Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବରିଷ୍ଠ କଂଗ୍ରେସ ନେତା ଧର୍ମପୁରି ଶ୍ରୀନିବାସଙ୍କ ପରଲୋକ
ବରିଷ୍ଠ କଂଗ୍ରେସ ନେତା ଧର୍ମପୁରି ଶ୍ରୀନିବାସଙ୍କ ପରଲୋକ ଘଟିଛି। ହୃତଘାତରେ ପ୍ରାଣ ହରାଇଛନ୍ତି ଏହି ବରିଷ୍ଠ ନେତା। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା।
ପରିବାରବର୍ଗଙ୍କ କହିବାନୁସାରେ, କିଛି ଦିନ ହେବ ଶ୍ରୀନିବାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା। ଆଜି ହଠାତ୍!-->!-->!-->…
ଦିଲ୍ଲୀ ବର୍ଷାରେ ଗଲାଣି ୬ ଜଣଙ୍କ ଜୀବନ
୮୮ ବର୍ଷର ରେକର୍ଡ ଭାଙ୍ଗିଛି ଦିଲ୍ଲୀ ବର୍ଷା। ଅବିଶ୍ରାନ୍ତ ବର୍ଷାରେ ବେହାଲ ରାଜଧାନୀ ବାସିନ୍ଦା। ରାସ୍ତାଘାଟଠୁ ନେଇ ବିମାନବନ୍ଦର ସବୁଠି ଜଳବନ୍ଦୀ ପରିସ୍ଥିତି। ବର୍ଷା କାରଣରୁ ଏପର୍ଯ୍ୟନ୍ତ ୬ ଜଣଙ୍କ ଜୀବନ ମଧ୍ୟ ଗଲାଣି, ଏମାନଙ୍କ ମଧ୍ୟରେ ୨ ଜଣ ଛୋଟ ଛୁଆ ମଧ୍ୟ ଅଛନ୍ତି।
ସୂଚନା!-->!-->!-->…
NEET ପେପର୍ ଲିକ୍: ୭ ସ୍ଥାନରେ CBIର ଚଢ଼ାଉ, ସାମ୍ବାଦିକ ଗିରଫ
ଥମୁନି ନିଟ୍ ପେପର୍ ଲିକ୍ ବିବାଦ। ଏହାକୁ ନେଇ ରାଜନୀତି ଜୋର୍ ଧରିଥିବା ବେଳେ ଆକ୍ସନ ମୁଡ୍ରେ ରହିଛି ସିବିଆଇ। ଘନ ଘନ ଚଢ଼ାଉ କରିବା ସହ ଏହି ମାମଲାରେ ଜାରି ରହିଛି ଗିରଫଦାରୀ। ଆଜି ଗୁଜରାଟର ୪ଟି ଜିଲ୍ଲା ସମେତ ୭ଟି ସ୍ଥାନରେ ସିବିଆଇ ରେଡ୍ କରିଛି।
ସୂଚନା ମୁତାବକ, ଗୋଧ୍ରା,!-->!-->!-->…
ଦିଲ୍ଲୀରେ ୮୮ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
ନୂଆଦିଲ୍ଲୀ : ଗୁରୁବାର ଠାରୁ ଦିଲ୍ଲୀ-ଏନସିଆରରେ ଆରମ୍ଭ ହୋଇଥିବା ଅବିଶ୍ରାନ୍ତ ବର୍ଷା ରାଜଧାନୀରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। କୃତ୍ରିମ ବନ୍ୟାରେ ଉବୁଟୁବୁ ହୋଇଛି ଦିଲ୍ଲୀ। ସାଂସଦ ଓ ମନ୍ତ୍ରୀଙ୍କ ଘରେ ପଶିଛି ପାଣି।ଲଗାଣ ବର୍ଷା ଯୋଗୁ ରାସ୍ତାରେ ପାଣି ସୁଅ ମାରିଛି। ଟ୍ରାଫିକ ଜାମ!-->…
ବୋଇଂ ଷ୍ଟାରଲାଇନର୍ରେ ସୁଧୁରୁନି ଯାନ୍ତ୍ରିକ ତ୍ରୁଟି, ସୁନିତାଙ୍କ ଫେରିବା ନେଇ ଅନିଶ୍ଚିତତା
ଫ୍ଲୋରିଡା : ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ତାଙ୍କର ସହଯୋଗୀ ବଚ୍ ୱିଲମୋର ଚଳିତମାସ ୫ରେ ବୋଇଂ ଷ୍ଟାରଲାଇନର ଯାନରେ ମହାକାଶକୁ ଯାତ୍ରା କରିଥିଲେ। ଆଇଏସଏସ୍ରେ ୯ ଦିନ ରହିବା ପରେ ଜୁନ ୧୪ରେ ସୁନିତା ପୃଥିବୀ ପୃଷ୍ଠକୁ ଫେରିବା କଥା। ତେବେ ବୋଇଂ ଷ୍ଟାରଲାଇନରରେ!-->…
