Browsing Category

ଦେଶ

ହସପିଟାଲରେ ଅଗ୍ନିକାଣ୍ଡ, କାଚ ଭାଙ୍ଗି ଜୀବନ ବଞ୍ଚାଇଲେ ରୋଗୀ

କୋଲକତା : ପଶ୍ଚିମବଙ୍ଗ ସଲ୍ଟ ଲେକ ସ୍ଥିତ ଆନନ୍ଦଲୋକ ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ହସପିଟାଲର ଦ୍ବିତୀୟ ମହଲାରେ ଭୟଙ୍କର ନିଆଁ ଲାଗିଛି । ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ କାଚ ଭାଙ୍ଗି ନିଜ ଜୀବନ ବଞ୍ଚାଇଥିଲେ । ଘଟଣା ପାଇ ଦମକଳ

ଆମେରିକାର ୧୧ ଜଣ ବୈଜ୍ଞାନିକଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ହଇଚଇ

ନୂଆଦିଲ୍ଲୀ : ଆମେରିକାର ୧୧ ଜଣ ବୈଜ୍ଞାନିକଙ୍କ ମୃତ୍ୟୁକୁ ନେଇ ହଇଚଇ । ସମସ୍ତ ସାଇଣ୍ଟିଷ୍ଟଙ୍କ ପୁଣି ସନ୍ଦେହ ଜନକ ମୃତ୍ୟୁ । ମୃତ ସମସ୍ତ ସାଇଣ୍ଟିଷ୍ଟ ବଡ ବଡ ରିସର୍ଚ୍ଚ ପ୍ରତିଷ୍ଠାନର କାର୍ଯ୍ୟରତ ଥିଲେ। ବୈଜ୍ଞାନିକମାନଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଯାହା ଫେଡରାଲ ବ୍ୟୁରୋ

ସ୍କର୍ପିଓ – ସ୍କୁଟି ଧକ୍କା, ପ୍ରାଣ ହରାଇଲେ ୩ ସାଙ୍ଗ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ଉଦ୍ଧମ ସିଂହ ନଗର ଜିଲ୍ଲାରେ ଏକ ଛୋଟ ଭୁଲ୍ ୩ ସାଙ୍ଗ ପାଇଁ ସାଜିଲା କାଳ । ରୁଦ୍ରପୁର-ହଲଦ୍ବାନୀ ରାସ୍ତାରେ ଟାଣ୍ଡା ଜଙ୍ଗଲରେ ଏକ ସ୍କର୍ପିଓ କାର୍ ଏବଂ ସ୍କୁଟି ଧକ୍କା ହେବା ଯୋଗୁଁ ୩ ଜଣ ଯୁବକଙ୍କ ଜୀବନ ଚାଲିଯାଇଛି । ଯୁବକ ୩ ଜଣ ଏକ ବିବାହ ଉତ୍ସବରୁ

ମଣିପୁରରେ ଭୂକମ୍ପ, ତୀବ୍ରତା ୫.୨

ମଣିପୁର: ଆଜି ସକାଳେ ମଣିପୁରରେ ୫.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ମଣିପୁର ସହିତ, ନାଗାଲାଣ୍ଡ, ଆସାମ ଏବଂ ମେଘାଳୟରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଭୂମିକମ୍ପର ଗଭୀରତା ୬୨ କିଲୋମିଟର ଥିଲା । ଏହି ଭୂମିକମ୍ପ ଯୋଗୁଁ

ପ୍ରକାଶ ପାଇଲା ଜେଇ ମେନ୍‌ ୨୦୨୬ ସେସନ-୨ ରେଜଲ୍ଟ

ନୂଆଦିଲ୍ଲୀ:ପ୍ରକାଶ ପାଇଲା ଜେଇ ମେନ୍‌ ୨୦୨୬ ସେସନ-୨। ପ୍ରବେଶିକା ପରୀକ୍ଷା ଦେଇଥିବା ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଅପେକ୍ଷାର ଅନ୍ତ ଘଟିଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜେଇ ମେନ୍‌ ୨୦୨୬ ସେସନ-୨ର ରେଜଲ୍ଟ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ର ଅଫିସିଆଲ ୱେବସାଇଟ

