Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
୪ ବର୍ଷ ପରେ ଆପଣମାନଙ୍କୁ ଆଉ ଭୋଟ ଦେବାକୁ ପଡ଼ିବ ନାହିଁ : ଖୀଷ୍ଟିଆନମାନଙ୍କୁ କହିଲେ ଟ୍ରମ୍ପ
ଫ୍ଲୋରିଡା : ଆମେରିକାର ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଖ୍ରୀଷ୍ଟିଆନମାନଙ୍କୁ କହିଛନ୍ତି ଯେ ଯଦି ସେମାନେ ନଭେମ୍ବର ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ଭୋଟ୍ ଦିଅନ୍ତି, ତେବେ ସେ ସବୁକିଛି ଠିକ୍ କରିଦେବେ ଯାହାଫଳରେ ସେମାନଙ୍କୁ ଆଉ ଭୋଟ୍ ଦେବାକୁ ପଡ଼ିବ ନାହିଁ।!-->…
‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶାଢୀ, କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ୧୧୨ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସାରା ଦେଶ ବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ମୋଦି । ଏବେ ଅଲିମ୍ପିକ ଚାଲିଥିବାରୁ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାରା ଦୁନିଆରେ ପ୍ୟାରିସ୍ ଅଲିମ୍ପିକ୍କୁ ନେଇ ଚର୍ଚ୍ଚା ବୋଲି କହିଛନ୍ତି । ଦେଶବାସୀଙ୍କୁ!-->…
ତାମିଲନାଡୁ AIADMK କର୍ମୀଙ୍କୁ ହତ୍ୟା
ତାମିଲନାଡୁ AIADMK ପାର୍ଟିର ଜଣେ କର୍ମୀଙ୍କୁ ହତ୍ୟା। ପୁଡୁଚେରୀ ସୀମା କୁଦ୍ଦାଲୋର ଅଞ୍ଚଳରେ ତାଙ୍କୁ ହତ୍ୟା କରା ଯାଇଥିବା ସୂଚନା ମିଳିଛି।
ଖବର ମୁତାବକ, ମୃତ AIADMK କର୍ମୀ ହେଉଛନ୍ତି ପଦ୍ମନାଭନ। ସେ ଥିରୁପାପୁଲିୟୁର ଅଞ୍ଚଳରେ ରହିଥିଲେ। ସେଠାରେ ମଧ୍ୟ ତାଙ୍କର ଏକ ଦୋକାନ!-->!-->!-->…
ଦିଲ୍ଲୀରେ ୩ IAS ଆଶାୟୀଙ୍କ ମୃତ୍ୟୁ ଘଟଣା; କୋଚିଂ ସେଣ୍ଟର ମାଲିକ ଓ ସଂଯୋଜକ ଗିରଫ
ଦିଲ୍ଲୀ IAS କୋଚିଂ ସେଣ୍ଟର ୩ ଜଣ ଆଶାୟୀଙ୍କ ମୃତ୍ୟୁକୁ ନେଇ ମାଲିକ ଓ ସଂଯୋଜକଙ୍କୁ ଗିରଫ କରିଛି ପୁଲିସ। ଆଜି ଦିଲ୍ଲୀ ପୁଲିସ କୋଚିଂ ସେଣ୍ଟର ମାଲିକ ଅଭିଷେକ ଗୁପ୍ତା ଏବଂ ସଂଯୋଜକ ଦେଶପାଲ ସିଂହଙ୍କୁ ଗିରଫ କରିଛି।
ଗତଲାକି ରାଜେନ୍ଦ୍ର ନଗରରେ ଥିବା ଏକ ଆଇଏଏସ କୋଚିଂ!-->!-->!-->…
ତିହାର ଜେଲ୍ରେ ୧୨୫ କଏଦୀ ଏଚ୍ଆଇଭି ପଜିଟିଭ୍: ଜେଲ୍ ପ୍ରଶାସନର ଚିନ୍ତା ବଢ଼ିଲା
ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲ୍ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜେଲ୍ରେ ୧୨୫ ଜଣ କଏଦୀଙ୍କୁ ଏଚ୍ଆଇଭି ପଜିଟିଭ୍ ଥିବା ଜଣାପଡିଛି। ତିହାର ଜେଲ୍ରେ ତିନୋଟି ଭିନ୍ନ ଜେଲ୍ ତିହାର, ରୋହିଣୀ, ଏବଂ ମାଣ୍ଡୋଲି ରହିଛି। ସଂକ୍ରମିତ କଏଦୀମାନେ କେବଳ ଏହି ଜେଲ୍ରେ ଚିହ୍ନଟ!-->…
