Browsing Category

ଦେଶ

ଜେଲ୍‌ରୁ ବାହାରିବା ପରେ ହନୁମାନଙ୍କ ଶରଣରେ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ : ଜେଲ୍‌ରୁ ବାହାରିବା ପରେ ହନୁମାନଙ୍କ ଶରଣରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଜୁନ୍‌ ୨ ତାରିଖ ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଗତକାଲି ସେ ଜେଲ୍‌ରୁ ମୁକୁଳିଛନ୍ତି। ତେବେ ଜେଲ୍‌ରୁ ବହାରିବା

ଅମିତ ଶାହା ପ୍ରଧାନମନ୍ତ୍ରୀ ହେବେ, ଯୋଗୀ ପୋଛି ହୋଇଯିବେ : କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଜନସାଧାରଣଙ୍କୁ ସମ୍ବୋଧିତ କରୁଛନ୍ତି। ତିହାର ଜେଲରେ ୫୦ ଦିନରୁ ଅଧିକ ସମୟ ବିତାଇବା ପରେ ଅରବିନ୍ଦ କେଜ୍ରିୱାଲ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ଭେଟିଛନ୍ତି। ସେ ଭାରତୀୟ ଜନତା ପାର୍ଟି (ବିଜେପି) କୁ ଟାର୍ଗେଟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ

ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରୁ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। କେଜ୍ରିୱାଲ ଇଡିର ଗିରଫଦାରୀକୁ ବିରୋଧ କରିଥିବା ବେଳେ ସୁପ୍ରିମକୋର୍ଟ ଦେଶରେ ଚାଲିଥିବା ନିର୍ବାଚନକୁ ଦୃଷ୍ଟରେ ରଖି ଜୁନ ୧

କେଜ୍ରିୱାଲଙ୍କୁ ଜାମିନ କୌଣସି ଚତ୍ମକାର ଠାରୁ କମ ନୁହେଁ: ଆପ୍‌

ଇଡିର ଗିରଫଦାରୀକୁ ବିରୋଧ କରି ସୁପ୍ରିମକୋର୍ଟରେ ଯାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଅନ୍ତରୀଣ ଜାମିନ ମିଳିଛି। କେଜ୍ରିୱାଲଙ୍କୁ ଜାମିନ ମିଳିବା ପରେ ତାଙ୍କ ଦଳ ଆପ୍‌ ପୂରା ଉତ୍ସାହିତ ହୋଇପଡ଼ିଛି। ଏପରି ଜାମିନ କୌଣସି ଚତ୍ମକାର ଠାକୁ କମ ନୁହେଁ ବୋଲି ଆପ ନେତା

ଖଡଗେଙ୍କ ଭୋଟିଂ ହାର ବିସଙ୍ଗତି ଅଭିଯୋଗକୁ ଖଣ୍ଡନ କଲେ ଇସିଆଇ

ଦେଶରେ ବର୍ତ୍ତମାନ ନିର୍ବାଚନ ପର୍ବ ଚାଲିଛି। ଦେଶର ପରବର୍ତ୍ତୀ ସରକାର ଗଠନ ପାଇଁ ଲୋକମାନେ ୩ଟି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରି ସାରିଛନ୍ତି। କିନ୍ତୁ ଭୋଟିଂ ହାରରେ ବିସଙ୍ଗତି ଦେଖାଯାଉଥିବା ଅଭିଯୋଗ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଭୋଟିଂ ଶେଷ ହେବା ମାତ୍ରେ

କଂଗ୍ରେସକୁ ୮୫ ପଇସାର ହିସାବ ମାଗିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଆଜି ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଂଗ୍ରେସକୁ ୪୦ ବର୍ଷ ପୁରୁଣା ହିସାବ ମାଗି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ୪୦ ବର୍ଷ ପୁରୁଣା ରାଜନୈତିକ ବିବୃତ୍ତି ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଂଗ୍ରେସକୁ ୮୫ ପଇସା ହିସାବ

ବ୍ରିଜଭୂଷଣଙ୍କ ବିରୋଧରେ ମିଳିଲା ଯୌନ ନିର୍ଯାତନାର ତଥ୍ୟ, ଚାର୍ଜଫ୍ରେମ କଲେ କୋର୍ଟ

ବଢ଼ିଲା ବିଜେପି ସାଂସଦ ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡ଼ୁଆ। ଆଜି ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ତାଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି। ତାଙ୍କ ବିରୋଧରେ ୬ ଜଣ ମହିଳା ରେସଲର ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ।

NEETରେ କପି ଦେବାକୁ ମୁଣ୍ଡ ପିଛା ଡିଲ୍‌ ହୋଇଥିଲା ୧୦ ଲକ୍ଷ, ୩ ଜଣ ବନ୍ଧା ହେଲେ

ସର୍ବଭାରତୀୟ ସ୍ତରରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ନିଟ୍‍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି । ତେବେ ଏହି ପରୀକ୍ଷାରେ କପି ଯୋଗାଇ ପାସ୍‌ କରାଇ ଦେବାକୁ ୧୬ ଛାତ୍ରଙ୍କ ସହ ହୋଇଥିଲା ଡିଲ୍‌ । ମୁଣ୍ଡ ପିଛା ଫାଇନାଲ୍‌ ହୋଇଥିଲା ୧୦ ଲକ୍ଷ । ଏପରି ଏକ ରାକେଟକୁ

‘ପାକିସ୍ତାନ ରଖିଛି ପରମାଣୁ ବୋମା, ତେଣୁ ତା’ର ସମ୍ମାନ କର’

ବିବାଦ କଂଗ୍ରେସର ପିଛା ଛାଡ଼ୁନି। ନିର୍ବାଚନ ବେଳେ ବର୍ଣ୍ଣ ବୈଷମ୍ୟ ଉପରେ ବିବାଦୀୟ ବୟାନ ଦେଇ ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା ଇସ୍ତଫା ଦେବା ପରେ ଏବେ ଦଳର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କ ଏକ ବୟାନକୁ ନେଇ ବିବାଦ ଦେଖା ଦେଇଛି। ସେ କହିଛନ୍ତି, ପାକିସ୍ତାନ ପାଖରେ

ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ବୋମାମାଡ଼

କୋଲକାତା: ପଶ୍ଚିମବଙ୍ଗର କାନ୍ଥୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସୌମେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଛି। ବିଜେପି ପ୍ରାର୍ଥୀ ସୌମେନ୍ଦୁ ଅଧିକାରୀଙ୍କ ଶୋଭାଯାତ୍ରା ଓ କାରକେଡକୁ ଟାର୍ଗେଟ କରି ଦୁର୍ବୃତ୍ତମାନେ ରାସ୍ତା ଉପରେ ବୋମା ମାଡ଼ କରିଥିବା ଜଣାପଡ଼ିଛି। ତେବେ