Browsing Category

ଦେଶ

ହିମାଚଳ ସରକାରରେ ଫାଟ, କାନ୍ଦି କାନ୍ଦି ଇସ୍ତଫା ଦେଲେ ମନ୍ତ୍ରୀ

ହିମାଚଳ ପ୍ରଦେଶ ସରକାରରେ ଦେଖାଦେଇଛି ହାଇ ଭୋଲଟେଜ ଡ୍ରାମା। ଏଠାରେ ଟଳ ମଳ ଅବସ୍ଥାରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଆସନ। ରାଜ୍ୟରେ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ଥିବା ସତ୍ତ୍ୱେ ରାଜ୍ୟସଭା ଆସନ ବିଜେପି ହାତକୁ ଚାଲିଯାଇଛି। ଏହାକୁ ନେଇ ରାଜ୍ୟରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି।

ହୃଦଘାତରେ ଆଖି ବୁଜିଲେ ରାଜୀବ ଗାନ୍ଧି ହତ୍ୟାକାରୀ

ରାଜୀବ ଗାନ୍ଧି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ସନ୍ଥନ ଆଖି ବୁଜିଲେ। ଚେନ୍ନାଇସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଆଜି ସକାଳେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସନ୍ଥନ

ତାମିଲନାଡ଼ୁକୁ ଲୁଟୁଥିବା ଲୋକ ଏବେ ବିଜେପିର ଶକ୍ତି ବଢୁଥିବା ଦେଖି ଡରୁଛନ୍ତି: ମୋଦୀ

ନୂଆଦିଲ୍ଲୀ: କେରଳ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ତାମିଲନାଡୁର ତିରୁପୁରରେ ପହଞ୍ଚି ‘ଏନ୍ ମନ ଏକ ମକ୍କଲ’ ପଦଯାତ୍ରାର ଉଦଯାପନ ସମାରୋହରେ ଯୋଗ ଦେଇଛନ୍ତି । ଏଠାରେ ସେ ଏକ ଜନ ସମାବେଶକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସାଧାରଣ ସଭାରେ

ଫେକ୍ ବିଜ୍ଞାପନ ମାମଲା: ପତଞ୍ଜଳିକୁ ଅବମାନନା ନୋଟିସ୍‌

ବଢ଼ିଲା ଯୋଗ ଗୁଗୁ ରାମଦେବ ବାବାଙ୍କ ଅଡୁଆ। ଫେକ୍‌ ତଥା ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ପତଞ୍ଜଳି ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ପତଞ୍ଜଳି ଓ ବାଲକୃଷ୍ଣଙ୍କୁ ଅଦାଲତ ଅବମାନନା ନୋଟିସ ପଠାଇବା ସହ ଜବାବ ମାଗିଛନ୍ତି ସର୍ବୋଚ୍ଚ ଅଦାଲତ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆପଣ

ଲୋକସଭା ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ଆପ୍‌

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଆଉ ମାସକ ପରେ ପଡିପାରେ ଭୋଟ୍‌। ଏହାରି ଭିତରେ ଦିଲ୍ଲୀର ୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆମ୍‌ ଆଦମୀ ପାର୍ଟି। ନୂଆ ଦିଲ୍ଲୀରୁ ସୋମନାଥ ଭାରତୀଙ୍କୁ ଆମ୍‌ ଆଦମୀ ପାର୍ଟି ପ୍ରାର୍ଥୀ କରିଛି। ସେହିପରି ପଶ୍ଚିମ ଦିଲ୍ଲୀରୁ ମହାବଳ

ସିଦ୍ଧୁ ମୁସେଓ୍ୱାଲାଙ୍କ ପୂର୍ବତନ ସହଯୋଗୀଙ୍କୁ ଗୁଳିମାଡ଼

ଦିବଙ୍ଗତ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ୱାଲାଙ୍କ ପୂର୍ବତନ ସହଯୋଗୀଙ୍କ ଉପରେ ଆଖିବୁଜା ଗୁଳିମାଡ। ପଞ୍ଜାବର ଫେମସ୍‌ ମ୍ୟୁଜିକ କମ୍ପୋଜର ତଥା ପ୍ରଡ୍ୟୁସର ବଣ୍ଟି ବେନ୍ସଙ୍କ ଉପରକୁ କିଛି ଅଜ୍ଞାତ ବନ୍ଧୁକଧାରୀମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ସୂଚନା ମୁତାବକ, ବଣ୍ଟି ବେନ୍ସ

