Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱର ବଡ଼ ଆତଙ୍କବାଦୀ କହିଲେ ମେହବୁବା ମୁଫତି
ଲେବାନନ ଓ ଗାଜାରେ ଘନଘନ ଆକ୍ରମଣ ଜାରି ରଖିଥିବା ଇସ୍ରାଏଲ ଓ ଏହାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି। ସେ ନେତାନ୍ୟାହୁଙ୍କୁ ବିଶ୍ୱର ସବୁଠାରୁ ବଡ଼ ଆତଙ୍କବାଦୀ ବୋଲି କହିଛନ୍ତି।
ନ୍ୟୁଜ ଏଜେନ୍ସି ପିଟିଆକୁ ଗୋଟିଏ!-->!-->!-->…
ମିଥୁନଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର ମିଳିଛି । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ହିନ୍ଦୀ ସିନେମା ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅଶ୍ବିନୀ ବୈଷ୍ଣବ!-->…
ଦେଶୀ ଗାଈକୁ ‘ରାଜ୍ୟମାତା’ର ମାନ୍ୟତା ଦେଲେ ମହାରାଷ୍ଟ୍ର ସରକାର
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ସିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଦେଶୀ ଗାଈକୁ ରାଜ୍ୟମାତା-ଗୋମାତାର ମାନ୍ୟତା ଦେଇଛନ୍ତି। ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଯାଇଛି।
ବିଧାନସଭା ନିର୍ବାଚନକୁ ଅଳ୍ପ କିଛି ମାସ ବାକି ଥିବାବେଳେ!-->!-->!-->…
ଲଦାଖ ନିକଟରେ ଚୀନର ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷା
ନୂଆଦିଲ୍ଲୀ: ଭାରତ ସୀମା ନିକଟରେ ଚୀନ ଏକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ରଟି ଆଉ ଏକ କ୍ଷେପଣାସ୍ତ୍ରକୁ ମାରି ଖସାଇଦେଇଥିଲା । ଭାରତର ବ୍ରହ୍ମସ୍ କ୍ଷେପଣାସ୍ତ୍ରକୁ ଦୃଷ୍ଟିରେ ରଖି ଚୀନ ଏହି ପରୀକ୍ଷଣ କରିଛି । ସିନ୍ହୁଆ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ,!-->…
ରାଜନୀତିଠୁ ଭଗବାନଙ୍କୁ ଦୂରେଇ ରଖ; ଲଡୁ ବିବାଦକୁ ନେଇ ଏପରି କହିଲେ ସୁପ୍ରିମକୋର୍ଟ
ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିର ଲଡ଼ୁ ବିବାଦକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଆଜି ସୁପ୍ରିମକୋର୍ଟରେ ଏ ଉପରେ ଶୁଣାଣି ହୋଇଛି। ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।
ତଦନ୍ତ ହେବା!-->!-->!-->…
ଆପଣ ୨୦୪୭ ଯାଏ ବଞ୍ଚନ୍ତୁ, ଖଡ଼ଗେଙ୍କୁ ଟାର୍ଗେଟ୍ କଲେ ଶାହ
'ଖଡ଼ଗେ ଦୀର୍ଘାୟୁ ହୁଅନ୍ତୁ। ସୁସ୍ଥ ରୁହନ୍ତୁ। ୨୦୪୭ ଯାଏ ବିକଶିତ ଭାରତର ନିର୍ମାଣ ହେବା ଯାଏ ସେ ଜୀବିତ ରୁହନ୍ତି।' ଆଜି ଏଭଳି କିଛି କହି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ଜମ୍ମୁ-କଶ୍ମୀରର ଜସ୍ରୋତାଠାରେ ଏକ!-->!-->!-->…
‘ଏହା କଫି ସପ୍ ନୁହଁ, କୋର୍ଟ’: ଓକିଲଙ୍କ ଉପରେ ବର୍ଷିଲେ CJI
'ଏହା କୌଣସି କଫି ସପ୍ ନୁହେଁ। ଏହା ହେଉଛି କୋର୍ଟ।' ଏକ ମାମଲାର ଶୁଣାଣି ସମୟରେ ଏଭଳି କିଛି କହି ଓକିଲଙ୍କ ଉପରେ ବର୍ଷିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ।
ଆଜି ସୁପ୍ରିମକୋର୍ଟର ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଚାଲିଥିଲା। ଏହି ସମୟରେ ଓକିଲା 'yeah' ଶବ୍ଦ!-->!-->!-->…
ଜମ୍ମୁ କଶ୍ମୀରରେ ନସ୍ରଲ୍ଲା ସମର୍ଥନରେ ରାଲି, ପିଡିପି ଉପରେ ବର୍ଷିଲା ବିଜେପି
ଜମ୍ମୁ କଶ୍ମୀରରେ ପଡ଼ିଛି ମଧ୍ୟପ୍ରାଚ୍ୟ ହିଂସାର ପ୍ରଭାବ। ଲେବାନରର ସମର୍ଥିତ ସଂଗଠନ ହେଜବୁଲାର ମୁଖ୍ୟ ହାସନ ନସ୍ରଲ୍ଲାର ମୃତ୍ୟୁକୁ ବିରୋଧ କରି ଆଜି ଜମ୍ମୁ କଶ୍ମୀରରେ କିଛି ଲୋକ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି।
ଜମ୍ମୁ କଶ୍ମୀର ବୁଡଗାମରେ ଏହି ପ୍ରତିବାଦ ସଭା କରାଯାଇଛି। ଶହ ଶହ!-->!-->!-->…
ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ହେଲେ ଉପମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ। ଶେଷରେ ସତ ହେଲା ଦୀର୍ଘ ଦିନ ଧରି ଲାଗି ରହିଥିବା କଳ୍ପନାଜଳ୍ପନା। ତାମିଲନଡୁ ସରକାରର ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ!-->…
ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ସଫା, ହେଡ୍ କନଷ୍ଟେବଳ ସହିଦ
ଜମ୍ମୁ-କଶ୍ମୀରରେ ପୁଣି ଏନ୍କାଉଣ୍ଟର। ସେନା ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ। ସେହିପରି ଅତଙ୍କବାଦୀଙ୍କ ସହ ମୁକାବିଲା ବେଳେ ଜଣେ ହେଡ୍ କନଷ୍ଟେବଳ ସହିଦ ହୋଇଛନ୍ତି।
ଜମ୍ମୁ-କଶ୍ମୀର କଠୁଆରେ ଶନିବାର ଘର ଭିତରେ କିଛି ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ!-->!-->!-->…