Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କର୍ଣ୍ଣାଟକ ସେକ୍ସ ଭିଡିଓ ସ୍କାଣ୍ଡାଲ; ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ୍
କର୍ଣ୍ଣାଟକ ସେକ୍ସ ଭିଡିଓ ସ୍କାଣ୍ଡାଲରେ ଜଡିତ ସାଂସଦ ପ୍ରଜ୍ଜ୍ୱଳ ରେଭେନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଲା କେନ୍ଦ୍ର। ଆଜି ବୈଦେଶିକ ମନ୍ତ୍ରଣାଳୟ ସାଂସଦ ରେଭାନ୍ନାଙ୍କୁ ନୋଟିସ୍ ପଠାଯାଇଛି। ଏହି ମାମଲା ଉପରେ କାରଣ ଦର୍ଶାଇବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସେକ୍ସ ଭିଡିଓ!-->!-->!-->…
ଯଦି ମୁଁ ଜେଲରୁ ନିର୍ବାଚନ ଲଢେ ୭୦ରୁ ୭୦ ଆସନ ଜିତିବୁ: ଅରବିନ୍ଦ କେଜ୍ରିୱାଲ
ଲୋକସଭା ନିର୍ବାଚନ ନେଇ ଚାଲିଥିବା ମାହୋଲ ମଧ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଦମ୍ଭୋକ୍ତି ବାଢିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି, ଯଦି ମୁଁ ଆଗାମୀ ବିଧାନସଭା ନିର୍ବାଚନ ଯାଏ ଜେଲରେ ରୁହେ, ତଥାପି ଆମ୍ ଆଦମି ପାର୍ଟି(ଆପ୍) ଦିଲ୍ଲୀରେ ୭୦ରୁ ୭୦!-->…
ଏମରଜେନ୍ସି ଲ୍ୟାଣ୍ଡିଂ ବେଳେ ଖାତରେ ଖସି ପଡ଼ିଲା ହେଲିକପ୍ଟର
କେଦାରନାଥ ଧାମକୁ ଯାଉଥିଲେ ୫ ଯାତ୍ରୀ, ଖାତରେ ଖସି ପଡ଼ିଲା ହେଲିକପ୍ଟର । ସେହି ସମୟରେ ହେଲିକପ୍ଟରରେ ଜଣେ ପାଇଲଟଙ୍କ ସହିତ ୫ ଜଣ ଯାତ୍ରୀ ଥିଲେ। ମାତ୍ର ସୌଭାଗ୍ୟବଶଃତ ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି। ଯାତ୍ରୀମାନେ କେଦାରନାଥ ଧାମକୁ ହେଲିକପ୍ଟରରେ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।
!-->!-->!-->…
ରବିବାର ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁବ ବାତ୍ୟା ରେମାଲ
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏକ ସାମୁଦ୍ରିକ ବାତ୍ୟା ‘ରେମାଲ’ରେ ରୂପାନ୍ତରିତ ହୋଇ ରବିବାର (୨୬ ମେ’) ମଧ୍ୟରାତ୍ରିରେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପଡ଼ା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)!-->…
କାଲି ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍; ୫୮ ଲୋକସଭା ସିଟ୍ ପାଇଁ ହେବ ମତଦାନ
ଆସନ୍ତାକାଲି ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଆଠଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ହେବ। ମୋଟ୍ ୫୮ଟି ଲୋକସଭା ଆସନ ଲାଗି ମତଦାଧିକାର ସାବ୍ୟସ୍ତ କରିବେ ଭୋଟର । ଭୋଟିଂ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ
ଏହି!-->!-->!-->…
ପ୍ରଜ୍ଜ୍ୱଳଙ୍କୁ ଜେଜେ ଏଚ୍ଡି ଦେବଗୌଡ଼ାଙ୍କ କଡ଼ା ଚେତାବନୀ; ଆତ୍ମସମର୍ପଣ କର
ବେଙ୍ଗାଲୁରୁ : ‘ଆତ୍ମସମର୍ପଣ କର ନହେଲେ ମୋର ଓ ପରିବାର ଲୋକଙ୍କ କ୍ରୋଧର ସମ୍ମୁଖୀନ ହୁଅ।’ ଯୌନ ଶୋଷଣ ମାମଲାରେ ଫସି ଦେଶରୁ ଫେରାର ହୋଇଯାଇଥିବା ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ତାଙ୍କ ଜେଜେ ତଥା ଜେଡିଏସ୍ ମୁଖ୍ୟ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି!-->…
ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ବିଜେପି କର୍ମୀଙ୍କ ହତ୍ୟା ପରେ ପ୍ରବଳ ବିକ୍ଷୋଭ ଓ ଜଳାପୋଡ଼ା, ପୁଲିସର ଲାଠି ଚାର୍ଜ
କୋଲକାତା : ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ବିଜେପି କର୍ମୀଙ୍କୁ ହତ୍ୟା କରାଯିବା ପରେ ବଡ଼ ବିବାଦ ସୃଷ୍ଟି ହୋଇଛି । ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଟିଏମସି କର୍ମୀଙ୍କ ଆକ୍ରମଣରେ ଏହାର ଜଣେ କର୍ମୀ ରତିବାଳା ଅରି ନିହତ ହେବା ସହ ଆଉ ସାତ ଜଣ ଆହତ ହୋଇଛନ୍ତି । ଏହି ଘଟଣା ପରେ ଉକ୍ତ!-->…
ପାକିସ୍ତାନର ସହାୟତା ଲୋଡ଼ିଥିବାରୁ ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ନିର୍ବାଚନ କମିସନରେ ଅଭିଯୋଗ
ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ନିର୍ବାଚନ କମିସନରେ ଏକ ଅଭିଯୋଗ ଦାଖଲ କରାଯାଇଛି। ରାଜ୍ୟରେ ସରପଞ୍ଚ ହତ୍ୟା ମାମଲାରେ ପାକିସ୍ତାନରୁ ଅନ୍ତର୍ଜାତୀୟ ତଦନ୍ତ ଦାବି କରିଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ!-->…
ଅସୁସ୍ଥ ବାପା ଓ ମା’ଙ୍କୁ ଧରି ପୁଲିସ ଅପେକ୍ଷାରେ ବସିଛି
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋସିଆଲ ମିଡିଆରେ ବାପା, ମା’ ସ୍ତ୍ରୀଙ୍କ ସହିତ ବସିଥିବାର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ଏକ୍ସରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଲେଖିଛନ୍ତି, ବାପା, ମା’ ଓ ସ୍ତ୍ରୀଙ୍କ ସହିତ ବସି ମୁଁ ଦିଲ୍ଲୀ ପୁଲିସର ଅପେକ୍ଷା!-->…
ଜୁନ ୪ରେ ସମାଲୋଚକମାନେ ପ୍ରଚୁର ପାଣି ପିଅନ୍ତୁ: ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ: ରାଜନୈତିକ ବିଶ୍ଳେଷକ ପ୍ରଶାନ୍ତ କିଶୋରଙ୍କ ବିବୃତ୍ତିକୁ ନେଇ ଆଜିକାଲି ସବୁଠି ଚର୍ଚ୍ଚା ଜୋର ଧରିଛି | ପ୍ରଶାନ୍ତ ଅନେକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଉଛନ୍ତି, ଯେଉଁଥିରେ ତାଙ୍କର ଅନେକ ଦାବି ଟ୍ରେଣ୍ଡ ହେଉଛି | ପ୍ରଶାନ୍ତ କିଶୋର ଦାବି କରିଛନ୍ତି ଯେ ଏଥର ପୁଣିଥରେ!-->…