Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ନିର୍ବାଚନ ପୂର୍ବରୁ ଲୋକସଭାରେ ଖାତା ଖୋଲିଲା ବିଜେପି
ଲୋକସଭା ନିର୍ବାଚନ ପାଇଁ ଭୋଟ ପଡ଼ିବା ଓ ଗଣତି ପୂର୍ବରୁ ଖାତା ଖୋଲିଛି ବିଜେପି। ଏବ କି ବାର୍ ୪୦୦ ପାର୍ ନାରା ଦେଇ ନିର୍ବାଚନ ଲଢ଼ୁଥିବା ବିଜେପିକୁ ମିଳିଛି ବଡ଼ ସଫଳତା ବିନା ନିର୍ବାଚନରେ ଆପେଆପେ ସଂସଦକୁ ନିର୍ବାଚିତ ହୋଇଛନ୍ତି ବିଜେପିର ଜଣେ ନେତା।
ବିଜେପି ନେତା ମୁକେଶ!-->!-->!-->…
ମୋଦିଙ୍କ ଅନୁପ୍ରବେଶକାରୀ ବୟାନକୁ ନେଇ ଝଡ଼, ବିରୋଧୀଙ୍କ କଡ଼ା ସମାଲୋଚନା
ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବେଆଇନ ଅପ୍ରବାସୀ ବା ଅନୁପ୍ରବେଶକାରୀ’ ବୟାନକୁ ନେଇ ବିବାଦ ଦେଖାଯାଇଛି। ରବିବାର ରାଜସ୍ଥାନର ବଂଶୱାରାରେ ମୋଦି ବିଜେପିର ଜୋରଦାର ପ୍ରଚାର କରିଥିଲେ।
ଏହି ସମୟରେ ସେ ଅନୁପ୍ରବେଶକାରୀଙ୍କୁ ବିରୋଧୀ ଦେଶର ସବୁ କିଛି ଦେଇ ଦେବାକୁ!-->!-->!-->…
‘ଇଣ୍ଡିଆ’ ରାଲିରେ ଉଡ଼ିଲା ଚୌକି, ଫାଟିଲା ମୁଣ୍ଡ
ରାଲି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହେଲା ସଙ୍ଘର୍ଷ। ବିରୋଧୀଙ୍କ ଇଣ୍ଡିଆ ଅଲାଏନ୍ସର ଉଲଗୁଲାନ ରାଲି ବେଳେ ମୁହାଁମୁହିଁ ହେଲେ ସମର୍ଥକ। ପରସ୍ପରକୁ ଉରକୁ ଫିଙ୍ଗିଲେ ଚୌକି। କେବଳ ସେତିକି ନୁହେଁ ଲାଠି ମାଡ ମଧ୍ୟ କଲେ। ଏଥିରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଏହି ପୂରା ଘଟଣାର ଭିଡିଓ!-->…
‘ଜେଲରେ ମୋ ସ୍ୱାମୀଙ୍କୁ ମାରିବାକୁ ଚେଷ୍ଟା ଚାଲିଛି’
'ଜେଲ୍ ଭିତରେ ମୋ ସ୍ୱାମୀଙ୍କୁ ମାରିଦେବାକୁ ଚେଷ୍ଟା ଚାଲିଛି। ତାଙ୍କୁ ଇନ୍ସୁଲିନ୍ ଦିଆଯାଉ ନାହିଁ।' ରାଞ୍ଚିରେ ଆୟୋଜିତ ଇଣ୍ଡିଆ ଅଲାଏନ୍ସର ଉଲଗୁଲାନ ରାଲିରେ ଯୋଗ ଦେଇ ଏଭଳି କିଛି ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ୱାଲ।
!-->!-->!-->…
ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଲେ ବି ଦଳୀୟ ସଂଗୀତରୁ ଜୟ ଭବାନୀ ଓ ହିନ୍ଦୁ ଶବ୍ଦ ହଟାଇବୁନି
ଦଳୀୟ ସଂଗୀତରୁ "ଜୟ ଭବାନୀ" ଏବଂ "ହିନ୍ଦୁ" ଶବ୍ଦ ହଟାଇବେନି ଶିବସେନା (UBT) ମୁଖ୍ୟ ଉଦ୍ଧବ ଠାକରେ। ନିର୍ବାଚନ କମିଶନଙ୍କ ନୋଟିସ୍ ପରେ ମଧ୍ୟ ସେ ଏପରି କରିବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ରୋକ୍ ଠୋକ୍ ମନା କରିଦେଇଛନ୍ତି।
ଠାକରେ କହିଛନ୍ତି, "ଦଳର ନୂଆ ସଂଗୀତରୁ "ଜୟ ଭବାନୀ"!-->!-->!-->…
