Browsing Category

ଦେଶ

ଆମ୍ବେଦକର ବିବାଦରେ ଏନଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରୁ କାହାକୁ ମିଳିବ ଅଧିକ ଫାଇଦା ?

ନୂଆଦିଲ୍ଲୀ: ସମ୍ବିଧାନ ନିର୍ମାତା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତି କଥିତ ଅପମାନକୁ ନେଇ ଗତ ଦୁଇ ସପ୍ତାହ ସମଗ୍ର ଦେଶର ରାଜନୀତି ସରଗରମ ରହିଛି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି। ଆମ୍ବେଦକରଙ୍କ ଅପମାନ ପାଇଁ…

‘କେରଳ ମିନି ପାକିସ୍ତାନ’ ବୟାନ ପାଇଁ ବିବାଦରେ ମନ୍ତ୍ରୀ ରାଣେ

ମୁମ୍ବାଇ : ବିବାଦରେ ମହାରାଷ୍ଟ୍ରର କ୍ଷମତାସୀନ ମହାୟୁତି ସରକାରର ମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀତେଶ। ସେ ଦେଇଥିବା ବୟାନ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। କଂଗ୍ରେସର ରାହୁଲ ଗାନ୍ଧି ଓ କେରଳର ୱାୟନାଡରୁ ସାଂସଦ ହୋଇଥିବା ପ୍ରିୟଙ୍କା ଗାନ୍ଧି…

କୃଷକ ସଂଗଠନର ପଞ୍ଜାବ ବନ୍ଦ ଡାକରା, ୧୫୦ ଟ୍ରେନ ବାତିଲ

ନୂଆଦିଲ୍ଲୀ : ଜାରି ରହିଥିବା ଚାଷୀ ଆନ୍ଦୋଳନ ମଧ୍ୟରେ ଆଜି ପଞ୍ଜାବ ବନ୍ଦ ଡାକରା ଦେଇଛନ୍ତି ଏକାଧିକ କୃଷକ ସଂଗଠନ। ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ମଜଦୁର ମୋର୍ଚ୍ଚା ଭଳି ସଂଗଠନ ପକ୍ଷରୁ ଆଜି ପଞ୍ଜାବରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଆମରଣ ଅନଶନରେ ବସିଥିବା କୃଷକ ନେତା ଜଗଜିତ…

କେଜ୍ରିୱାଲଙ୍କ ବଡ଼ ଘୋଷଣା; ଆପ୍ ଜିତିଲେ ମନ୍ଦିର ପୂଜକଙ୍କୁ ଦେବ ମାସିକ ୧୮ ହଜାର ଦରମା

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ସରକାର ଆରମ୍ଭ କରିଥିବା ମହିଳା ସମ୍ମାନ ଯୋଜନାକୁ ନେଇ ବିବାଦ ଥମି ନଥିବାବେଳେ ଆଉ ଏକ ବଡ଼ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ଆମ୍ ଆଦମୀ ପାର୍ଟି ସରକାରକୁ ଫେରିଲେ ଦିଲ୍ଲୀର ସମସ୍ତ ମନ୍ଦିର ପୂଜକ ଓ ଗୁରୁଦ୍ୱାର…

ରାହୁଲ ଗାନ୍ଧିଙ୍କ ଭିଏତନାମ ଟ୍ରିପକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ଯୋଗୁ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏହି ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଭିଏତନାମ ଗସ୍ତ କରିଥିବା ବିଜେପି ଅଭିଯୋଗ କରିଛି। ଏହାକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଗୋଟିଏ…

ଅପରେସନ ଲୋଟସ ଚଳାଇ ଦିଲ୍ଲୀ ଭୋଟର ତାଲିକା ଟାମ୍ପରିଂ କରୁଛି ବିଜେପି: କେଜରିୱାଲ୍

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ବିଜେପିକୁ ଟାର୍ଗେଟ୍ କରିଛନ୍ତି। ବିଜେପି "ଅପରେସନ୍ ଲୋଟସ୍" ମାଧ୍ୟମରେ ଦିଲ୍ଲୀରେ ଭୋଟର ତାଲିକା ଟାମ୍ପରିଂ କରୁଛି ବୋଲି ସେ କହିଛନ୍ତି। ଆସନ୍ତା…

ଯୋଗୀ ଆଦିତ୍ୟନାଥଙ୍କ ଘର ତଳେ ଶିବଲିଙ୍ଗ ରହିଛି, ତୁରନ୍ତ ଖୋଳାଯାଉ: ଅଖିଳେଶ ଯାଦବ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରବିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ କିହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ନୌ ସ୍ଥିତ ସରକାରୀ ବାସଭବନ ତଳେ…

ଯମୁନାରେ ବିସର୍ଜିତ ହେଲା ମନମୋହନ ସିଂହଙ୍କ ଅସ୍ଥି

ନୂଆଦିଲ୍ଲୀ ୨୯।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ଅସ୍ଥି ରବିବାର ଦିଲ୍ଲୀରେ ଯମୁନା ନଦୀରେ ପ୍ରବାହୀତ କରାଯାଇଛି। ‘ଅସ୍ଥି ବିସର୍ଜନ’ ଲାଗି ଗୁରୁଦ୍ୱାରା ପକ୍ଷରୁ ମଜନୁ କା ଟିଲା ନିକଟରେ ଅନୁଷ୍ଠାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମନମୋହନ ସିଂହଙ୍କ ପରିବାର ଲୋକେ…

ମୁସଲମାନ ମାନଙ୍କୁ ନୂଆବର୍ଷ ପାଳନରୁ ବିରତ ରହିବାକୁ ଅଲ ଇଣ୍ଡିଆ ମୁସ୍ଲିମ ଜମାତର ‘ଫତୱା’

ବରେଲୀ ୨୯।୧୨: ଅଲ ଇଣ୍ଡିଆ ମୁସ୍ଲିମ ଜମାତର ଜାତୀୟ ସଭାପତି ମୌଲାନା ଶହାବୁଦ୍ଦିନ ରଜଭୀ ବରେଲୀବି ରବିବାର ଏକ ଫତୱା ଜାରି କରିଛନ୍ତି। ଏହି ଫତୱାରେ ମୁସ୍ଲିମ ସମାଜକୁ ଇଂରାଜୀ ନବବର୍ଷ ପାଳନ ନ କରିବାକୁ କଡ଼ା ଚେତାବନୀ ଦିଆଯାଇଛି। ଖାସ କରି ନୂଆପିଢୀର ଯୁବକଯୁବତୀମାନଙ୍କୁ ଏହି ଅବସରରେ ଉତ୍ସବ…

ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ: ଶାରୀରିକ ସମ୍ପର୍କର ଅର୍ଥ ଯୌନ ନିର୍ଯାତନା ନୁହେଁ

ନୂଆଦିଲ୍ଲୀ : ପୋକ୍‌ସୋ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନାବାଳିକା ପୀଡ଼ିତା ବ୍ୟବହାର କରିଥିବା ଶାରୀରିକ ସମ୍ପର୍କର ଅର୍ଥ ସ୍ୱତଃସ୍ଫୁତ୍ତ ଭାବେ ଯୌନ ନିର୍ଯାତନା ନୁହେଁ।ଜଷ୍ଟିସ ପ୍ରତିଭା ଏମ ସିଂହ ଓ ଜଷ୍ଟିସ ଅମିତ ଶର୍ମାଙ୍କ ଖଣ୍ଡପୀଠ…