୧୦ ମିଟର ଏୟାର ପିସ୍ତଲର ଫାଇନାଲରେ ପ୍ରବେଶ କଲେ ମନୁ ଭାକର
ପ୍ୟାରିସ୍ : ପ୍ୟାରିସରେ ଚାଲିଥିବା ଅଲିମ୍ପିକ୍ସରୁ ଭାରତ ପାଇଁ ଭଲ ଖବର ଆସିଛି। ଯୁବ ମହିଳା ଶୁଟର ମନୁ ଭାକର୧୦ ମିଟର ଏୟାର ପିସ୍ତଲର ଫାଇନାଲରେ ପ୍ରବେଶ କରିଛନ୍ତି। ଏହାର ଅର୍ଥ ସେ ଭାରତ ପାଇଁ ପଦକ ଜିତିବାର ସୁଯୋଗ ସୃଷ୍ଟି କରିଛନ୍ତି।ଶନିବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ ସେ ତୃତୀୟ!-->…
ଭୂସ୍ଖଳନ ଯୋଗୁ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ମା’ ଝିଅଙ୍କ ଜୀବନ
ତେହରି : ଲଗାଣ ବର୍ଷା ଯୋଗୁ ଉତ୍ତରାଖଣ୍ଡର ତେହରି ଜିଲ୍ଲାରେ ବଡ଼ଧରଣର ଭୂସ୍ଖଳନ ହୋଇଛି। ଏଥିଯୋଗୁ ଏକାଧିକ ଘର ଭାଙ୍ଗି ଯାଇଥିବା ବେଳେ କିଛି ସ୍ଥାନରେ କାନ୍ଥ ଭୁଶୁଡ଼ି ପଡ଼ିଛି। ଟୋଲି ଗାଁରେ କାନ୍ଥ ଭୁଶୁଡ଼ିବା ଯୋଗୁ ଏହା ତଳେ ଚାପି ହୋଇ ମା’ଝିଅଙ୍କ ମୃତ୍ୟୁ ଘଟିଛି।ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ!-->…
ଅଗଷ୍ଟରେ ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ ମୋଦି !
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁଦ୍ଧଗ୍ରସ୍ତ ୟୁକ୍ରେନ ଗ୍ରସ୍ତ କରିପାରନ୍ତି। ଅଗଷ୍ଟ ୨୩ରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଗସ୍ତ କରିବାର ସମ୍ଭାବନା ରହିଛି। ଏହି ଅବସରରେ ସେ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।୨୦୨୨ରେ ରୁଷ!-->…
କଂଗ୍ରେସର ଦାବି : ୫ କୋଟି ଭୋଟରେ ରହିଛି ଅସଙ୍ଗତି
ନୂଆଦିଲ୍ଲୀ : ଗୋଟିଏ ରିପୋର୍ଟକୁ ଦେଖାଇ କଂଗ୍ରେସ ଦାବି କରିଛି ଯେ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ୫ କୋଟି ଭୋଟର ବିସଙ୍ଗତି ରହିଛି। ପ୍ରାଥମିକ ଗଣତି ଓ ଚୂଡ଼ାନ୍ତ ଗଣତି ପରେ ୫ କୋଟି ଭୋଟର ମେଳ ଖାଉ ନାହିଁ। ଯଦି ୫ କୋଟି ଭୋଟ ଚୂଡ଼ାନ୍ତ ଗଣତି ପରେ ମେଳ ଖାଉ ଥାଆନ୍ତା, ତା’ହେଲେ!-->…
ରାମଲଲାଙ୍କ ଛବି ଥିବା ଡାକ ଟିକେଟର ଲୋକାର୍ପଣ କଲେ ଭାରତ ଓ ଲାଓସ
ନୂଆଦିଲ୍ଲୀ : ଭାରତ ଓ ଲାଓସ ପକ୍ଷରୁ ପ୍ରଥମଥର ପାଇଁ ରାମଲଲାଙ୍କ ଛବି ଥିବା ଡାକ ଟିକେଟକୁ ଲୋକାର୍ପଣ କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବେ ଲାଓସ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।ଆଯୋଧ୍ୟାରେ ଥିବା ରାମଲଲାଙ୍କ ଫଟୋ!-->…