କର୍ପୋରେଟରଙ୍କ ଝିଅ ହତ୍ୟା ମାମଲା; ସୋଶାଲ ମିଡିଆରେ ବିବାଦୀୟ ପୋଷ୍ଟ କରି ୨ ଗିରଫ
କର୍ଣ୍ଣାଟକର କଂଗ୍ରେସ କର୍ମୀ ତଥା କର୍ପୋରେଟର ନିରଞ୍ଜନ ହିରେମାଥଙ୍କ ଝିଅ ହତ୍ୟା ମାମଲାରେ ୨ ଜଣ ଗିରଫ। ସୋଶାଲ ମିଡିଆ ପୋଷ୍ଟ ଆଧାରରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ସୋଶାଲ ମଡିଆରେ ପୋଷ୍ଟ କରିଥିଲେ ଯେ, ମୃତ ନେହା ହିରେମାଥ ଅଭିଯୁକ୍ତ ଫୟଜ ଖୋଣ୍ଡୁନାଏକଙ୍କ ସହ ସମ୍ପର୍କରେ!-->…
ରାଲି ପୂର୍ବରୁ ବିଗିଡିଲା ରାହୁଲଙ୍କ ସ୍ୱାସ୍ଥ୍ୟାବସ୍ଥା
ଲୋକସଭା ନିର୍ବାଚନ ମଧ୍ୟରେ ହଠାତ୍ ଅସୁସ୍ଥ ହୋଇ ପଡିଛନ୍ତି କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି। ରାଞ୍ଚିରେ ଆୟୋଜିତ ଇଣ୍ଡିଆ ଆଲାଏନ୍ସର ରାଲି ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଏଥିଯୋଗୁ ସେ ରାଞ୍ଚିରେ ଆୟୋଜିତ ହୋଇଥିବା ରାଲିରେ ଆଉ ଯୋଗ!-->…
ଓଲଟିଲା CRPF ଯବାନଙ୍କ ବସ୍, ୧୦ ଆହତ
ଛତିଶଗଡର ବସ୍ତର ଜିଲ୍ଲାରେ CRPF ଯବାନଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ। ଏଥିରେ ୧୦ ଜଣ ଯବାନ ଆହତ ହୋଇଛନ୍ତି। ନିର୍ବାଚନ ଡ୍ୟୁଟି ପାଇଁ ଯିବା ସମୟରେ ଦୁର୍ଘଟଣା ଘଟିଥିବା ସୂଚନା।
ପୁଲିସ ସୂଚନାନୁସାରେ, ଏପ୍ରିଲ ୨୬ ମତଦାନ ପାଇଁ CRPF ଯବାନମାନେ ବସ୍ ଯୋଗେ ଦନ୍ତେୱାଡା ଫରସପାଲରୁ ମହାସମୁଣ୍ଡ!-->!-->!-->…
ବାବା ରାମଦେବଙ୍କୁ ଆଉ ଏକ ସୁପ୍ରିମ ଝଟ୍କା, ଦେବେ ସର୍ଭିସ ଟ୍ୟାକ୍ସ
ଯୋଗ ଗୁରୁ ବାବା ରାମଦେବଙ୍କ ଥମୁନି ଅଡୁଆ। ସୁପ୍ରିମକୋର୍ଟଙ୍କରୁ ତାଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ନିଜ ଯୋଗ ଶିବିର ପାଇଁ ସର୍ଭିସ ଟ୍ୟାକ୍ସ ଦେବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଅଭୟ ଏମ ଓକ ଏବଂ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଏହି ମାମଲାରେ ସେବା ଟିକସ ଅପିଲ!-->…
ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ PhD ଛାତ୍ରଙ୍କୁ ନିଲମ୍ବନ କଲା TISS
ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋଶାଲ୍ ସାଇନ୍ସେସ୍ (TISS) ଜଣେ ପିଏଚଡି ଛାତ୍ରଙ୍କୁ ଦୁଇ ବର୍ଷ ପାଇଁ ନିଲମ୍ବିତ କରିଛି। ଦେଶ ବିରୋଧୀ କାର୍ଯ୍ୟ ଏବଂ PSF-TISS ବ୍ୟାନରରେ ଦିଲ୍ଲୀରେ ଏକ ବିକ୍ଷୋଭରେ ଅଂଶଗ୍ରହଣ କରିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ଅନୁଷ୍ଠାନ।
ଦୁଇ!-->!-->!-->…