Browsing Category

ଦେଶ

କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ମୋଦୀ ସରକାର। ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ

କଙ୍ଗନାଙ୍କୁ ଚାପୁଡ଼ାମାଡ଼ ଘଟଣା: ଖଲିସ୍ତାନ  ଆତଙ୍କବାଦୀ ଅଭିଯୁକ୍ତ ସିଆଇଏସଏଫଙ୍କ ନାମରେ ଘୋଷଣା କରିଛି ପୁରସ୍କାର…

ନୂଆଦିଲ୍ଲୀ: ଚଣ୍ଡିଗଡ଼ ବିମାନବନ୍ଦରରେ ହିମାଞ୍ଚଳ ପ୍ରଦେଶର ସାଂସଦ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ଖଲିସ୍ତାନ ସମର୍ଥକ ତଥା ନିଷିଦ୍ଧ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫଜେ)ର ସଦସ୍ୟ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା

ମୋଦି ୩.୦ ସରକାରରେ ନାହାନ୍ତି ସ୍ମୃତି ଇରାନୀ, ଅନୁରାଗ ଠାକୁର ଓ ନାରାୟଣ ରାଣେ !

ନୂଆଦିଲ୍ଲୀ : କୃତୀୟ ଥର ଲାଗି ମୋଦି ଦଶର ପ୍ରଧାନମନ୍ତ୍ରୀ ହେଲେ | ମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ସାଂସଦମାନଙ୍କୁ ମଧ୍ୟ ଫୋନ କଲ ଯାଉଛି। ସମ୍ଭାବ୍ୟ ୫୨ ଜଣ ମନ୍ତ୍ରୀଙ୍କ ସହ ମୋଦି ମଧ୍ୟ ବୈଠକ କରି ସାରିଛନ୍ତି। ହେଲେ ମୋଦି ୩.୦ କ୍ୟାବିନେଟରୁ ବାଦ ପଡ଼ିଛନ୍ତି ୩ ବିଜେପି ହେଭିୱେଟ ସ୍ମୃତି

ଗରିବ ଜନତାଙ୍କଠାରୁ ଅଧିକ ଟିକସ ଆଦାୟ କରିବ ପାକିସ୍ତାନ

ଇସଲାମାବାଦ: ପାକିସ୍ତାନର ଆର୍ଥିକ ସଂକଟ ଦୂର ଓ ଋଣ ପରିଶୋଧ ପାଇଁ ଲୋକମାନଙ୍କଠାରୁ ବିପୁଳ ଟିକସ ଆଦାୟ କରିବାକୁ ପ୍ରସ୍ତୁତି ଚାଲିଛି। ଗତ କିଛି ବର୍ଷ ହେବ ପାକିସ୍ତାନ ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡ଼ିଛି। ଅଟା ଓ ଡାଲି ପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସାଧାରଣ ଲୋକଙ୍କୁ କଠିନ ସଂଘର୍ଷ

ମନ୍ତ୍ରୀ ପଦ ବଣ୍ଟନକୁ ନେଇ ବିଦ୍ରୋହ ! ପଦ ଗ୍ରହଣ କରିବାକୁ ମନା କଲେ ପ୍ରଫୁଲ ପଟେଲ

ନୂଆଦିଲ୍ଲୀ : ସରକାର ଗଠନ ହୋଇନି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ନାହାନ୍ତି। କିନ୍ତୁ ମନ୍ତ୍ରୀ ପଦ ବଣ୍ଟନକୁ ନେଇ ବିଜେପି ନେତୃତ୍ୱାଧୀନ ଏନଡିଏରେ ଅସନ୍ତୋଷ ଦେଖିବାକୁ ମିଳିଛି।ଏନଡିଏରେ ଥିବା ଅଜିତ ପାୱାରଙ୍କ ଏନସିପି ନିଜ ପସନ୍ଦର ମନ୍ତ୍ରୀ ପଦ ନ ମିଳିବାରୁ ବିଜେପି

କମୁଛି ଜନସଂଖ୍ୟା, ଜାପାନ ସରକାର ଆରମ୍ଭ କଲେ ଡେଟିଂ ଆପ୍

ଟୋକିଓ : ଜାପାନରେ ଲୋକସଂଖ୍ୟା ଚିନ୍ତାଜନକଭାବେ ହ୍ରାସ ପାଇଚାଲିଛି । ଏହାର କାରଣ ହେଉଛି ଜନ୍ମହାରରେ ଦ୍ରୁତ ହ୍ରାସ । ଯୁବପୀଢି ବିବାହ ପାଇଁ ଆଗ୍ରହୀ ହେଉନଥିବାରୁ ଏପରି ହେଉଥିବା ଜଣାପଡ଼ିବା ପରେ ଜାପାନ ସରକାର ଏକ ଡେଟିଂ ଆପ୍ ଆରମ୍ଭ କରିଛନ୍ତି ।ଟୋକିଓ ମେଟ୍ରୋପଲିଟାନ୍ ସରକାର ଏହି ଆପ୍

ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଲା ନାହିଁ ପାକିସ୍ତାନ

ଇସଲାମାବାଦ : ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ରବିବାର ସନ୍ଧ୍ୟାରେ ସେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ବିଜେପି ଏକାକୀ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରି ନଥିଲେ ହେଁ ସହଯୋଗୀ ଙ୍କ

ପଢାପଢି କରି ସଂସଦକୁ ଯିବ, ନିଜ ସାଂସଦମାନଙ୍କୁ ଏହି ପରାମର୍ଶ ଦେଲେ ଅଖିଳେଶ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ​​ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶରେ ଚମତ୍କାର ପ୍ରଦର୍ଶନ କରି ୩୭ଟି ଆସନ ଜିତିଛି। ନିର୍ବାଚନ ଫଳାଫଳ ପରେ ସମାଜବାଦୀ ପାର୍ଟିର ନବ ନିର୍ବାଚିତ ସାଂସଦଙ୍କ ବୈଠକରେ ଦଳର ମୁଖ୍ୟ ଅଖିଳେଶ ଯାଦବ ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସମୟରେ ଏସପି

ମୋଦିଙ୍କ ଶପଥ ପାଠ ଉତ୍ସବ ପାଇଁ ହାଇଆଲର୍ଟରେ ଦିଲ୍ଲୀ

ନୂଆଦିଲ୍ଲୀ : ଆସନ୍ତାକାଲି ନରେନ୍ଦ୍ର ମୋଦିଙ୍କ ଶପଥପାଠ କାର୍ଯ୍ୟକ୍ରମ ପାଇଁ ଆଜି ଠାରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୋଦି ଆସନ୍ତାକାଲି ସନ୍ଧ୍ୟା ୭.୧୫ରେ କ୍ରମାଗତ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥିରେ ଅନେକ ରାଷ୍ଟ୍ରର

ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେନି ମମତା

କୋଲକାତା: ବିଜେପି ଓ ଟିଏମସି ମଧ୍ୟରେ ଚାଲିଥିବା ବିବାଦ କମିବାର ନାଁ ନେଉନାହିଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଶନିବାର ସ୍ପଷ୍ଟ କରିଛନ୍ତି ଯେ ରବିବାର ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସେ ଏବଂ ତାଙ୍କ ଦଳର ନେତାମାନେ ଯୋଗ ଦେବେ ନାହିଁ।