Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଆତଙ୍କବାଦୀଙ୍କ ସହ ଲଢ଼େଇ କରି ସେନା ଅଧିକାରୀ ସହିଦ, ୩ ପାରା କମାଣ୍ଡୋ ଆହତ
ଶ୍ରୀନଗର : ଜମ୍ମୁ-କଶ୍ମୀରର କିସ୍ତୱାରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଦେଖିବାକୁ ମିଳିଛି। ଆତଙ୍କବାଦୀଙ୍କ ସହ ଲଢ଼େଇ କରିବା ବେଳେ ସ୍ଥଳ ସେନାର ଜଣେ ଅଧିକାରୀ ସହିଦ ହୋଇଛନ୍ତି। ସେହିପରି ଗୁଳି ମାଡ଼ରେ ଆଉ ୩ ଜଣ ପାରା କମାଣ୍ଡୋ ମଧ୍ୟ ଆହତ ହୋଇଛନ୍ତି।!-->…
ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହ ଗିରଫ
ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ତଥା ଭାରତର ମୋଷ୍ଟ ୱାଣ୍ଟେଡ ଅର୍ଶଦୀପ ସିଂହ ଓରଫ ଅର୍ଶ ଡାଲ୍ଲାକୁ କାନାଡା ପୁଲିସ୍ ଗିରଫ କରିଛି। ଗତ ମାସରେ କାନାଡାରେ ହୋଇଥିବା ଗୋଟିଏ ଗୁଳିକାଣ୍ଡ ଘଟଣାରେ ସ୍ଥାନୀୟ ପୁଲିସ ତା’କୁ ଗିରଫ କରିଥିବା ଜଣାପଡ଼ିଛି।ମିଲଟନ ଟାଉନରେ ଅକ୍ଟୋବର ୨୭ କିମ୍ବା ୨୮!-->…
ମାନିଲାନି ଇସ୍କନ; କଲା ଅଦିନିଆ ରଥଯାତ୍ରା
ବହୁ ବିବାଦ ପରେ ମଧ୍ୟ ମାନିଲାନି ଇସ୍କନ। ଗତକାଲି ଆମେରିକା ହ୍ୟୁଷ୍ଟନ୍ରେ କରିଛି ଅଦିନିଆ ରଥଯାତ୍ରା। ‘ଫେଷ୍ଟିଭାଲ ଅଫ ବ୍ଲିସ’ ନାଁରେ ରଥଯାତ୍ରା କରିଛି ଇସ୍କନ। ରଥରେ ଚତୁର୍ଦ୍ଧା ମୂର୍ତ୍ତି ନଥିଲେ ବି ରାଧାକୃଷ୍ଣଙ୍କ ମୂର୍ତ୍ତି ରଖି ନନ୍ଦିଘୋଷ ଭଳି ଅବିକଳରଥ!-->…
୧୧ରେ ଶପଥ ନେବେ ନୂଆ ସିଜେଆଇ ସଞ୍ଜୀବ ଖାନା
ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ନଭେମ୍ବର ୧୧ରେ ଶପଥ ଗ୍ରହଣ କରିବେ ସଞ୍ଜୀବ ଖାନା। ସୋମବାର ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥପାଠ କରାଇବେ। ବର୍ତ୍ତମାନର ପ୍ରଧାନ!-->…
ଧରା ପଡ଼ିଲା ବାବା ସିଦ୍ଦିକିଙ୍କୁ ଗୁଳି କରିଥିବା ବ୍ୟକ୍ତି, ନେପାଳ ଖସି ଯିବାକୁ ଚେଷ୍ଟା କରୁଥିଲା
ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ବିଚ୍ ରାସ୍ତାରେ ଗୁଳି କରିଥିବା ବ୍ୟକ୍ତିକୁ ଶେଷରେ ପୁଲିସ୍ ଆଜି ଗିରଫ କରିଛି। ଅକ୍ଟୋବର ୧୨ରେ ସିଦ୍ଦିକିଙ୍କୁ ମୁମ୍ବାଇରେ ଥିବା ତାଙ୍କ ପୁଅଙ୍କ ଅଫିସ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା।ଘଟଣା!-->…
ଚାମ୍ପିୟନ୍ସ ଟ୍ରଫି: ଭାରତକୁ କୋର୍ଟକୁ ଟାଣିବ ପାକିସ୍ତାନ
ନୂଆଦିଲ୍ଲୀ : ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚମରସୀମାରେ ପହଞ୍ଚିଛି। ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନର ହକ ପାଇଥିବା ବେଳେ ଭାରତ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଇସଲାମାବାଦ ଯିବାକୁ ମନା କରୁଛି।ଏ ସମ୍ପର୍କରେ ବିସିସିଆଇ କ୍ରିକେଟର ସର୍ବୋଚ୍ଚ!-->…
ରାମ ମନ୍ଦିର ନିର୍ମାଣ ପାଇଁ ମିଳୁନାହାନ୍ତି ଶ୍ରମିକ, ଦୁର୍ବଳ ହେଲାଣି ପଥର
ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବର୍ତ୍ତମାନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ। ଜୁନ ୨୦୨୫ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ହେଲେ ଏହା ବର୍ତ୍ତମାନ ଆହୁରି ତିନି ମାସ ବିଳମ୍ବ ହୋଇପାରେ। ଅର୍ଥାତ ସେପ୍ଟେମ୍ବର ୨୦୨୫ ସୁଦ୍ଧା!-->…
ମଣିପୁରରେ ପୁଣି ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା
ଇମ୍ଫାଲ : ପୁଣିଥରେ ଅଶାନ୍ତି ହୋଇ ଉଠିଛି ମଣିପୁର। ଏଠାରେ ପୁଣି ଜଣେ ମହିଳାଙ୍କୁ ଗୁଳି କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଦିନକ ତଳେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ପୋଡ଼ି ହତ୍ୟା କରାଯାଇଥିଲା। ଆଜି ପୁଣି ଗୋଟିଏ ମହିଳା ବିରୋଧୀ ହିଂସାକୁ ନେଇ ଉତ୍ତେଜନା ଦେଖିବାକୁ!-->…
‘ଏକ୍ସ’ରେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ଫସିଗଲେ ପାକ୍ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହେବା ପରେ 'ଏକ୍ସ'ରେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ଫସିଯାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। କାରଣ ଚଳିତ ବର୍ଷ ହିଁ ପାକିସ୍ତାନରେ 'ଏକ୍ସ'କୁ ନିଷିଦ୍ଧ କରାଯାଇଛି। ଏହା ସତ୍ତ୍ୱେ ସେ ଭିପିଏନ୍!-->…
ହେମନ୍ତ ସୋରେନ ବ୍ୟକ୍ତିଗତ ସଚିବଙ୍କ ଘରେ ଆୟକର ଚଢ଼ାଉ
ରାଞ୍ଚି : ଅଡୁଆରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ବ୍ୟକ୍ତିଗତ ପରାମର୍ଶଦାତା ତଥା ପିଏ। ତାଙ୍କ ଘରେ ପଶିଲା ଆୟକର ବିଭାଗ। ପିଏ ସୁନୀଲ ଶ୍ରୀବାସ୍ତବ ଓ ତାଙ୍କ ସହ ଜଡିତ ବ୍ୟକ୍ତିଙ୍କ ଘରେ ଆଜି ସକାଳୁ ଆଇଟି ରେଡ୍ ହୋଇଛି।ସୂଚନା ଅନୁଯାୟୀ, ଆୟକର ବିଭାଗ ସୁନୀଲ ଶ୍ରୀବାସ୍ତବ,!-->…