Browsing Category

ଦେଶ

NEET ପରୀକ୍ଷାରେ ନେଇ NTA ମୁଖ୍ୟ ରଖିଲେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ : ନିଟ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଛି। ହେରଫେର କରି ପରୀକ୍ଷାର୍ଥୀଙ୍କୁ ମାର୍କ ଦିଆଯାଇଛି। ଏଥିପାଇଁ ପୂରା ଦେଶରେ ୬ଟି କେନ୍ଦ୍ରର ୬୭ ଜଣ ପିଲା ୧ନଂ ରାଙ୍କରେ ରହିବା ସହ ସମାନ ମାର୍କ ପାଇଛନ୍ତି। ଏପରି ହେରଫେର ଯୋଗୁ ଯୋଗ୍ୟ ଆଶାୟୀମାନେ ସୁଯୋଗ ପାଇବାରୁ ବଞ୍ଚିତ

ପାକିସ୍ତାନ ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ନାମ ନେଲେ ଇମ୍ରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ସହ ହୋଇଥିବା ଦୁର୍ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟରେ ଅଭିଯୋଗ କରିଛନ୍ତି ଏବଂ ଭାରତର ଲୋକସଭା ନିର୍ବାଚନ ସମୟରେ ​​ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିବାର ଉଦାହରଣ ଦେଇଛନ୍ତି।

କଙ୍ଗନାଙ୍କୁ ଚାପୁଡ଼ା ମାରିବା ଘଟଣା: ନିଲମ୍ବିତ କନଷ୍ଟେବଲଙ୍କ ସମର୍ଥନରେ ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ

ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ଏୟାରପୋର୍ଟରେ ଚାପୁଡ଼ା ମାରି ନିଲମ୍ବିତ ହୋଇଥିବା ସିଆଇଏସଏଫର ମହିଳା କନଷ୍ଟେବଲଙ୍କୁ ସମର୍ଥନ ଘୋଷଣା କରିଛନ୍ତି ଏକାଧିକ ଚାଷୀ ସଂଗଠନ। ଚାପୁଡ଼ା ମାରିବା ଘଟଣା ସାମ୍ନାକୁ ଆସିବା ପରେ କୁଲୱିନ୍ଦର କୌରଙ୍କୁ ନିଲମ୍ବିତ

ଲୋକସଭାରେ କଂଗ୍ରେସ ଆସନ ସଂଖ୍ୟା ୧୦୦ ଛୁଇଁଲା!

ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ଦମଦାର ପ୍ରଦର୍ଶନ କରିଥିଲେ ହେଁ ୧୦୦ ଆସନ ଛୁଇଁ ପାରି ନଥିଲା। ମଙ୍ଗଳବାର ଘୋଷଣା ହୋଇଥିବା ଫଳାଫଳ ଅନୁସାରେ କଂଗ୍ରେସ ଏକାକୀ ଦେଶରେ ୯୯ଟି ଆସନ ଜିତିଛି। ଆଗାମୀ ୧୦ ବର୍ଷ ମଧ୍ୟରେ ବି କଂଗ୍ରେସ ୧୦୦ ଅଙ୍କ ଛୁଇଁ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି

ମହାକାଶରେ ପହଞ୍ଚି ଖୁସିରେ ନାଚିବା ପରେ ସୁନୀତାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ତାଙ୍କ କ୍ରୁମେଟ ବଚ୍ ୱିଲମୋରଙ୍କ ସହିତ ମହାକାଶ ଯାତ୍ରା କରିଛନ୍ତି। ବୋଇଂ ଷ୍ଟାରଲାଇନର ମହାକାଶ ଯାନ ଦ୍ବାରା ଗୁରୁବାର ସୁନୀତା ଏବଂ ତାଙ୍କ ସହ ପାଇଲଟ୍‌‌ ବଚ୍‌‌ ୱିଲମୋର୍‌‌ ମହାକାଶରେ ସଫଳତା ସହ ଅବତରଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କେବେ ହେଲେ ଛାଡ଼ିବିନି କହିଲେ ନୀତୀଶ କୁମାର

ପଲଟୁରାମ ବା ସବୁବେଳେ ପଟ ପରିବର୍ତ୍ତନ କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଷ କୁମାର ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ ବଡ଼ କଥା କହିଛନ୍ତି। ସାଧାରଣ ନିର୍ବାଚନରେ ବିଜେପିକୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ମିଳି ନଥିବାରୁ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ଗୁରୁତ୍ୱ ଏନଡିଏରେ

NDA ବୈଠକରେ ଓଡ଼ିଶାକୁ ପ୍ରଶଂସା କଲେ ମୋଦି

NDAର ନେତା ଭାବେ ନିର୍ବାଚିତ ହେବା ପରେ ସଂସଦୀୟ ଦଳ ବୈଠକରେ ଅଭିଭାଷଣ ରଖିଛନ୍ତି ନରେନ୍ଦ୍ର ମୋଦି। ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିବା ସହ ଆଗାମୀ ଭିଜନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ଓଡ଼ିଶା ଦେଶର ବିକାଶ କ୍ଷେତ୍ରରେ ପ୍ରମୁଖ ସ୍ଥାନ ନେବ ବୋଲି ମୋଦି

ସରକାର ଗଠନ ପୂର୍ବରୁ ଆଡଭାନୀ ଓ ମୁରଲୀମନୋହର ଯୋଶୀଙ୍କୁ ଭେଟିଲେ ମୋଦି

ଦେଶରେ ଏନଡିଏ ୩.୦ ସରକାର ଗଠନ ହେବାକୁ ଯାଉଛି। ଦେଶରେ ଗଠନ ହେବାକୁ ଥିବା ମେଣ୍ଟ ସରକାରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ ସେ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହ ସମସ୍ତଙ୍କୁ ସାଙ୍ଗରେ ନେଇ ଦେଶର ବିକାଶର ଗତିକୁ ବୃଦ୍ଧି କରିବେ ବୋଲି

ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀ ୭ ଦିନରେ ୫୮୪ କୋଟି ଟଙ୍କା ରୋଜଗାର କଲେ

ଗୁଣ୍ଟୁର: ଲୋକସଭା ନିର୍ବାଚନର ଫଳାଫଳ ଆସିବାର ୩ ଦିନ ବିତିଗଲାଣି। ଏଥର ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ ଏବଂ ସହଯୋଗୀମାନଙ୍କ ସହାୟତାରେ ସରକାର ଗଠନ କରିବାକୁ ଯାଉଛି। ଏଥିପାଇଁ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମଧ୍ୟ ବିଜେପିକୁ ସମର୍ଥନ ଘୋଷଣା କରିଛି। ଟିଡିପି ମୁଖ୍ୟ

‘ଗଲା ୧୦ ବର୍ଷ ଟ୍ରେଲର ଥିଲା, ଆଗକୁ ଗତି ବଢିବ’

ଲୋକସଭା ନିର୍ବାଚନ ପରେ ଦେଶରେ ମୋଦି ୩.୦ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ରବିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ମୋଦି। ଏହା ପୂର୍ବରୁ ଆଜି ଏନଡିଏ ସଂସଦୀୟ ଦଳ ବୈଠକ ବସିଥିଲା, ଯେଉଁଥିରେ ସର୍ବସମ୍ମତି କ୍ରମେ ନରେନ୍ଦ୍ର ମୋଦିଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି।