Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ୟୁପି ପ୍ରାର୍ଥୀଙ୍କୁ ଗୃହବନ୍ଦୀ କରାଯାଇଥିବା ଅଭିଯୋଗ ଆଣିଲା ‘ଇଣ୍ଡିଆ’ ମେଣ୍ଟ
ଲକ୍ଷ୍ନୌ: ଆମ୍ବେଦକର ନଗର ଲୋକସଭା ନିର୍ବାଚନ ମଣ୍ଡଳୀର ସପା ପ୍ରାର୍ଥୀ ଲାଲଜୀ ବର୍ମାଙ୍କୁ ଶାସକ ଭାରତୀୟ ଜନତା ପାର୍ଟିର ନିର୍ଦ୍ଦେଶରେ ଗୃହବନ୍ଦୀ କରାଯାଇଛି ବୋଲି କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଶନିବାର ଅଭିଯୋଗ କରିଛନ୍ତି।ଆମ୍ବେଦକର ନଗରରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ!-->…
ଛୁଟି ମନାଇବାକୁ ରାହୁଲ ଶିମଲା ଯାଉଛନ୍ତି କିନ୍ତୁ ରାମ ମନ୍ଦିର ପ୍ରାଣପ୍ରତିଷ୍ଠାକୁ ଆସିପାରିଲେନି: ଅମିତ ଶାହା
ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ୨୦୨୪ ଲୋକସଭା ନିର୍ବାଚନରେ ସପ୍ତମ ପର୍ଯ୍ୟାୟ ଭୋଟ୍ ପ୍ରଚାର ପାଇଁ ହିମାଚଳ ପ୍ରଦେଶର ଉନାରେ ପହଞ୍ଚିଥିଲେ। ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ ଅମିତ ଶାହା କହିଛନ୍ତି, ମୋଦୀ ଜୀ ପାଞ୍ଚଟି ପର୍ଯ୍ୟାୟରେ ୩୧୦ ଅତିକ୍ରମ କରିଛନ୍ତି ଏବଂ ଷଷ୍ଠ-ସପ୍ତମ!-->…
ରବିବାର ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ଭୟଙ୍କର ସାମୁଦ୍ରିକ ଝଡ଼ ‘ରେମାଲ’
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ୨୬ ତାରିଖ (ରବିବାର) ରାତିରେ ପଶ୍ଚିମବଙ୍ଗ ଓ ବାଂଲାଦେଶର ସଂଲଗ୍ନ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।ଏହାର ପ୍ରଭାବରେ ଘଣ୍ଟା ପ୍ରତି!-->…
ଅଭିନେତ୍ରୀ ଲୈଲା ଖାନ ହତ୍ୟା ଘଟଣା: ସାବତ ବାପାଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ
ବଲିଉଡ୍ ଅଭିନେତ୍ରୀ ଲୈଲା ଖାନ ହତ୍ୟା ମାମଲାରେ ତାଙ୍କ ସାବତ ବାପା ପରବେଜ ଟାକଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ମୁମ୍ବାଇର ଏକ କୋର୍ଟ ଶୁକ୍ରବାର ତାଙ୍କୁ ଏହି ସଜା ଶୁଣାଇଛନ୍ତି। ଲୈଲା ଖାନ୍ଙ୍କ ସହିତ ତାଙ୍କ ମା’ ଓ ୪ ଭାଇଭଉଣୀଙ୍କୁ ହତ୍ୟା କରିଥିଲେ ପରବେଜ ଟାକ। ୨୦୧୧ ମସିହାରେ ଘଟିଥିଲା!-->…
କର୍ଣ୍ଣାଟକ ସେକ୍ସ ଭିଡିଓ ସ୍କାଣ୍ଡାଲ; ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ୍
କର୍ଣ୍ଣାଟକ ସେକ୍ସ ଭିଡିଓ ସ୍କାଣ୍ଡାଲରେ ଜଡିତ ସାଂସଦ ପ୍ରଜ୍ଜ୍ୱଳ ରେଭେନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଲା କେନ୍ଦ୍ର। ଆଜି ବୈଦେଶିକ ମନ୍ତ୍ରଣାଳୟ ସାଂସଦ ରେଭାନ୍ନାଙ୍କୁ ନୋଟିସ୍ ପଠାଯାଇଛି। ଏହି ମାମଲା ଉପରେ କାରଣ ଦର୍ଶାଇବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସେକ୍ସ ଭିଡିଓ!-->!-->!-->…