ହିମାଚଳପ୍ରଦେଶରେ କ୍ରସ ଭୋଟିଂ ଆଶଙ୍କା ମଧ୍ୟରେ ବିଧାୟକଙ୍କ ଜରୁରୀକାଳୀନ ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ ସୁଖୁ

ସିମଲା: ହିମାଚଳ ପ୍ରଦେଶ ବିଧାନସଭାର ବଜେଟ୍ ଅଧିବେଶନରେ ଆଜି ରୋମାଞ୍ଚକର ରାଜନୈତିକ ସ୍ଥିତି ଦେଖିବାକୁ ମିଳିଛି | ରାଜ୍ୟସଭା ଆସନ ପାଇଁ ଭୋଟ୍ ମଧ୍ୟରେ ଆଜି ବିଧାନସଭା ଭିତରେ ଶାସକ ଦଳ ପୂର୍ବ ଭଳି ଦୃଢ ସ୍ଥିତିରେ ନଥିବା ଜଣାପଡିଛି। ବାସ୍ତବରେ ଆଜି ରାଜ୍ୟସଭା ସାଂସଦ ପାଇଁ ମତଦାନକୁ ନେଇ

ପୁଣି କେଜ୍ରିୱାଲଙ୍କୁ ସମନ; ଅଷ୍ଟମ ଥର ପାଇଁ ଡକାଇଲା ଇଡି

ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ଆସିଛି ସମନ। ଦିଲ୍ଲୀ ଅବକାରୀ ନୀତିରେ ଘୋଟାଲା ମାମଲାରେ ଜେରା ପାଇଁ ଇଡି କେଜ୍ରିୱାଲଙ୍କୁ ସମନ ପଠାଇଛି। ଏହାକୁ ମିଶାଇ ଇଡି ଆଠ ଥର ସମନ ପଠାଇଲାଣି। ଆସନ୍ତା ମାର୍ଚ୍ଚ ୪ରେ ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର

‘ଚନ୍ଦ୍ର ଭଳି ଆରମ୍ଭ ହେବ ମିଶନ ଶୁକ୍ର, ୨୦୩୦ ସୁଦ୍ଧା ସ୍ପେଶ୍‌ ଷ୍ଟେସନ ସ୍ଥାପନ’

ଇସ୍ରୋର ଗଗନଯାନ ମିଶନ ମାଧ୍ୟମରେ ମହାକାଶକୁ ଯିବାକୁ ଥିବା ୪ ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଚାରି ବୀରଙ୍କ ନାମ ଘୋଷଣା କରିଛନ୍ତି। ପ୍ରଥମ କରି ଭାରତୀୟ ବାୟୁସେନାର ଚାରି ଜଣ ଅଧିକାରୀ ମହାକାଶ ଯାତ୍ରା କରିବେ। ସେମାନେ

ଗଗନଯାନ ମିଶନ: ଘୋଷଣା ହେଲା ମହାକାଶ ଯିବାକୁ ଥିବା ୪ ଜଣଙ୍କ ନାଁ

ଆଉ ଏକ ଇତିହାସ ରଚିବାକୁ ଯାଉଛି ଇସ୍ରୋ। ପ୍ରଥମ ଥର ପାଇଁ ଭାରତ ନିଜ ରକେଟରେ ନିଜ ବୀରଙ୍କୁ ମହାକାଶ ପଠାଇବ। ବାୟୁସେନାର ଚାରି ଜଣ ଅଧିକାରୀ ପ୍ରଥମ କରି ମହାକାଶ ଯାତ୍ରା କରିବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ନାମ ଘୋଷଣା କରିଛନ୍ତି। ଏହି ଚାରି ଅଧିକାରୀ ଗଗନଯାନ