Browsing Category

ଦେଶ

ଆତଙ୍କବାଦୀଙ୍କୁ ହତ୍ୟା କରିବାକୁ ଭାରତ ପାକିସ୍ତାନରେ ପ୍ରବେଶ କରିବ ମନ୍ତବ୍ୟରେ ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ/ଇସଲାମାବାଦ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଯଦି ଆତଙ୍କବାଦୀମାନେ ଭାରତରେ ଶାନ୍ତି ଭଙ୍ଗ ଏବଂ ପଡ଼ୋଶୀ ଦେଶକୁ ପଳାୟନ ପାଇଁ ଚେଷ୍ଟା କରନ୍ତି, ତେବେ ସେମାନଙ୍କୁ ହତ୍ୟା କରିବାକୁ ଭାରତ ପାକିସ୍ତାନରେ ପ୍ରବେଶ କରିବ। ଶୁକ୍ରବାର ରାଜନାଥ ସିଂ ଏକ ପ୍ରଶ୍ନର ଉତ୍ତର

ଇସ୍ରାଏଲ ଉପରେ ଆକ୍ରମଣ କରିବ ଇରାନ ! ଦୂରେଇ ରହିବାକୁ ଆମେରିକାକୁ ପରାମର୍ଶ

ନୂଆଦିଲ୍ଲୀ : ଇସ୍ରାଏଲ କରିଥିବା ଏୟାରଷ୍ଟ୍ରାଇକର ବଦଲା ନେବାକୁ ଇରାନର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଇସ୍ରାଏଲ ପକ୍ଷରୁ ସିରିଆରେ ଥିବା ଇରାନର ଦୂତାବାସ ଉପରେ ଏୟାରଷ୍ଟ୍ରାଇକ କରାଯାଇଥିଲା। ଏଥିରେ ଦୁଇ ଜଣ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା।ଏହାର ପ୍ରତିଶୋଧ ନେବାକୁ ଇରାନ

କେବଳ ସମ୍ବିଧାନ ପ୍ରତି ଅନୁଗତ ରହିବାକୁ ନିର୍ବାଚନ ପୂର୍ବରୁ ଜଜ୍‌ ଓ ଆଇନଜୀବୀଙ୍କୁ ସିଜେଆଇଙ୍କ ବାର୍ତ୍ତା

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶରେ ନିର୍ବାଚନ ଋତୁ ଚାଲିଛି। ଆଉ କିଛି ହାତ ଗଣତି ଦିନ ପରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହେବ। ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତ୍ୟେକ ଭାରତୀୟ କୌଣସି ନା କୌଣସି ରାଜନୀତିକ ବିଚାରଧାରା ପ୍ରତି ଆକୃଷ୍ଟ ହେଉଛନ୍ତି।ଏହାକୁ ଦୃଷ୍ଟିରେ

ଟିଏମ୍‌ସି ନେତାଙ୍କୁ ବାନ୍ଧିବାକୁ ଯାଇଥିବା NIA ଟିମ୍‌ ଉପରକୁ ପଥର ମାଡ଼

କୋଲକାତା : ଟିଏମ୍‌ସି ନେତାଙ୍କୁ ବାନ୍ଧିବାକୁ ଯାଇ ଆକ୍ରମଣର ଶିକାର ହେଲେ (NIA) ଟିମ୍‌। ଏକ ବିସ୍ଫୋରଣ ମାମଲାରେ ତୃଣମୂଳ କଂଗ୍ରେସ ନେତା ମନବେନ୍ଦ୍ର ଜାନାଙ୍କୁ ବାନ୍ଧିବାକୁ ଆଜି ଭୋରରୁ ଯାଇଥିବା (NIA) ଟିମ୍‌ ଉପରେ ହୋଇଛି ଆଖିବୁଜା ପଥର ମାଡ଼ ।୨୦୨୨ ମସିହାରେ ହୋଇଥିବା ଏକ ବିସ୍ଫୋରଣ

ଭାରତର ନିର୍ବାଚନରେ ବିଭ୍ରାଟ କରିବାକୁ ଚାଇନାର ମସୁଧା, AIକୁ କରିବ ଅସ୍ତ୍ର!