ପଚପଦରା ତୈଳ ବିଶୋଧନାଗାରରେ ଲାଗିଗଲା ନିଆଁ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ କରିଥାନ୍ତେ ଲୋକାର୍ପଣ

ରାଜସ୍ଥାନ : ରାଜସ୍ଥାନର ବାଲୋତରା ଜିଲ୍ଲାରେ ଥିବା ପଚପଦରା ତୈଳ ବିଶୋଧନାଗାରରେ ଭୟଙ୍କର ଅଗ୍ନିକାଣ୍ଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୧ ତାରିଖରେ ଏହାକୁ ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଘଟଣା

ପାହାଡରେ ମାଡ଼ ହେଲା ଘରୋଇ ବିମାନ, ୨ ମୃତ

ରାୟପୁର : ଛତିଶଗଡ଼ର ଜଶପୁର ଜିଲ୍ଲାରୁ ଏକ ଦୁଃଖଦ ଖବର ଆସିଛି। ସୋମବାର ଦିନ ଆରା ପାହାଡ଼ ସହିତ ଧକ୍କା ହେବା ପରେ ଏକ ଘରୋଇ ଚାର୍ଟର୍ଡ ବିମାନ ଦୁର୍ଘଟଣାରେ ପାଇଲଟ୍ ଏବଂ ସହ-ପାଇଲଟଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବିମାନଟି ପାହାଡ଼ର ଉପର ଭାଗରେ ଧକ୍କା ଖାଇଥିଲା ଏବଂ

ଜମ୍ମୁରେ ପାହାଡ଼ ତଳକୁ ଖସିଲା ବସ୍: ୨୧ ମୃତ, ପ୍ରଧାନମନ୍ତ୍ରୀ ରିଲିଫ ଫାଣ୍ଠିରୁ କ୍ଷତିପୂରଣ ଘୋଷଣା

ଜମ୍ମୁ କଶ୍ମୀର : ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା। ରାମନଗର ସହରରୁ ଜମ୍ମୁର ଉଧମପୁର ଯାଉଥିବା ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ପାହାଡ଼ ତଳକୁ ଖସିପଡିବାରୁ ୨୧ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଘଟଣାରେ ୬୧ ଜଣ ଆହତ ହୋଇଛନ୍ତି । ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସଟି ଓଲଟି

ଭୋଟ୍ ନଦେଲେ ତାଲିକାରୁ କଟିଯିବ ନାଁ, ବଙ୍ଗଳାକୁ ଫେରୁଛନ୍ତି ପ୍ରବାସୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ମଧ୍ୟରେ ଅନ୍ୟ ସହରରୁ ବେଙ୍ଗଳାକୁ ଆସୁଥିବା ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ମୁସଲିମ୍ ଭୋଟର ବହୁ ସଂଖ୍ୟାରେ ବଙ୍ଗଳାକୁ ଫେରୁଛନ୍ତି । ବିଶେଷକରି ମାଲଦା ଏବଂ ମୁର୍ଶିଦାବାଦରୁ ଆସୁଥିବା ଲୋକଙ୍କ ସଂଖ୍ୟା ଅଧିକ ।

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଆଲର୍ଟ

ଜାପାନ : ଉତ୍ତର ଜାପାନରେ ଶକ୍ତିଶାଳୀ ଭୂକମ୍ପ । ଯାହାର ତୀବ୍ରତା ୭.୪ ଥିବା ରେକର୍ଡ କରାଯାଇଛି । ଭୂକମ୍ପ ପରେ ତଟବର୍ତ୍ତୀ ଅଞ୍ଚଳ ପାଇଁ ତୁରନ୍ତ ସୁନାମି ଚେତାବନୀ ଜାରି କରାଯାଇଛି । ୩ ମିଟର ଉଚ୍ଚ ଢେଉ ଇୱାଟେ ପ୍ରଦେଶ ଏବଂ ହୋକାଇଡୋର କିଛି ଅଂଶରେ ଆଘାତ କରିପାରେ ବୋଲି