Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କ୍ଷମତାକୁ ଆସିଲେ ରାମ ମନ୍ଦିର ଉପରେ ବୁଲଡୋଜର ଚଢ଼ାଇ ଦେବେ କଂଗ୍ରେସ ଓ ସପା : ମୋଦି
ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଡ଼ ଦାବି କରିଛନ୍ତି। ଯଦି କଂଗ୍ରେସ ଓ ସମାଜବାଦୀ ପାର୍ଟି(ସପା), ତା’ହେଲେ ସେମାନେ ଅଯୋଧ୍ୟାରେ ଥିବା ରାମ ମନ୍ଦିର ଉପରେ ବୁଲଡୋଜର ଚଢ଼ାଇ ଦେବେ ବୋଲି ମୋଦି କହିଛନ୍ତି। ଏଥିସହ ଦୁଇ ଦଳକୁ ଉତ୍ତରପ୍ରଦେଶର!-->…
କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ମାଡ଼ ମାରିବା ଘଟଣା; ସ୍ୱାତୀ ମାଲୱାଲିଙ୍କ ମୁହଁରେ ଲାଗିଛି ଆଘାତ
ମେଡିକୋ-ଲିଗାଲ୍ କେସ୍ ରିପୋର୍ଟ ଅନୁସାରେ ଆପ୍ ସାଂସଦ ସ୍ୱାତୀ ମାଲୱାଲିଙ୍କ ମୁହଁରେ ଆଭ୍ୟନ୍ତରୀଣ ଆଘାତ ଲାଗିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ତାଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ସ୍ୱାତୀ। ଏହାପରେ ଦିଲ୍ଲୀ ଏମ୍ସରେ!-->…
୪୧ଟି ମେଡ଼ିସିନ ଓ ୬ଟି ଫର୍ମୁଲେସନର ଦର କମିଲା
୪୧ଟି ଅତ୍ୟାବଶ୍ୟକ ଔଷଧର ଦାମ୍ ହ୍ରାସ ପାଇଛି। ସରକାରଙ୍କ ପକ୍ଷରୁ ୪୧ଟି ମେଡ଼ିସିନ ସମେତ ମଧୁମେହ, ହୃଦୟ ଏବଂ ଯକୃତ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ୬ଟି ଫର୍ମୁଲେସନର ମୂଲ୍ୟ ହ୍ରାସ କରାଯାଇଛି।
ଫାର୍ମାସ୍ୟୁଟିକାଲ୍ସ ଏବଂ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍!-->!-->!-->…
କେବଳ କୋଭିସିଲ୍ଡ ନୁହେଁ, କୋଭାକ୍ସିନରେ ବି ରହିଛି ପାର୍ଶ୍ବପ୍ରତିକ୍ରିୟା !
ନୂଆଦିଲ୍ଲୀ: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲୋକମାନେ କରୋନା ଟୀକା ନେଇଥିଲେ, କିନ୍ତୁ ନିକଟରେ ଯେତେବେଳେ ଲୋକମାନେ କୋଭିସିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ଲୋକମାନଙ୍କର ଚିନ୍ତା ବଢିଯାଇଥିଲା । ଏବେ କୋଭାକ୍ସିନର କେତେକ!-->…
ଆୟକର ବିଭାଗର ରେଡ: ମିଳିଲା ୧୭୦ କୋଟି ଟଙ୍କାର ସମ୍ପତ୍ତି
ଦୀର୍ଘ ୭୨ ଘଣ୍ଟା ଧରି ଆୟକର ବିଭାଗ କରିଥିବା ରେଡ୍ ବେଳେ ଆଖି ଖୋସି ହୋଇଗଲା ଭଳି ହିସାବ ବର୍ହିଭୂତ ସମ୍ପତ୍ତି ମିଳିଛି। ମହାରାଷ୍ଟ୍ରର ନାନ୍ଦେଦ ଜିଲ୍ଲାରେ ଥିବା ଗୋଟିଏ ଫାଇନାନ୍ସ ଫାର୍ମରେ ଚାଲିଥିବା ରେଡ ବେଳେ ୧୭୦ କୋଟି ଟଙ୍କାର ସମ୍ପତ୍ତି ମିଳିଛି। ଏଥିରେ ନଗଦ ୧୪ କୋଟି ଟଙ୍କା ଓ ୯!-->…
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ମନଇଚ୍ଛା ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ଇଡି
ଏକ ଐତିହାସିକ ନିଷ୍ପତ୍ତିକ୍ରମେ ସୁପ୍ରିମକୋର୍ଟ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର କ୍ଷମତାକୁ ସଙ୍କୁଚିତ କରି ଦେଇଛନ୍ତି। ପିଏମଏଲ ଆକ୍ଟର ଧାରା ୧୯ ଅନୁଯାୟୀ ଇଡି ଅଭିଯୁକ୍ତକୁ ଗିରଫ କରିବା ପାଇଁ ପାଇଥିବା ଅଧିକାର ଉପରେ ସୁପ୍ରିମକୋର୍ଟ ସର୍ତ୍ତ ଲାଗୁ କରିଛନ୍ତି।
ଯଦି!-->!-->!-->…
ଇଡିର ‘କେଜ୍ରିୱାଲ ବିରୋଧୀ’ ଆବେଦନକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ
ନିର୍ବାଚନ ରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଇଥିବା ବୟାନକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିବା ଇଡିକୁ ଝଟକା ଲାଗିଛି। ଇଡିର କେଜ୍ରିୱାଲ ବିରୋଧୀ ଆବେଦନକୁ ଗ୍ରହଣ କରି ନାହାନ୍ତି ସୁପ୍ରିମକୋର୍ଟ। ଯଦି ଲୋକମାନେ ଆପ୍କୁ ଭୋଟ ଦେବେ, ତା’ହେଲେ ତାଙ୍କୁ ଆଉ ଜେଲ!-->…
ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ : ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ନିର୍ବାଚନ ଆୟୋଗ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁ ଭିଡିଓ କନଫରେନ୍ସିଂ ଜରିଆରେ ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ!-->…
ଭୋଟ୍ ପରେ ରିଚାର୍ଜ ପ୍ଲାନ୍ ୨୫ ପ୍ରତିଶତ ମହଙ୍ଗା ହେବ !
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ଟେଲିକମ୍ କମ୍ପାନୀଗୁଡିକ କୋଟି କୋଟି ମୋବାଇଲ୍ ବ୍ୟବହାରକାରୀଙ୍କୁ ଏକ ବଡ଼ ଝଟକା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।ନିକଟରେ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ଟେଲିକମ୍ କମ୍ପାନୀଗୁଡିକ ମୋବାଇଲ୍ ଶୁଳ୍କ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି।!-->…
କେଜ୍ରିୱାଲଙ୍କୁ ମିଳିଛି ସ୍ପେଶାଲ୍ ଟ୍ରିଟ୍ମେଣ୍ଟ୍!
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବାର ୫୦ ଦିନ ପରେ ସୁପ୍ରିମ କୋର୍ଟରୁ ଅନ୍ତରୀଣ ଜାମିନ ପାଇ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ କଡ଼ା ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସେ!-->…