ଭୁବନେଶଜ୍ବର : ଭାରତ ସମେତ ଆମେରିକା ଓ ଦକ୍ଷିଣ କୋରିଆରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଭ୍ରାଟ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି ଚାଇନା। କୃତ୍ରିମ ଗୁଇନ୍ଦା ବା ଏଆଇ ଦ୍ୱାରା ବିଭିନ୍ନ ବିଷୟବସ୍ତୁ ତିଆରି କରି ନିର୍ବାଚନକୁ ପ୍ରଭାବିତ କରିବା ଯୋଜନାରେ ବେଜିଂ। ଏଭଳି କିଛି ଚେତାବନୀ

ଚୁରୁ କହି ସାରିଛି ୪ ଜୁନ୍‌ରେ ୪୦୦ ପାର୍‌

ବର୍ତ୍ତମାନ ଯେଉଁ ସବୁ ବିକାଶ ହୋଇଛି, ତାହା କେବଳ ଟ୍ରେଲର। ପୂରା ଫିଲ୍ମ ବାକି ଅଛି। ଯାହା ମୋଦି କରିଛନ୍ତି ତାହା କେବଳ ଆପେଟାଇଜର। ଏବେ ପୂରା ଖାଦ୍ୟ ଥାଳି ଆସିବା ବାକି ଅଛି। ଆଖିରେ ଆଖିଏ ସ୍ୱପ୍ନ ଅଛି। ଦେଶକୁ ବହୁତ ଆଗକୁ ନେବାର ଅଛି। ଚୁରୁ କହି ସାରିଛି ୪ ଜୁନ୍‌ରେ ୪୦୦ ପାର୍‌। ଏକ

କଂଗ୍ରେସର ‘ନ୍ୟାୟ ପତ୍ର’ରେ ୨୫ ଗ୍ୟାରେଣ୍ଟି

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏହାପୂର୍ବରୁ କଂଗ୍ରେସ ଜାରି କରିଛି ତା'ର ଘୋଷଣା ପତ୍ର। ଏହାକୁ ସେ 'ନ୍ୟାୟ ପତ୍ର' ନାଁ ଦେଇଛି। ଏହି ନ୍ୟାୟ ପତ୍ରରେ ରହିଛି ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି। କଂଗ୍ରେସ ମୁଖ୍ୟା କାର୍ଯ୍ୟାଳୟରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପୂର୍ବତନ ଅଧ୍ୟକ୍ଷ

ଇଡି ଚାର୍ଜସିଟରେ ଅଭିଯୋଗ; ୬୦୦ କୋଟି ଟଙ୍କାର ଜମି ଦୁର୍ନୀତିରେ ସାମିଲ ହେମନ୍ତ ସୋରେନ

ଜେଲରେ ଥିବା ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନଙ୍କ ବିରୁଦ୍ଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଇଡି ଚାର୍ଜସିଟ୍ ଅନୁସାରେ, ହେମନ୍ତ ସୋରେନ ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ଏବଂ ହେରଫେର ସହ ଜଡିତ ଅଛନ୍ତି। ସୋରେନଙ୍କ

ରେକର୍ଡ ଭାଙ୍ଗିଲା ସୁନା ଦର, ୭୦,୦୦୦ ଟପିଲା ଦାମ୍‌

ନୂଆଦିଲ୍ଲୀ : ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ଲଗାତର ସୁନାର ଦାମ୍‌ ବୃଦ୍ଧି ଜାରି ରହିଛି। ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସୁନାର ମୂଲ୍ୟ ରେକର୍ଡ ଭାଙ୍ଗିଛି। ୭୦,୦୦୦ ଟପିଛି ଏହାର ଦାମ୍‌।ଏମସିଏକ୍ସର ଫ୍ୟୁଚର ବଜାରରେ ସୁନା ୭୦,୦୦୦ ଟଙ୍କା ଅତିକ୍ରମ କରିଛି। ଗତକାଲି ତୁଳନାରେ ଆଜି ସୁନାର

କଂଗ୍ରେସ ଛାଡ଼ିବାର କିଛି ସମୟ ପରେ ବିଜେପିରେ ଯୋଗଦେଲେ ଗୌରବ ବଲ୍ଲଭ

ନୂଆଦିଲ୍ଲୀ : କଂଗ୍ରେସ ଛାଡ଼ିବାର କିଛି ସମୟ ପରେ ବିଜେପିରେ ଯୋଗ ଦେଇଛନ୍ତି ଦଳର ପୂର୍ବତନ ମୁଖପାତ୍ର ଗୌରବ ବଲ୍ଲଭ। ଆଜି ସକାଳେ ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇଥିଲା। ଏହାର କିଛି ସମୟ ପରେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ସାଧାରଣ ସଚିବ