ନିଟ୍ ପ୍ରସଙ୍ଗକୁ ନେଇ ସଂସଦରେ ହଙ୍ଗାମା, ଲୋକସଭା ସୋମବାର ଯାଏ ମୁଲତବୀ
ନୂଆଦିଲ୍ଲୀ : ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ସଂସଦର ଉଭୟ ଗୃହରେ ଶୁକ୍ରବାର ହଙ୍ଗାମା କରିଛନ୍ତି ବିରୋଧୀ। ନିଟ ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରି ବିରୋଧୀମାନେ ହୋହଲ୍ଲା କରିଥିଲେ। ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଲୋକସଭାରେ ବାଚସ୍ପତି ଓମ ବିର୍ଲା ଗୃହକୁ ଆସନ୍ତା ସୋମବାର!-->…
ଆତଙ୍କୀ ପାଣ୍ଠିଯୋଗାଣ ବନ୍ଦ ପାଇଁ ଭାରତର ପଦକ୍ଷେପକୁ ଏଫଏଟିଏଫର ପ୍ରସଂଶା
ସିଙ୍ଗାପୁର: ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) ଶୁକ୍ରବାର ସିଙ୍ଗାପୁରରେ ଅନୁଷ୍ଠିତ ପୂର୍ଣ୍ଣାଙ୍ଗ ବୈଠକରେ ମନି ଲଣ୍ଡରିଂ ଉପରେ ଭାରତର ପାରସ୍ପରିକ ଆକଳନ ରିପୋର୍ଟକୁ ଗ୍ରହଣ କରିବା ସହ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛି। ଏହି ଦୁଇ!-->…
ଦିଲ୍ଲୀ ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣା; ମୃତକଙ୍କ ପରିବାରକୁ ୨୦ ଲକ୍ଷ ଓ ଆହତଙ୍କୁ ୩ ଲକ୍ଷ ଟଙ୍କା ଘୋଷଣା
ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦର ଛାତ ଭୁଶୁଡିବା ଘଟଣାରେ ମୃତକଙ୍କୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁ। ମୃତକଙ୍କୁ ୨୦ ଲକ୍ଷ ଓ ଆହତଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କରାଯାଇଥିବା ରାମ ମୋହନ!-->…
ଭୁଶୁଡ଼ିଲା ଦିଲ୍ଲୀ ଏୟାରପୋର୍ଟର ଟର୍ମିନାଲ-୧ର ଛାତ; ଜଣେ ମୃତ, ୬ ଗୁରୁତର
ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଛି ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ। ଅଘଟଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଏଥିସହ ଛାତ ଭଗ୍ନାଂବଶେଷ ତଳେ କିଛି କାର୍ ଚାପି ହୋଇରହିଛି। ଆହତମାନଙ୍କୁ ଡାକ୍ତରଖାନାରେ!-->…
ବିଭାଜନ ଦିଗରେ ଅଜିତ ପାୱାରଙ୍କ ଏନସିପି !
ମୁମ୍ବାଇ : ବିଜେପି ସହ ହାତ ମିଳାଇ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ ପାୱାରଙ୍କ ଏନସିପି ଏବେ ବିଭାଜନ ଆଡ଼କୁ ଯାଉଥିବା ଖବର ପ୍ରକାଶ ପାଇଛି। ଏନସିପିର ପ୍ରତିଷ୍ଠା ଶରଦ ପାୱାରଙ୍କ ହାତ ଛାଡ଼ି ପୁତୁରା ଅଜିତ ପାୱାର ଦଳର ଅଧିକାଂଶ ବିଧାୟକଙ୍କୁ ଧରି ଗତବର୍ଷ ବିଜେପି ସହ ହାତ!-->…