ଯଦି ମୁଁ ଜେଲରୁ ନିର୍ବାଚନ ଲଢେ ୭୦ରୁ ୭୦ ଆସନ ଜିତିବୁ: ଅରବିନ୍ଦ କେଜ୍ରିୱାଲ
ଲୋକସଭା ନିର୍ବାଚନ ନେଇ ଚାଲିଥିବା ମାହୋଲ ମଧ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଦମ୍ଭୋକ୍ତି ବାଢିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି, ଯଦି ମୁଁ ଆଗାମୀ ବିଧାନସଭା ନିର୍ବାଚନ ଯାଏ ଜେଲରେ ରୁହେ, ତଥାପି ଆମ୍ ଆଦମି ପାର୍ଟି(ଆପ୍) ଦିଲ୍ଲୀରେ ୭୦ରୁ ୭୦!-->…
ଏମରଜେନ୍ସି ଲ୍ୟାଣ୍ଡିଂ ବେଳେ ଖାତରେ ଖସି ପଡ଼ିଲା ହେଲିକପ୍ଟର
କେଦାରନାଥ ଧାମକୁ ଯାଉଥିଲେ ୫ ଯାତ୍ରୀ, ଖାତରେ ଖସି ପଡ଼ିଲା ହେଲିକପ୍ଟର । ସେହି ସମୟରେ ହେଲିକପ୍ଟରରେ ଜଣେ ପାଇଲଟଙ୍କ ସହିତ ୫ ଜଣ ଯାତ୍ରୀ ଥିଲେ। ମାତ୍ର ସୌଭାଗ୍ୟବଶଃତ ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି। ଯାତ୍ରୀମାନେ କେଦାରନାଥ ଧାମକୁ ହେଲିକପ୍ଟରରେ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।
!-->!-->!-->…
ରବିବାର ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁବ ବାତ୍ୟା ରେମାଲ
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏକ ସାମୁଦ୍ରିକ ବାତ୍ୟା ‘ରେମାଲ’ରେ ରୂପାନ୍ତରିତ ହୋଇ ରବିବାର (୨୬ ମେ’) ମଧ୍ୟରାତ୍ରିରେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପଡ଼ା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)!-->…
କାଲି ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍; ୫୮ ଲୋକସଭା ସିଟ୍ ପାଇଁ ହେବ ମତଦାନ
ଆସନ୍ତାକାଲି ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଆଠଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ହେବ। ମୋଟ୍ ୫୮ଟି ଲୋକସଭା ଆସନ ଲାଗି ମତଦାଧିକାର ସାବ୍ୟସ୍ତ କରିବେ ଭୋଟର । ଭୋଟିଂ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ
ଏହି!-->!-->!-->…
ପ୍ରଜ୍ଜ୍ୱଳଙ୍କୁ ଜେଜେ ଏଚ୍ଡି ଦେବଗୌଡ଼ାଙ୍କ କଡ଼ା ଚେତାବନୀ; ଆତ୍ମସମର୍ପଣ କର
ବେଙ୍ଗାଲୁରୁ : ‘ଆତ୍ମସମର୍ପଣ କର ନହେଲେ ମୋର ଓ ପରିବାର ଲୋକଙ୍କ କ୍ରୋଧର ସମ୍ମୁଖୀନ ହୁଅ।’ ଯୌନ ଶୋଷଣ ମାମଲାରେ ଫସି ଦେଶରୁ ଫେରାର ହୋଇଯାଇଥିବା ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ତାଙ୍କ ଜେଜେ ତଥା ଜେଡିଏସ୍ ମୁଖ୍ୟ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି!-->…