Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଚନ୍ଦ୍ରବାବୁ ଓ ନୀତୀଶଙ୍କ ଠାରୁ ଲିଖିତ ଭାବେ ସମର୍ଥନ ନେଲେ ମୋଦି
ଶେଷ ହୋଇଛି ବିଜେପି ନେତୃତ୍ୱାଧୀନ ଏନଡିଏ ବୈଠକ। କିଛି ସମୟ ପରେ ନୂଆ ସରକାର ଗଠନ ପାଇଁ ଦାବି ଜଣାଇବେ ନରେନ୍ଦ୍ର ମୋଦି। ସେ ଏନଡିଏ ସଦସ୍ୟଙ୍କ ସହ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।
ଚଳିତ ଲୋକସଭାରେ କୌଣସି ନିର୍ଦ୍ଦିଷ୍ଟ ରାଜନୀତିକ ଦଳକୁ ସ୍ପଷ୍ଟ!-->!-->!-->…
ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଫଡନାଭିସ୍
ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ। କିନ୍ତୁ ତାଙ୍କ ଇସ୍ତଫାପତ୍ର ଏଯାଏ ଗ୍ରହଣ ହୋଇ ନାହିଁ। ୨୦୧୪ରୁ ୨୦୧୯ ଯାଏ ମୁଖ୍ୟମନ୍ତ୍ରୀ ପଦରେ ଥିବା ଫଡନାଭିସ କହିଛନ୍ତି, “ମୋତେ ସରକାରୀ ଦାୟିତ୍ୱରୁ ମୁକ୍ତି ଦେବାକୁ ମୁଁ ମୋର ଟପ୍!-->…
ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ସରକାର ଗଠନ ପାଇଁ ସେ ଆଜି ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରି ଦେଇଛନ୍ତି।
ଦେଶର ଲୋକସଭା ନିର୍ବାଚନର ଫଳାଫଳ ଆସି ସାରିଛି। ନିର୍ବାଚନ ଫଳାଫଳରେ ଏନଡିଏ!-->!-->!-->…
ଶେଷ କ୍ୟାବିନେଟ ବୈଠକରେ ବଡ଼ କଥା କହିଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଚଳିତ କାର୍ଯ୍ୟକାଳର ଶେଷ କ୍ୟାବିନେଟ ବୈଠକର ଆଜି ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସେ ନିଜର ମନ୍ତ୍ରୀମାନଙ୍କୁ ବଡ଼ କଥା କହିଛନ୍ତି। ବିଜୟ ଓ ପରାଜୟ ରାଜନୀତିର ଅଂଶବିଶେଷ ବୋଲି ମୋଦି ମତ ରଖିଛନ୍ତି।
ବିଜେପି ଏକାକୀ ସରକାର ଗଠନ କରିବାକୁ ଚଳିତ!-->!-->!-->…
ଜୁନ୍ ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି
ଦେଶରେ ଏଥର ମୋଦି-୩.୦। ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ସେ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା ଜୁନ୍ ୮ ତାରିଖ ସନ୍ଧ୍ୟାରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି।
ଚଳିତ ନିର୍ବାଚନରେ ମୋଦି!-->!-->!-->…
ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦି
ବିଜେପି ନେତୃତ୍ୱାଧୀନ ଏନଡିଏକୁ କ୍ରମାଗତ ତୃତୀୟ ଥର ବିଜୟୀ କରାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଜେପି ଏଥରର ୪୦୦ ପାର ନାରା ଦେଇ ନିର୍ବାଚନ ଲଢ଼ୁଥିଲା। କିନ୍ତୁ ଏନଡିଏ ୩୦୦ ଆସନ ଜିତିବାକୁ ସଂଘର୍ଷ କରୁଛି। ସେହିପରି ବିଜେପି ଏକାକୀ ମଧ୍ୟ!-->…
ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ, ଗାନ୍ଧିନଗରରୁ ଅମିତ ଶାହଙ୍କ ରେକର୍ଡ ବିଜୟ
ଉତ୍ତର ପ୍ରଦେଶର ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ । ୨୦୧୪ ଓ ୨୦୧୯ରେ ମୋଦି ଏହି ଆସନରୁ ଏକତରଫା ଭାବେ ବିଜୟୀ ହୋଇଥିଲେ । କିନ୍ତୁ ଏଥର ତାଙ୍କୁ କଂଗ୍ରେସର ଅଜୟ ରାୟ କଡ଼ା ଟକ୍କର ଦେଇଥିଲେ ।
ମୋଦି ପ୍ରାୟ ଦେଢ ଲକ୍ଷ ବ୍ୟବଧାନରେ ଜିତିଛନ୍ତି । ମୋଦିଙ୍କୁ ୬,୧୨,୯୭୦!-->!-->!-->…
ତାଜ୍ ଏକ୍ସପ୍ରେସ୍ରେ ଭୟାବହ ଅଗ୍ନିକାଣ୍ଡ
ଦିଲ୍ଲୀର ଓଖଲା ରେଳ ଷ୍ଟେସନରେ ତାଜ୍ ଏକ୍ସପ୍ରେସରେ ଲାଗିଛି ଭୟାବହ ନିଆଁ । କୁହାଯାଉଛି ଯେ ଯେତେବେଳେ ତାଜ୍ ଏକ୍ସପ୍ରେସ ଟ୍ରେନ (୨୨୮୦) ଓଖଲା-ତୁଗଲକାବାଦ ବ୍ଲକ ସେକ୍ସନରେ ପହଞ୍ଚିଥିଲା, ସେତେବେଳେ ଗୋଟିଏ କୋଚ୍ରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ସମ୍ପର୍କରେ ସୂଚନା ପାଇବା ମାତ୍ରେ!-->…
ବ୍ରହ୍ମୋସ ଏରୋସ୍ପେସର ଜଣେ ପୂର୍ବତନ ଇଞ୍ଜିନିୟରଙ୍କୁ ଆଜୀବନ କାରାଦଣ୍ଡ
ବ୍ରହ୍ମୋସ ଏରୋସ୍ପେସର ଜଣେ ପୂର୍ବତନ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ପାକିସ୍ତାନର ଗୁପ୍ତଚର ଏଜେନ୍ସି ISIକୁ ଗୁପ୍ତ ସୂଚନା ଦେଇଥିବା ଅଭିଯୋଗରେ ନାଗପୁର ଜିଲ୍ଲା କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି।
ଏହା ବାଦ୍ ଅଗ୍ରୱାଲଙ୍କୁ ୧୪ ବର୍ଷର କଠୋର!-->!-->!-->…
IAS ଦମ୍ପତିଙ୍କ ଝିଅଙ୍କ ଆତ୍ମହତ୍ୟା, ୧୦ ମହଲା ଛାତରୁ ଡେଇଁ ପଡ଼ିଲେ
୧୦ ମହଲା କୋଠାରୁ ଡେଇଁ ଏକ IAS ଦମ୍ପତିଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ପାଠପଢା ଚାପ କାରଣରୁ ଏପରି ନିଷ୍ପତ୍ତି ନେଇଥିବା ପୁଲିସ କହିଛି।
ସୂଚନା ଅନୁସାରେ, ବିକାଶ ରୋସ୍ତୋଗୀ ଏବଂ ରାଧିକା ରୋସ୍ତୋଗି ମହାରାଷ୍ଟ୍ର!-->!-->!-->…