାଳ ବିବାଦ; କେନ୍ଦ୍ରକୁ ନୋଟିସ୍ ପଠାଇଲେ ସୁପ୍ରିମକୋର୍ଟ

କେରଳ ଓ ପଶ୍ଚିମବଙ୍ଗ ସରକାର ଏବଂ ସେମାନଙ୍କ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇଛନ୍ତି ସୁପ୍ରିମକୋର୍ଟ। ବିଧାନସଭାରେ ବିଲ୍ ପାରିତ ହେବା ସତ୍ତ୍ୱେ ରାଜ୍ୟପାଳ ଅନୁମୋଦନ ଦେଉନଥିବା ଅଭିଯୋଗ କରି ଏହି ଦୁଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ

କାରଗିଲ ବିଜୟ ଦିବସରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି ଭାରତ ପାଇଁ ଏକ ସ୍ମରଣୀୟ ତଥା ଐତିହାସିକ ଦିନ। ୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ, ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା। ଯାହାକୁ ନେଇ ଆଜି ବି ଗର୍ବ କରେ ସାରା ଦେଶ । ଆଜି ହେଉଛି କାର୍ଗିଲ ବିଜୟ ଦିବସ, ଦେଶ ପାଳନ କରୁଛି କାରଗିଲ ବିଜୟ

ବରିଷ୍ଠ ବିଜେପି ନେତା ପ୍ରଭାତ ଝାଙ୍କ ପରଲୋକ

ମଧ୍ୟପ୍ରଦେଶ ବିଜେପିର ପୂର୍ବ ଅଧ୍ୟକ୍ଷ ତଥା ପୂର୍ବ ରାଜ୍ୟସଭା ସାଂସଦ ପ୍ରଭାତ ଝାଙ୍କ ପରଲୋକ ହୋଇ ଯାଇଛି। ନୂଆଦିଲ୍ଲୀର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି । ପ୍ରଭାତ ଝା ୩ ଥର ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିବା ବେଳ ବିଜେପିର ରାଷ୍ଟ୍ରୀୟ

ପୁଣେରେ ସ୍ଥିତି ବେହାଲ; ଶିକ୍ଷାନୁଷ୍ଠାନ ବନ୍ଦ, ଉଦ୍ଧାର କାର୍ଯ୍ୟରେ ସେନା ନିୟୋଜିତ

ପଶ୍ଚିମ ଭାରତରେ ଲାଗି ରହିଛି ବର୍ଷା ବିତ୍ପାତ। ମହାରାଷ୍ଟ୍ରର ମୁମ୍ବାଇ, ପୁଣେ, ଥାନେ, ପାଲଘର ଓ ଅନ୍ୟ ସହରରେ ବିଗିଡ଼ିବାରେ ଲାଗିଛି ସ୍ଥିତି। ଲଗାଣ ବର୍ଷାରେ ବେହାଲ ହେଲାଣି ମାୟାନଗରୀ ମୁମ୍ବାଇର ଅବସ୍ଥା। ପ୍ରବଳ ବର୍ଷାରେ ବହୁ ସ୍ଥାନରେ ରାସ୍ତାଘାଟ ବୁଡିଛି, ଲୋକଙ୍କ ଘରେ ପାଣି ପଶିଛି।

କେଜ୍ରିୱାଲଙ୍କ ପାଇଁ ବଡ଼ ଆନ୍ଦୋଳନର ଡାକରା ଦେଲା ଇଣ୍ଡିଆ ବ୍ଲକ

ନୂଆଦିଲ୍ଲୀ:ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ ବଡ଼ ଆନ୍ଦୋଳନର ଡାକରା ଦେଇଛି। ଜେଲରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ିଥିବା ବେଳେ ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ। ତେଣୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର

‘ବିଚାରି’ ବୟାନକୁ ନେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଲେ ରାଜସ୍ଥାନ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭାରେ କଂଗ୍ରେସ ବିଧାୟକ ଅମିନ କାଗଜିଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି | ଗତକାଲି ସେ ଅର୍ଥମନ୍ତ୍ରୀ ଦିୟା କୁମାରୀଙ୍କୁ ‘ବିଚାରି’ ବୋଲି ସମ୍ବୋଧିତ କରିଥିଲେ। ଆଜି ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ବିଚାରି ବିବୃତ୍ତିକୁ ନେଇ ଜବାବ ରଖିଛନ୍ତି | ସେ

କେଜ୍ରିଓ୍ବାଲଙ୍କୁ ବଡ଼ ଝଟ୍‌କା: ବଢିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସମସ୍ୟା। ଅବକାରୀ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ କେଜ୍ରିଓ୍ବାଲଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରାଯାଇଛି। ଅଗଷ୍ଟ ୮ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି